ଖୁବ ଶୀଘ୍ର ଏହି Actor ଙ୍କୁ ନିର୍ବନ୍ଧ କରିବେ Bollywood ଆକ୍ଟ୍ରେସ Katrina Kaif, ନିଜେ କଲେ ଖୁଲାସା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ବଲିଉଡ କଳାକାର ମାନେ । ଆଜି ଆମେ ଯେଉଁ ଦୁଇ ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ନିଜ ଲଭ ଅଫେୟାର ପାଇଁ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଏହି ଦୁଇ କଳାକାର ଆଉ କେହି ନୁହନ୍ତି ଏମାନେ ହେଉଛନ୍ତି ଅଭିନେତ୍ରୀ କାଟ୍ରିନା କେଆଫ ଓ ଅଭିନେତା ଭିକି କୌଶଲ । ଉଭୟ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ କିଛି ଦିନ ହେବ କାଟ୍ରିନା ଓ ଭିକି ନିଜ ଲଭ ଅଫେୟାର ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହି ଦୁଇଜଣଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । କାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି ଭିକି । ଭିକି କହିଛନ୍ତି ‘ଖୁବ ଶୀଘ୍ର ନିର୍ବନ୍ଧ କରିବି’ । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ କରିବା ପରେ ଏହି ଖବର ସାମ୍ନାକୁ ଆସିଛି । ହେଲେ ଉଭୟ ଖୋଲାଖୋଲି ଭାବେ କିଛି କହି ନାହାନ୍ତି । କିନ୍ତୁ ଏବେ ଏହି ଖବରକୁ ନେଇ ଭିକି କୌଶଲ ମୁହଁ ଖୋଲିଛନ୍ତି । ଭିକି କହିଛନ୍ତି ଯେ, ଆଜି ନହଲେ କାଲି ମୁ ବିବାହ ବନ୍ଧନରେ ଆବଦ୍ଧ ହେବି । ମୁ ମଧ୍ୟ ଖୁବ ଶୀଘ୍ର ନିର୍ବନ୍ଧ କରିବି’ ।

ତେବେ ପ୍ରଥମ ଥର ପାଇଁ ଅମବାନୀଙ୍କ ହୋଲି ପାର୍ଟିରେ ଭିକି ଓ କାଟ୍ରିନାଙ୍କ ଯୋଡି ଦେଖିବାକୁ ମିଳିଥିଲା । ଉଭୟ କାଟ୍ରିନା ଓ ଭିକି ଏକା ସହ ଅନେକ ସ୍ଥାନରେ ନଜର ଆସିଛନ୍ତି । ବର୍ତ୍ତମାନର ଏହି ଖବର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ତାଙ୍କ ଫ୍ୟାନ୍ସ ମାନେ ବି ଏହି ଖବର ଜାଣି ବହୁତ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *