Health Tips- କେବେ ବି ଆସିବ ନାହିଁ ବୁଢାପା, 3 ଦିନ ଲଗାତାର ଖାଲି ପେଟରେ ଖାଇ ନିଅନ୍ତୁ ଏହି ପତ୍ର, ଶରୀରରେ ଭରିଦେବ ଜୋସ

ବନ୍ଧୁଗଣ, ଯଦି ଆପଣଙ୍କର କେଶ ସମ୍ବନ୍ଧିତ କିଛି ସମସ୍ୟା ରହିଅଛି ଅଥବା ଆପଣଙ୍କ ର ବୟସ ପୂର୍ବ ରୁ ଆପଣଙ୍କ କେଶ ଧଳା ହୋଇଯାଇଛି ତେବେ ଏହି ଉପାୟ ନିଶ୍ଚିତ ଭାବରେ କରନ୍ତୁ । ତୁଳସୀ ପତ୍ରର ୫ ଟି ଏଭଳି ପ୍ରୟୋଗ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ବହୁତ କାମରେ ଆସିପାରେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କେତେକ ଲୋକେ ତୁଳସୀ ପତ୍ର କୁ ଛିଣ୍ଡାଇ ତାହାକୁ ଧୋଇ ଖାଇଥାନ୍ତି । ଯାହା କି ସଂପୂର୍ଣ୍ଣ ଭାବରେ ଭୁଲ ଅଟେ ।

୧;- ତୁଳସୀ ପତ୍ର କୁ ଆପଣ ଛିଣ୍ଡାଇ ତାହାର ଛୋଟ ଛୋଟ ଖଣ୍ଡ କରନ୍ତୁ । ଏହାକୁ ଆପଣ ଭଲ ଭାବରେ ଛେଚି ଏଥିରେ ଅଁଳା, ଶିକାକାୟ, ମିଶାଇ ଏହାକୁ ଯଦି ଆପଣ ନିଜ କେଶରେ ଲଗାଉଛନ୍ତି ତେବେ ଭୟଙ୍କରରୁ ଭୟଙ୍କର କେଶ ଝଡିବା ଭଳି ସମସ୍ୟା ସଂପୂର୍ଣ୍ଣ ଭାବରେ ଶେଷ ହୋଇଯାଇଥାଏ ।

୨;- ଯେଉଁ ମାନଙ୍କୁ କାଛୁକୁଣ୍ଡିଆ ର ପ୍ରୋବ୍ଲେମ ରହିଛି ସେମାନେ ୧୦ ରୁ ୧୨ ତୁଳସୀ ପତ୍ର କୁ ଛିଣ୍ଡାଇ ଏହାପରେ ଏହାକୁ ଚଟଣି ବନାଇ ଦିଅନ୍ତୁ, ଏହାପରେ କାୟାକଳ୍ପ ତେଲ ଆଣି ତାହାର ୨ ବୁନ୍ଦା ଏଥିରେ ମିଶାଇ ଦିଅନ୍ତୁ ଏହାପରେ ଆପଣ ଏହାକୁ ଲଗାଇ ଦିଅନ୍ତୁ ।

୩;- ଯଦି ଆପଣଙ୍କର ପେଟ ସମସ୍ୟା ରହିଅଛି ତେବେ ଆପଣ ଏବଂ ଆପଣ ଓଜନ କମାଇବା ନିମନ୍ତେ ଚାହୁଁଛନ୍ତି ତେବେ ଆପଣ ତୁଳସୀ ପତ୍ର ନେଇ ନିଅନ୍ତୁ ୧୦ ରୁ ୧୨ ଟି ଏହାକୁ ଛୋଟ ଛୋଟ ଖଣ୍ଡ କରି ଦହିରେ ମିଶାଇ ସେବନ କରୁଛନ୍ତି ତେବେ ଏହା ବହୁତ ଭଲ ଭାବରେ ଆପଣଙ୍କ ପେଟ କୁ ସଫା କରିବ ।

କଫର ସମସ୍ୟା କୁ ମଧ୍ୟ ଦୂର କରିଦେବ । ଭୟଙ୍କରରୁ ଭୟଙ୍କର ଗ୍ୟାସ ତଥା ଏସିଡିଟି ର ସମସ୍ୟା, ମେଟାବେଲଜିୟମ ଖରାପ ହେବାର ସମସ୍ୟା, ହରମୋନ ଲେବଲ ପେଟ କାରଣରୁ ଯାହା ବିଗିଡି ଯାଇଥାଏ ସେ ସବୁକୁ ବାଲାନ୍ସ କରି ଆପଣଙ୍କ ଡାଇଜେସନ ସିଷ୍ଟମ କୁ ମଜବୁତ ବନାଇଥାଏ । ଏହା ଅଦ୍ଭୁତ କାମ କରିଥାଏ ।

୪;- ଯେଉଁ ମାନେ ନିଜ ଚେହେରା କୁ ଗ୍ଲୋ କରିବାକୁ ଚାହୁଁଛନ୍ତି, ସେମାନେ ୨୫ ରୁ ୩୦ ପତ୍ର ନେଇ ନିଅନ୍ତୁ ଏହାକୁ କୁଟି ତଥା ଗ୍ରାଇଣ୍ଡ କରି ଏହାର ପେଷ୍ଟ ବନାଇ ନିଅନ୍ତୁ । ଏହାପରେ ଏଥିରେ ଏକ ଚାମଚ ମାତ୍ରାରେ ମୁଲତାନିମିଟି, ଏବଂ ଏକ ଚାମଚ ଆଲୋଭେରା ଜେଲ ମିଶାଇ ଯଦି ଆପଣ ନିଜ ଚେହେରାରେ ଲଗାନ୍ତି ତେବେ ଆପଣଙ୍କ ଚେହେରା ଉଜ୍ଵଳ ହୋଇ ଆସିବ । ଏହାକୁ ଆପଣ ହପ୍ତା ରେ ୩ ଥର ପ୍ରୟୋଗ କରିପାରିବେ ।

୫;- ଯଦି ଆପଣଙ୍କ ଆଣ୍ଠୁଗଣ୍ଠି ଦରଦ ରହୁଛି ତେବେ ଗରମ ପାଣି ରେ ତୁଳସୀ ପତ୍ର ମିଶାଇ ସେବନ କରନ୍ତୁ ଏଥିରୁ ଆପଣଙ୍କୁ ଆରାମ ମିଳିବା ସହିତ ଆପଣଙ୍କ ମସ୍ତିଷ୍କ ମଧ୍ୟ ଶୀତଳ ରହିବ ତଥା ଏହା ବହୁତ ଉପକାରୀ ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *