ହାର୍ଟଟାକ, ଶିର ବ୍ଲକେଜ, ଖରାପ କୋଲେଷ୍ଟ୍ରୋଲ, ରକ୍ତ ଗାଢା ହେବା କେବେ ବି ହେବ ନାହିଁ, କେବଳ ଖାଆନ୍ତୁ ଏହି 3 ଟି ଜିନିଷ- Health Tips

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମଣିଷ ଜୀବନରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଥାଏ ।ବହୁତ୍ ଛୋଟ ବଡ ରୋଗ ହୋଇଥାଏ ।ଆଜିକାଲି ଗୋଟେ ଗମ୍ଭୀର ସମସ୍ୟା ହେଲାଣି ଯାହା ଆମର ଜୀବନ ନେଇଯାଉଛି । ସେ ସମସ୍ୟା ଟି କଣ ? ହୃଦଘାତ ଯାହା ଆମ ରକ୍ତ ରେ କୋଲେଷ୍ଟଲ ବଢ଼ିଲେ ହୁଏ ନା ଆମ ରକ୍ତ ରେ କମିଲେ ହୁଏ । କିଛି ସଂକେତ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ । ଯଦି ଆପଣଙ୍କୁ ସେ ସଂକେତ ଜଣାପଡେ ତେବେ ସଙ୍ଗେ ସଙ୍ଗେ ଯାଇ ଆପଣ ଆପଣଙ୍କ କୋଲେଷ୍ଟଲ ଚେକ କରନ୍ତୁ ।

ଯଦି ଆମ ଶରୀର ରେ କୋଲେଷ୍ଟଲ ବଢେ ତେବେ ଆମ ଶରୀର ରେ ନାଡୀ ଗୁଡିକ ଯେଉଁ ଥିରେ ରକ୍ତ ଥାଏ ସେଗୁଡିକ ଶୁଖିଯାଇଥାଏ । ଯାହା କାରଣ ରୁ ଆମ ଶରୀର ର କିଛି ଅଙ୍ଗ କୁ ରକ୍ତ ପହଞ୍ଚି ପାରିନଥାଏ । ଯେମିତିକି ହୃଦୟ ଯାଏ ରକ୍ତ ନ ପହଞ୍ଚିଲେ ଆମ ବାମ ପଟ ଛାତି କଷ୍ଟ ହୋଇଥାଏ । ମୁଣ୍ଡଯାଏ ରକ୍ତ ନ ପହଞ୍ଚିଲେ ଆମର ସ୍ମରଣ ଶକ୍ତି ଚାଲିଯାଇଥାଏ । ଆମେ କିଛି କଥା ମନେପକେଇ ପାରି ନଥାଉ । କୋଲେଷ୍ଟଲ ବଢିବାର ସଂକେତ ଗୁଡିକ ହେଲା ।

 

ଆମର ସ୍ମରଣ ଶକ୍ତି ଚାଲିଯାଇଥାଏ । ଆମେ ସବୁ କିଛି ଭୁଲିଯାଇଥାଉ । ଆମ ବାମ ପଟ ଛାତି ରେ କଷ୍ଟ ହେବାକୁ ଲାଗିଥାଏ । ଆପଣଙ୍କ ଆଖି ଉପର ର ଚେହରା ରଙ୍ଗ ମସିଆ ହୋଇ ବଦଳି ଯାଇଥାଏ । ଯାହା ଆପଣଙ୍କୁ ଆପଣଙ୍କ କୋଲେଷ୍ଟଲ ବଢିବାର ସଂକେତ ଦେଇଥାଏ । କୋଲେଷ୍ଟଲ ର ମେଡ଼ିସିନ କେବେବି ନେବା ଉଚିତ ନୁହେଁ । ଏହା ଆମ ଶରୀର ଭିତରକୁ ଖରାପ କରିଦେଇଥାଏ । ଯାହା ଆପଣଙ୍କ କିଡନୀ କୁ ଖରାପ କରିଦେଇଥାଏ । ତେଣୁ ଏହି ମେଡିସିନ କୁ ନ ଖାଇ ତାର କିଛି ଉପଚାର ମଧ୍ୟ ରହିଛି ।

 

ସବୁଠୁ ପ୍ରଥମ କପାଳଭାନ୍ତି ଯୋଗ ନିଶ୍ଚିତ କରନ୍ତୁ । ଆପଣଙ୍କୁ ଯଦି ଆପଣଙ୍କ କୋଲେଷ୍ଟଲ ପାଇଁ ମେଡ଼ିସିନ ଖାଇବାକୁ ଚାହୁଁଛନ୍ତି ତେବେ ପ୍ରାକୃତିକ ରୂପ ରେ ଖାଆନ୍ତୁ । ଲାଉ , ଆପଣ ଲାଉ ର ବ୍ୟବହାର ଗୋଲମରିଚ ସହିତ କରନ୍ତୁ । ଗୋଟେ ଗ୍ଲାସ ଲାଉ ର ଜୁସ ସହ ଚାରି ଚାମଚ ଗୋଲମରିଚ ଗୁଣ୍ଡ ମିଶେଇ ପିଅନ୍ତୁ । ଏହାକୁ ଆପଣ ୩୦ ରୁ ୪୦ ଦିନ ଯାଏ କରନ୍ତୁ । ଯାହାଦ୍ୱାରା ଆପଣଙ୍କ କୋଲେଷ୍ଟଲ ଠିକ ହୋଇଯିବ ।

ଅର୍ଜୁନ ଛାଲ(କରମଙ୍ଗା ଗଛର ଛାଲ)- ଏହା ଆପଣଙ୍କ ହାର୍ଟ ପାଇଁ ଖୁବ ଉପଯୋଗୀ ଏହି ଅର୍ଜୁନ ଛାଲ ସହ ଦୁଇ ଚାରି ଚୁଟିକି ଡାଲଚିନି ଗୁଣ୍ଡ ଗୋଟେ ପାଣି ଗ୍ଲାସ ରେ ମିଶେଇ ରଖିଦିଅନ୍ତୁ ଏବଂ ସକାଳୁ ଆକୁ ଟିକେ ଉଷୁମ କରି ଔଷଧ ଭାବରେ ପିଇ ଦିଅନ୍ତୁ । ଆଉ ଏହାକୁ ଚା ପରି ପିଇବେ । ଏମିତି କରିବା ଦ୍ବାରା ଆପଣଙ୍କ କୋଲେଷ୍ଟଲ ଠିକ ହୋଇପାରିବ ।

ମେଥି ଦାନା । ମେଥିଦାନା ଅର୍ଜୁନ ଛାଲ ଏକାପରି ହୋଇଥାଏ । ଆପଣଙ୍କୁ କିନ୍ତୁ ମେଥିଦାନା ର ବ୍ୟବହାର ତିନି ମାସ କରିବାକୁ ପଡିବ ।

ଏହି ତିନୋଟି ଜିନିଷ ର ବ୍ୟବହାର ସହ ଆପଣ କପାଳ ଭାନ୍ତି ଯୋଗ ମଧ୍ୟ କରନ୍ତୁ । ଆପଣ ଯେତେ ଚିକ୍କଣ ଜିନିଷ ଖାଇବା ଠାରୁ ଦୁରେଇ ରୁହଁନ୍ତୁ । ଆମିଷ କୁ ତ ଆପଣ ଆପଣଙ୍କ ଖାଇବା ତାଲିକା ରୁ ଦୁରେଇ ରଖନ୍ତୁ । କାରଣ ଯେ ପର୍ଯ୍ୟନ୍ତ ଆପଣ ଆମିଷ ଖାଇବେ ସେ ପର୍ଯ୍ୟନ୍ତ ଆପଣଙ୍କ କୋଲେଷ୍ଟଲ ଠିକ ହେବନାହିଁ । ଯଦି ଆପଣ ଏହି ସବୁ କାର୍ଯ୍ୟ କରିବେ ତେବେ ଆପଣ ନିଜକୁ ପୁରା ସୁସ୍ଥ ସବଳ ଅନୁଭବ କରିବେ । ଏହି ସବୁ କାର୍ଯ୍ୟ ଆପଣ ୧୫ ଦିନକୁ ୧୫ ଦିନ ମଧ୍ୟ କରିପାରିବେ । ଏହି ସବୁ କରିବା ଦ୍ବାରା ଆପଣଙ୍କ କୋଲେଷ୍ଟଲ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *