କେରଳରେ ପ୍ରକୃତିର ତାଣ୍ଡବ, 18 ମୃତ, 20 ରୁ ଅଧିକ ନିଖୋଜ, ଦେଖନ୍ତୁ Live Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବର୍ତ୍ତମାନ ଦେଶରେ କରୋନା ମହାମାରୀର ସମୟ ଚାଲିଛି ଓ ଏହି ଜଟିଳ ସମୟରେ ବି ଏମିତି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରି-ପୋ-ର୍ଟସ ଅନୁସାରେ କେରଳରେ ବର୍ଷା ବିତ୍ପାତ ଯୋଗୁଁ ୧୮ ଜଣଙ୍କ ମୃ-ତ୍ୟୁ ହୋଇଛି ଓ ଅନେକ ନି-ଖୋ-ଜ ହୋଇଛନ୍ତି । ସୂଚନା ମୁତାବକ ୨୦ରୁ ଅଧିକ ଲୋକ ନି-ଖୋ-ଜ ଅଛନ୍ତି । ଲଘୁଚାପ ହେତୁ ଲଗାଣ ବର୍ଷା ଲାଗି ରହିଛି ଯାହା ଫଳରେ ଓଟାୟାମ, ପୋକାୟ ଏବଂ ଇଡୁକୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂଶଫାଳନ ହୋଇଛି ।

ଅନ୍ୟ ପକ୍ଷରେ ଏନଡିଆରଏଫ ଟିମ ଏହି ସମୟରେ ବିଭିନ୍ନ ସ୍ଥାନରେ ଉଧାର କାର୍ଯ୍ୟ ଜାରି ରଖିଛନ୍ତି । ରିଲିଫ ଓ ଉଧାର କାର୍ଯ୍ୟ ଲାଗି ସେନାର ସହାୟତା କରୁଛନ୍ତି ରାଜ୍ୟ ସରକାର । ଭୂଶଫଳନ ଯୋଗୁଁ ସେପଟେ କୋଟାୟାମର ଥିବା ଏକ ପରିବାର ନି-ଖୋ-ଜ ହୋଇ ଯାଇଛନ୍ତି । ଘରେ ରହୁଥିବା ପାହାଡରୁ ବର୍ଷା ପାଣି ଓ ଆବର୍ଜନା ମା-ଡି ଆସିବା ହେତୁ ଘର ପୋତି ହୋଇ ଯାଇଥିଲା । ସେହି ଘରେ ଥିବା ମା, ସ୍ଵାମୀ ଓ ଚାରି ଜଣ ଛୁଆ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ତିନୋଟି ଘର ଭାସି ଯାଇଛି ।

ଅନ୍ୟ ପକ୍ଷରେ ସୁଲୁରରେ ବାୟୁ ସେନା ଉଧାର କାର୍ଯ୍ୟ ଜାରି ରଖିଛି । ସ୍ଥଳ ସେନାରେ ଗୋଟିଏ କଲାମ ଯବାନ କୋଟାୟାମରେ ଉଧାର କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । କୋଚି ନାଭାଲ ବେସରେ ନୌସେନା ଯବାନ ମଧ୍ୟ ଉଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ଉପସ୍ଥିତ ଅଛନ୍ତି । ବର୍ଷା ବି-ତ୍ପା-ତରେ ଅନେକ ଲୋକ ଆହତ ହୋଇଛନ୍ତି । ଦୁଇ ଦିନ ଧରି ଲଗାଣ ବର୍ଷା ହେତୁ କେରଳର ସମସ୍ତ ଡ୍ୟାମ ଭରି ଯାଇଛି ।

ଡ୍ୟାମରେ ଜଳ ପତନ ନିୟନ୍ତ୍ରିତରେ ରଖିବା ଲାଗି ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହି ନିଷ୍ପତ୍ତି ପାଇଁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ବିଗିଡି ପାରେ ବୋଲି ଅନୁମାନ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *