ମଟନ ବିକି ବର୍ଷକୁ କେତେ କୋଟି ରୋଜଗାର କରୁଥିଲେ Kishore Bhaina, ଶୁଣି ଆପଣଙ୍କ ହୋସ ଉଡିଯିବ

ଦର୍ଶକ ବନ୍ଧୁ ଓଡିଶା ପ୍ରସିଦ୍ଧ କିଶୋର ଭାଇଙ୍କ ଦୋକାନକୁ ବିଏମସି ଭାଙ୍ଗି ଦେଇଛି ଆଉ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚହଳ ପଡିଛି । ତେବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ କିଶୋର ଭାଇନା ତାହା ବି ମଟନ ବିକି । ଏହି ମାଂସ ଝୋଳ ତାଙ୍କୁ କରିଦେଇଥିଲା କୋଟିପତି । ଆଉ ଏବେ ତାଙ୍କର ଏହି କୋଟି କୋଟି ଟଙ୍କାର ବେପାର ବନ୍ଦ ହୋଇ ଯାଇଛି ।

ତାହା କଣ କିଛି ବ୍ଲଗର୍ସ ମାନଙ୍କ ପାଇଁ ନା ତାହା କିଛି ନିୟମକୁ ଉଲଂଘନ କରିବା ପାଇଁ । ନା ବିଏମସି ବିରୋଧରେ ଯାଇ କିଶୋର ଭାଇନା ଯେଉଁ ଦୋକାନ ଖୋଲିଲେ ସେଇଟା ହିଁ ତାଙ୍କ ପାଇଁ କାଳ ହେଇଗଲା । ଏବେ ତାଙ୍କ ମଟନ ତରକାରୀର ହିସାବ ରଖୁଛନ୍ତି ଅନେକ ସୋସିଆଲ ମିଡିଆରେ । ଲୋକଙ୍କ ହିସାବରେ ୬ କୋଟି ଟଙ୍କା ରୋଜଗାର କରୁଥିଲେ କିଶୋର ଭାଇନା ।

ଯଦି ଏହାର ୩୦ ଶତକଡା ବି ଲାଭ ହୁଏ ତା ହେଲେ ୧ ଲକ୍ଷ ୮୦ ହଜାର ଟଙ୍କାର ଲାଭ ରୋଜଗାର କରୁଥିଲେ ପ୍ରତି ବର୍ଷ କିଶୋର ଭାଇନା । ତେବେ ଏହା ସତ କିଭଳି ଆଉ ଯାହାର ଉତ୍ତର ଦେବାକୁ ଏଭଳି କିଛି କଥା କହୁଛନ୍ତି ସୋସିଆଲ ମିଡିଆରେ । ଯଦି ପ୍ରତି ମଟନ ପ୍ଳେଟର ଦାମ ୨୦୦ ଟଙ୍କା ହୁଏ ଏବଂ ୨୫୦ ଗ୍ରାମ ମଟନ ପ୍ରତି ପ୍ଳେଟରେ ଦିଆ ଯାଏ ତେବେ ନିଶ୍ଚିତ ଭାବରେ ୨୦୦ କେଜିର ହିସାବରେ ଯଦି ହିସାବ କରାଯାଏ ତେବେ ନିଶ୍ଚିତ ଏହି ପାଖାପାଖି ଗୋଟେ ରେଟ ପଳେଇ ଆସିବ ।

ଆଉ ପାଖାପାଖି ଯଦି ୨୦ ବର୍ଷ ଯାଏଁ କିଶୋର ଭାଇନା ଏହି ହିସାବରେ ବେପାର କରୁଥିଲେ ତା ହେଲେ ନିଶ୍ଚିନ୍ତ ଏହି ହିସାବରେ ତାଙ୍କର ଲାଭ ଅନେକ ଗୁଣ ହୋଇଥିବ । ବିଏମସି ଏନେଇ ମଧ୍ୟ ଚେକ କରିଥିଲା କିଶୋର ଭାଇନାଙ୍କ ମଟନ ଦୋକାନରେ । ଆଉ ତା ସହିତ ମଧ୍ୟ ଦେଖିଥିଲା ଯେ, ଏଠାରେ ଅସ୍ୱାସ୍ଥ୍ୟକର ପରିବେଶ ହୁଏ ।

ସୋସିଆଲ ମିଡିଆ ବ୍ଲଗରରେ ଯେଉଁ ମଟନକୁ କାଠ ଚୁଲିରେ ରୋଷେଇ କରି ବହୁତ ସ୍ଵାଦିଷ୍ଟ କରାଯାଉଥିଲା ବିଏମସି ଏନେଇ କହିଛି କାଠ ଚୁଲିରେ ସେ ରୋଷେଇ କରି ପରିବେଶ ପ୍ରଦୂଷଣ କରିଛି । କେବଳ ସେତିକି ନୁହେଁ ତାଙ୍କ ହୋଟେଲରେ ଖାଇବା ପାଇଁ ଲୋକ ମାନେ ଯେଉଁ ଭିଡ କରୁଥିଲେ ସେଥିପାଇଁ ମଧ୍ୟ ବହୁତ ଅସୁବିଧା ହେଉଥିଲା । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *