କେମିତି କମିବ ବଡ଼ ପେଟ ? ମାତ୍ର ୧ ସପ୍ତାହରେ ହିଁ ପତଳା ହେବ ଶରୀର- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ସେହିପରି ମୋଟାପଣ ଏକ ବହୁତ ବଡ ସମସ୍ୟା ଅଟେ । ଏହି ସମସ୍ୟାରୁ ଦୂର କରିବା ପାଇଁ ମଣିଷ ବିଭିନ ପ୍ରକାର ଉପାୟ କରିଥାଏ । ଆଜି ଆମେ ଏହି ସମସ୍ୟାରୁ କିପରି ଦୂର ରେ ରହିବା ସେହି ବିଷୟରେ ଆପଣଙ୍କୁ ଜଣାଇବା । ବନ୍ଧୁଗଣ ଓଜନ ବଢିବାର ସବୁ ଠାରୁ ବଡ କାରଣ ହେଉଛି ପାଚନ କ୍ରିୟା । ପାଚନ କ୍ରିୟାର ଚଳନ ଉପରେ ନିର୍ଭର କରିଥାଏ ମଣିଷ ର ଶରୀର କିପରି ହେବ । ଏହି ପାଚନ କ୍ରିୟା ବହୁତ ଧୀରେ ହବା ଦ୍ଵାରା ମଣିଷର ମୋଟାପଣ ଶକ୍ତି ବଢିଯାଏ ଫଳରେ ମଣିଷ ମୋଟା ହୋଇଯାଏ ।

ପାଚନ କ୍ରିୟା ଠିକ ଭାବେ ଚାଳନ କରିବା ଦ୍ଵାରା ଶରୀରର ମାତ୍ରା ଠିକ ରହିଥାଏ । ମୋଟାପଣ କୁ ଦୁର କରିବାକୁ ହେଲେ ଖାଇବାରେ ଧ୍ୟାନ ଦେବା ଯେତିକି ଦରକାର ସେତିକି ପରିମାଣରେ ଯୋଗର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ଶରୀରର ହାଡ ମଜବୁତ ରହିଥାଏ ।

ବର୍ତ୍ତମାନ ସମୟରେ ମୋଟାପଣ ଭଳି ସମସ୍ୟା ସାଧାରଣ ହୋଇଯାଇଛି । ଏହା ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚର ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣଙ୍କ ମୋଟାପଣ ତଥା ପେଟ ରେ ଚର୍ବି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଆପଣ ଦେହ ରେ ଲଗାଉଥିବା ନଡ଼ିଆ ତେଲ ଆପଣଙ୍କ ଶରୀରରେ ହୋଇଥିବା ଚର୍ବି ର ଆସ୍ତରଣ କୁ କମାଇ ଦେଇଥାଏ । ତେବେ ଏହି ଉପଚାର ନିମନ୍ତେ ପ୍ରଥମେ ଆପଣ ଏକ ପାତ୍ରରେ ଏକ ଚାମଚ ନଡ଼ିଆ ତେଲ ନିଅନ୍ତୁ । ଏହାପରେ ଏଥିରେ ଅଧ ଚାମଚ ଭିକ୍ସ ଭେପୋରପ ମିଶାନ୍ତୁ । ଏହା ଆପଣଙ୍କୁ ଘରେ ଅତି ସହଜରେ ମିଳିଯିବ ।

୨. ବନ୍ଧୁଗଣ ଏହାପରେ ଆପଣ ଦୁଇଟି କର୍ପୂର ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ତାହାକୁ ଭଲ ଭାବରେ ଗୁଣ୍ଡ କରିବା ପରେ ଆପଣ ପାତ୍ର ରେ ନେଇଥିବା ନଡ଼ିଆ ତେଲ ଓ ଭିକ୍ସ୍ ଭେପୋରପ ସହିତ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ୩ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଏହି ଉପଚାର ଟି ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା ।

୩. ବନ୍ଧୁଗଣ ଏହି ପେଷ୍ଟ କୁ ଆପଣ ନିଜ ଶରୀରରେ ଯେଉଁ ସ୍ଥାନରେ ଚର୍ବି ହୋଇଛି ସେହି ସ୍ଥାନରେ ଲଗାଇ ଦିଅନ୍ତୁ । ଏହାକୁ ଲଗାଇବା ଦ୍ବାରା ଶରୀରର ସେହି ସ୍ଥାନରେ ଗରମ ଲାଗିଥାଏ । ତେଣୁ ସେହି ସ୍ଥାନ ରୁ ଝାଳ ମଧ୍ୟ ବାହାରି ଥାଏ । ଯାହାଫଳରେ ଆପଣଙ୍କ ଶରୀରରେ ଯେଉଁ ସ୍ଥାନରେ ଚର୍ବି ହୋଇଥାଏ ସେହି ସ୍ଥାନ ରୁ ଚର୍ବି ର ଆସ୍ତରଣ କମିବାକୁ ଲାଗିଥାଏ ।

୪. ବନ୍ଧୁଗଣ ଆପଣ ଏହି ପେଷ୍ଟ କୁ ଲଗାଇବା ପରେ ୨ ଘଣ୍ଟା ପରେ ଛାଡ଼ି ଦିଅନ୍ତୁ ଏବଂ ଏହାପରେ ସେହି ସ୍ଥାନକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ଦେଖିବେ ଆପଣଙ୍କୁ ଏହାର ଚମତ୍କାରୀ ଫାଇଦା ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ତେବେ ବନ୍ଧୁଗଣ ଆପଣ ମଧ୍ୟ ଯଦି ଆପଣଙ୍କ ଶରୀରରେ ହୋଇଥିବା ଚର୍ବି କୁ କମାଇବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ଚମତ୍କାରୀ ଫାଇଦା ପ୍ରାପ୍ତ ହେବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *