ରାତିରେ ଏହାକୁ କେବଳ ୨ ମିନିଟ ଲଗେଇ ଦିଅନ୍ତୁ ସକାଳୁ କାଚ ଭଳି ଚମକିବ ଆପଣଙ୍କ ଚେହେରା – Baba Ramdev Tips

ବନ୍ଧୁଗଣ ସାଧାରଣତଃ ଆମ ମାନଙ୍କ ଚେହେରାରେ କଳା ଦାଗ, ବ୍ରଣ ଓ କଳାପଣ ଆସି ଯାଇଥାଏ । ଯେଉଁଥି ପାଇଁ ଆମ ଚେହେରା ବହୁତ ଅସୁନ୍ଦର ଦେଖା ଯାଇଥାଏ । କାରଣ ଆମେ ଆମ ଚେହେରାର ସଠିକ ଭାବରେ ଧ୍ୟାନ ନେଇ ନଥାଉ ଯାହା ଫଳରେ ଆମ ଚେହେରାରେ ଏହି ସବୁ ସମସ୍ଯା ଦେଖା ଯାଇଥାଏ । ଏହି ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ଆମ୍ଭେ ମାନେ ବଜାରରୁ ମିଳୁଥିବା ବିଭିନ୍ନ ଫେସୱାସ ଓ କସମେଟିକ୍ସର ବ୍ୟବହାର କରିଥାଉ । ହେଲେ ବନ୍ଧୁଗଣ ଏହି ସମସ୍ତ କସମେଟିକ୍ସରେ ବହୁତ ମାତ୍ରାରେ କେମିକାଲ ଥାଏ । ଯାହା ଆମ ଚେହେରାକୁ ଅଧିକ ଖରାପ କରିଥାଏ ।

ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଚେହେରାର ବ୍ରଣ, କଳା ଦାଗ ଓ କଳାପଣ ଆଦିକୁ ବହୁତ ସହଜରେ ଦୂର କରିପାରିବେ । ଏହା ବ୍ୟତୀତ ଏହି ରେମେଡିକୁ ଆପଣ ନିଜ ଚେହେରାରେ ଲଗାଇବା ଦ୍ଵାରା ଆପଣଙ୍କ ଚେହେରା କାଚ ପରି ଚମକିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ ।

ବନ୍ଧୁଗଣ ଆମକୁ ଏହି ରେମେଡି ପାଇଁ କିଛି ଜିନିଷର ଆବଶ୍ୟକତା ପଡିବ । ତାହା ହେଉଛି ଟୁଥ ପେଷ୍ଟ, ବିଲାତି, ବେସନ ଓ ଲେମ୍ବୁ । ବନ୍ଧୁଗଣ ପ୍ରଥମେ ଆପଣ ଏକ ଛୋଟ ପାତ୍ର ନିଅନ୍ତୁ ଓ ସେଥିରେ ଲେମ୍ବୁକୁ କାଟି ଅଧା ଲେମ୍ବୁ ରସ ପକାଇ ଦିଅନ୍ତୁ । ପକାଇବା ପରେ ଆପଣ ସେଥିରେ ବିଲାତିକୁ କାଟି ଅଧା ବିଲାତି ରସ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଲେମ୍ବୁ ଆମ ଚେହେରାକୁ କ୍ଳିନ କରିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ ।


ତେଣୁ ଆପଣ ଏହି ପାତ୍ରରେ ଲେମ୍ବୁ ଓ ବିଲାତି ରସ ରଖନ୍ତୁ । ଏହାପରେ ଆପଣ ଏହି ମିଶ୍ରଣରେ ଏକ ଇଞ୍ଚ ଟୁଥ ପେଷ୍ଟ ନିଅନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଭଲ ଭାବରେ ମିକ୍ସ କରିବା ପରେ ଆପଣ ଏଥିରେ ଶେଷରେ ଗୋଟେ ବଡ ଚାମଚ ବେସନ ମିଶାଇ ଦିଅନ୍ତୁ । ବେସନ ମିଶାଇବା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ବନ୍ଧୁଗଣ ମିକ୍ସ କରିବା ପରେ ଆମର ରେମେଡି ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ଫେସକୁ ଭଲ ଭାବରେ ୱାସ କରିଦିଅନ୍ତୁ । ୱାସ କରିବା ପରେ ଆପଣ ନିଜ ଫେସରେ ଏହି ରେମେଡିକୁ ଭଲ ଭାବରେ ଲଗାଇ ଦିଅନ୍ତୁ ଓ ଏହାର କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମସାଜ କରନ୍ତୁ । ମସାଜ କରିବା ପରେ ଆପଣ ନିଜ ଫେସକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ବନ୍ଧୁଗଣ ଏହି ଉପାୟକୁ କେବଳ ଥରେ କରି ଦେଖନ୍ତୁ । ଦେଖିବେ ଆପଣଙ୍କ ମୁହଁରେ ହୋଇଥିବା ସମସ୍ତ ବ୍ରଣ ଓ କଲାଦାଗ ଦୂର ହେବା ସହିତ ଆପଣଙ୍କ ମୁହଁରେ ଥିବା କଳାପଣ ଦୂର ହୋଇଯିବ । ବନ୍ଧୁଗଣ ଏହା ବ୍ଯତୀତ ଆପଣଙ୍କ ମୁହଁ ଗ୍ଲୋ ମଧ୍ୟ କରିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *