କେତେ ଜଣଙ୍କ ପାଇଁ ତୁ ପିନ୍ଧିଛୁ ସିନ୍ଦୁର ..ମୋ ଭାଇ ତ ମଲା ..ଏବେ କାହା ପାଇଁ ପିନ୍ଧିଛୁ ଏ ଶଙ୍ଖା ସିନ୍ଦୁର…

ବନ୍ଧୁଗଣ, ଆପଣ ମାନେ ବହୁ ଚର୍ଚ୍ଚିତ ରାମକୃଷ୍ଣ ଆପଣ ମାନେ ସମସ୍ତେ ଜାଣିଥିବେ । ବର୍ତ୍ତମାନ ଶଙ୍ଖା ସିନ୍ଦୁର ପୋଛି ହୋଇ ଯାଇଛି ସ୍ତ୍ରୀ ର । ମାତ୍ର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ସ୍ତ୍ରୀ ଙ୍କ ନାମରେ କିନ୍ତୁ ସ୍ତ୍ରୀ ଏହି କଥା କୁ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ତେବେ ଆଜି ଏହି ସବୁ କଥାର ଅନ୍ତ ଘଟିବାକୁ ଯାଉଛି । ରାମଚନ୍ଦ୍ର ଙ୍କୁ ବର୍ତ୍ତମାନ ସମାଧି ଦିଆଯାଇଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଦୀର୍ଘ 4 ଦିନ ପରେ ତାଙ୍କୁ ସମାଧି ଦିଆଯାଉଛି ।

ସଂପୂର୍ଣ୍ଣ ଗ୍ରାମବାସୀ ତଥା ପଞ୍ଚାୟତ ଲୋକ ଗୋଟିଏ ପ୍ରକାରର ଅଭିଯୋଗ ଆଣୁଥିବା ସମୟରେ ସ୍ତ୍ରୀ ସେହି କଥା କୁ ଖଣ୍ଡନ କରିଛନ୍ତି । ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ଗ୍ରାମର ରାମକୃଷ୍ଣ ଙ୍କୁ ସମାଧି ଦିଆଯାଇଛି । ମାତ୍ର ରାମକୃଷ୍ଣ ଙ୍କ ଭଉଣୀ ତାଙ୍କ ସ୍ତ୍ରୀ ର ଶଙ୍ଖା ଭାଙ୍ଗିଲା ବେଳକୁ ତାଙ୍କ ସ୍ତ୍ରୀ ହାତ ଦେଖାଉ ନଥିଲେ, ଏହାକୁ ଦେଖି ରାମକୃଷ୍ଣ ଙ୍କ ଭଉଣୀ ନିଜ ଭାଉଜ ଙ୍କୁ କହିଲେ ମୋ ଭାଇକୁ ତ ମାରିଲୁ ମାତ୍ର ଏହି ଶଙ୍ଖା କାହା ପାଇଁ ପିନ୍ଧିବୁ ?

ଭିଣୋଇ ପାଇଁ ପିନ୍ଧିବୁ ? ଝଗଡା ଲଗାଇ ତାଙ୍କ ଭାଇ ସହିତ ଦିନକୁ କୁଆଡେ 4 ଥର ଶଙ୍ଖା ଭାଙ୍ଗନ୍ତି । ମାତ୍ର ଆଜି ତାଙ୍କ ଭାଉଜ କାରଣରୁ ତାଙ୍କ ଭାଇର ମୃ-ତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି । ରାମକୃଷ୍ଣ ଙ୍କ ଭଉଣୀ କହିଛନ୍ତି ଯେ ମୋ ଭାଇ ଯେମିତି ମରିଲା ସେମିତି ତୁ ମଧ୍ୟ ଯିବୁ ଏବଂ ତୋ ସମାଧି ମଧ୍ୟ କରିବି ।

ରାମକୃଷ୍ଣ ଙ୍କ ଭଉଣୀ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଭାଉଜ ତାନକ ଭାଇ ଙ୍କୁ ମାଡ ମାରୁଥିଲେ ଏବଂ କହୁଥିଲେ ଯେ ଓଲଟା ତାଙ୍କୁ ମାରି ତାଙ୍କ ଶଙ୍ଖା ଭାଙ୍ଗିଦେଇଛନ୍ତି । ଏହାପରେ ପର ପୁରୁଷ ଙ୍କ ସହିତ ସମ୍ପର୍କ ରଖିବାକୁ ନେଇ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେ ସବୁ କଥା ର ସାମଧାନ କରିବା ନିମନ୍ତେ ରାମକୃଷ୍ଣ ଙ୍କ ଭଉଣୀ ଆସନ୍ତି ଉଭୟଙ୍କୁ ବୁଝାନ୍ତି ମଧ୍ୟ କିନ୍ତୁ ସ୍ତ୍ରୀ ଜଣଙ୍କ ଏଭଳି କାଣ୍ଡ ବାରମ୍ବାର କରିବାକୁ ଲାଗିଲେ ।

ତାଙ୍କ ସ୍ଵାମୀ ବିରୁଦ୍ଧରେ ଅଭିଯୋଗ କରିଲେ ଯେ ସେ କୁଆଡେ ନିଶା ଖାଉଛନ୍ତି । ଏହିଭଳି ବାରମ୍ବାର ମିଛ ଅଭିଯୋଗ ଲଗାଉଥିବାର ଦେଖି ରାମକୃଷ୍ଣ ସହିନପାରି ସଂସାରରୁ ଚାଲିଯିବା ଉଚିତ ଭାବିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *