କେବଳ ଏହି ୧ କାମ କରି ନିଅନ୍ତୁ, ରାତାରାତି ଚମକିବ ଆପଣଙ୍କ ଚେହେରା- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଘରୋଇ ଉପଚାର ସମ୍ବନ୍ଧରେ କହିବୁ । ଏହି ଉପଚାର ଅତି ସହଜ ଓ ସରଳ ଅଟେ । ଆମେ ଆପଣ ମାନଙ୍କୁ ୫ ଟି ଘରୋଇ ଉପଚାର କହିବୁ ।

ଏହାର ପ୍ରୟୋଗ ଦ୍ୱାରା ଆପଣଙ୍କ ତ୍ୱଚା ଗୋରା ହେବ ଏବଂ ଏହା ସହିତ ଉଜ୍ଜ୍ବଳ ହେବ । ଆପଣ ଏହି ଉପଚାର କୁ ଅତି ସହଜରେ ପ୍ରୟୋଗ କରି ପାରିବେ । ତେବେ ଆସନ୍ତୁ ଜାଣିବା ଗୋରା ହେବାର ଘରୋଇ ଉପଚାର ସମ୍ବନ୍ଧରେ । ୧. ବନ୍ଧୁଗଣ ପ୍ରଥମତଃ, ବିଟ ହେଉଛି ଏଭଳି ଏକ ପରିବା ଯାହାର ଉପଯୋଗ ରେ ଉଭୟ କେଶ ଓ ତ୍ୱଚା ର ସୌନ୍ଦର୍ଯ୍ୟ ଚର୍ଚ୍ଚା ହୋଇଥାଏ । ତେଣୁ ନିୟମିତ ବିଟ ରସ ପିଇବା ଦ୍ୱାରା ତ୍ୱଚା ର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ରଙ୍ଗ ସଫା ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣଙ୍କ ଘରେ ଯଦି ଘି କୁଆଁରୀ ଗଛ ରହିଛି ତେବେ ତାହାର ରସ କୁ ନିଜ ତ୍ୱଚା ରେ ଲଗାନ୍ତୁ । ଏହା ସନ୍ ଟ୍ୟାନ୍ ରୁ ରକ୍ଷା କରିଥାଏ ଏବଂ ତ୍ୱଚା ର ରଙ୍ଗ ସଫା କରିଥାଏ । ତ୍ୱଚା ରେ ଭାଙ୍ଗ ପଡୁଥିଲେ କିମ୍ବା କଳା ଦାଗ ପଡ଼ୁଥିଲେ ଏହା ଲଗାନ୍ତୁ । ଏହା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ତ୍ୱଚା ରେ ଚମକ ଆଣିବା ପାଇଁ ୨ ଚାମଚ ଲେମ୍ବୁ ରସ ରେ କଦଳୀ ଚକଟି ମୁହଁରେ ଲଗାନ୍ତୁ । ୩୦ ମିନିଟ ପରେ ମୁହଁ ଧୋଇବା ପରେ ତ୍ୱଚା ର ଉଜ୍ଜ୍ୱଳତା ଲକ୍ଷ କରି ହେବ । କଦଳୀ ଓ ଚିନି କୁ ଚକଟି ମୁହଁ ରେ ଲଗାଇଲେ ଏହା ସ୍କବ ଭଳି କାମ କରେ ।

୪. ବନ୍ଧୁଗଣ ଚତୁର୍ଥତଃ, ଅମୃତଭଣ୍ଡା କୁ ଖାଇବା ସହିତ ଏହାର ରସ କୁ କୌଣସି ପ୍ୟାକ ରେ ଉପଯୋଗ କରନ୍ତୁ । ବାହାରୁ ଫେରିବା ପରେ ଅମୃତଭଣ୍ଡା ପ୍ୟାକ ଲଗାନ୍ତୁ । ୧୦ ମିନିଟ ପରେ ତ୍ୱଚା କୁ ଧୋଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବ ।

୫. ବନ୍ଧୁଗଣ ପଞ୍ଚମତଃ, ତ୍ୱଚା ର ତୈଳିୟତା କୁ ଦୂର କରିବା ନିମନ୍ତେ ବେସନ ରେ ଅଳ୍ପ ଦହି ମିଶାଇ ପ୍ୟାକ ଭଳି ଲଗାନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ର ସାମାଧାନ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *