ଶାବଳ ମାରି ଖସେଇଦେଲେ ଆଜବେଷ୍ଟସ୍, ମାଉଜର ଖୋଜୁ ଖୋଜୁ ଘର ପୂରା ଗୁଣ୍ଡ, KBN ଗୃପ ସଦସ୍ୟଙ୍କ ଲିଡର ଚେଙ୍ଗ ଘରେ ପୋଲିସ କଲା ଏମିତି ରେଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଚେଙ୍ଗ ଙ୍କ ଘର ଆଜବେଷ୍ଟସ ଭା-ଙ୍ଗି ପୋଲିସ ପ-ଶି-ଥିଲା । ଏହା ସହ ଘରର ଚ-ଟା-ଣ ଖୋ-ଳି ଛା-ନ୍‌-ଭି-ନ୍‌ କରିଥିଲା । ରାଜଧାନୀରେ ଆ-ତ-ଙ୍କ-ରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ । କେବିଏନ୍‌ ଗ୍ରୁପ୍‌ର ଆଉ ଦୁଇ ଜଣଙ୍କୁ ଗି-ର-ଫ କରିବା ସହ ପୋଲିସ ଜଣେ ସଦସ୍ୟଙ୍କ ଘରେ ପ-ଶି-ଛି ।

ଅଭିଯୁକ୍ତ ଚେଙ୍ଗ ଓରଫ ରାଜେଶକୁ ନପାଇ ପୋଲିସ ତା ଘରେ ପଶି ଛା-ନ୍‌-ଭି-ନ୍‌ କରିଛି । ଚେଙ୍ଗ ଘର ଆଜବେଷ୍ଟସ ଭା-ଙ୍ଗି ପୋଲିସ ପ-ଶି-ଥିଲା । ଏହା ସହ ଘରର ଚଟାଣ ଖୋ-ଳି ଛା-ନ୍‌-ଭି-ନ୍‌ କରିଛି । ରାଜଧାନୀରେ ଆ-ତ-ଙ୍କ-ରା-ଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ ହେଉଛି ଚେଙ୍ଗ । ଚେଙ୍ଗ ଘରେ ମାଉଜର ରଖିଥିବା ଖବର ପାଇ ପୋଲିସ ଏଭଳି ଛା-ନ୍‌-ଭି-ନ୍‌ କରିଛି । ସୋ-ଶା-ଲ୍‌ ମି-ଡ଼ି-ଆ-ରେ ଯେଉଁ ଭିଡିଓ ଭା-ଇ-ରା-ଲ୍‌ ହୋଇଥିଲା ସେଥିରେ ଚେଙ୍ଗ ଥିବା କଥା କୁହାଯାଉଛି ।

ଆଜି ‘କୋଇ ‍ଭାଇ ନେହିଁ’ ବା KBN ଗ୍ରୁପ୍‌ର ଆଉ ଦୁଇ ସଦସ୍ୟଙ୍କୁ ଗି-ର-ଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଭୁବନେଶ୍ୱର ସିଆରପି ଛକ ଆ-କ୍ର-ମ-ଣ ଘ-ଟ-ଣା-ରେ ଏହି ଦୁଇ ସଦସ୍ୟ ସାମିଲ ଥିଲେ । ସୋ-ସି-ଆ-ଲ ମି-ଡି-ଆ ସହ ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରସାରଣ ପରେ କମିଶନରେଟ ପୋଲିସ ପଦକ୍ଷେପ ନେଇଥିଲା । ଭୁବନେଶ୍ୱର ଡିସିପି କହିଛନ୍ତି, ଗ୍ୟାଙ୍ଗର ୨୯ ଜଣ ସଦସ୍ୟଙ୍କ ବି-ରୋ-ଧ-ରେ ମା-ମ-ଲା ହୋଇଛି ।

ପୂର୍ବରୁ ୫ ଜଣ ଜେ-ଲ୍‌-ରେ ଥିବା ବେଳେ ଆଜି ଆଉ ୨ ଜଣ ଗି-ର-ଫ ହୋଇଛନ୍ତି । ଅନ୍ୟ ମାନଙ୍କୁ ଖୋଜି ଧରିବା ପ୍ରକ୍ରିୟା ଜାରି ରହିଛି ଏବଂ ସେମାନଙ୍କ ବି-ରୋ-ଧ-ରେ ବି କ-ଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି । ଏହା ସହ ସେହି ଗ୍ରୁପ୍‌ର ଦ୍ୱିତୀୟ ଭିଡିଓ ପୋଲିସ ହାତରେ ଲାଗିଥିବା କହିଛନ୍ତି । ତାକୁ ମଧ୍ୟ ତର୍ଜମା ଚାଲିଛି ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।


ଡିସିପି ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି କେବିଏନ୍‌ ଗ୍ରୁପ୍‌ର ଆ-କ୍ର-ମ-ଣ-ରେ ଶି-କା-ର ହୋଇଛନ୍ତି, ତାହା ହେଲେ ସେମାନେ ଚାହିଁଲେ ଅ-ଭି-ଯୋ-ଗ କରିପାରିବେ ।ସେମାନଙ୍କ ନାଁ ଗୋପନ ରଖାଯିବ । ତେବେ ସୂଚନାରୁ ପ୍ରକାଶ କିଛିଦିନ ତଳେ ଏକ ଭିଡିଓ ଭା-ଇ-ରା-ଲ୍‌ ହୋଇଥିଲା ।

ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା, କିଛି ଯୁବକ ହାତରେ ବ-ନ୍ଧୁ-କ ଓ ଖ-ଣ୍ଡା ଧରି ରାଜଧାନୀ ରାସ୍ତା ଉପରେ ଉ-ତ୍ପା-ତ କରୁଛନ୍ତି । ଧ-ମ-କ ଚ-ମ-କ ଦେଉଛନ୍ତି । ସେହି ଭିଡିଓ ଭା-ଇ-ରା-ଲ୍‌ ହେବା ପରେ ରାଜଧାନୀରେ ଭ-ୟ-ର ବାତାବରଣ ଖେଳି ଯାଇଥିଲା । ଆଉ ପୋଲିସ ନିଷ୍କ୍ରିୟାତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୋଲିସ ତତ୍ପର ହୋଇ ଉଠିଛି ।

Leave a Reply

Your email address will not be published. Required fields are marked *