ଚାଣକ୍ୟ ନୀତି: କଥା କଥାରେ ହସୁଥିବା ଝିଅମାନେ କେମିତି ହେଇଥାନ୍ତି ? ପୁରୁଷମାନେ ଥରେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଏକ ସୁଖମୟ ଜୀବନ ପାଇଁ କିଛି ନୀତି ବିଷୟରେ ଉଲେଖ କରିଛନ୍ତି । ତାଙ୍କର ସେହି ନୀତି ଗୁଡିକ ଚାଣକ୍ୟ ନୀତି ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇ ରହିଛି । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଆଜି ଆମେ ଆପଣ ମାନଙ୍କୁ କହିବୁ ମହିଳା ମାନଙ୍କର କିଛି ପ୍ରକାରର ହସିବା ଦ୍ଵାରା ତାଙ୍କର ବୟଫ୍ରେଣ୍ଡ କିମ୍ବା ତାଙ୍କ ସ୍ଵାମୀଙ୍କ ଉପରେ ସଙ୍କଟ ଆସିପାରେ । ତାଙ୍କର ଏହି ହସ ହେଉଛି ମାରାତ୍ମକ ସଙ୍କଟ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ଯେଉଁ ଝିଅମାନେ ମୁହଁକୁ ବନ୍ଦ କରି ଅଳ୍ପ ଜୋରରେ ହସୁଥିବା ଝିଅ ମାନେ ନିଜ କାମକୁ ଅନ୍ୟ ଦ୍ଵାରା କରାଇବାରେ ଦ୍ରୁତ ହୋଇଥାନ୍ତି । ଏହି ଝିଅ ମାନେ କେବେ କାହାର ଶୁଭ ଚିନ୍ତା କରନ୍ତି ନାହିଁ । ଏହି ଝିଅ ମାନଙ୍କ ମନରେ କାହା ପ୍ରତି ଦୟା ଭାବ ନଥାଏ । ଏମାନେ ସମସ୍ତଙ୍କ ଭରସା ବା ବିଶ୍ଵାସକୁ ଭାଙ୍ଗିଥାନ୍ତି । ଏହି ଝିଅ ମାନେ ନିଜର ଜୀବନ ସାଥିକୁ ମଧ୍ୟ ଧୋକା ଦେବାରେ ପଛାନ୍ତି ନାହିଁ । ଏହି ଝିଅ ମାନେ ବହୁତ ଅହଙ୍କାରୀ ହେବା ସହ ବହୁତ ଚତୁର ମଧ୍ୟ ହୋଇଥାନ୍ତି । ତେଣୁ ଏହି ପରି ଝିଅଙ୍କ ଠାରୁ ଦୂରେଇ ରୁହନ୍ତୁ ।

୨. ଚାଣକ୍ୟଙ୍କ ମତରେ ଯେଉଁ ଝିଅ ମାନେ ପ୍ରତି କଥାରେ ଜୋର ଜୋର ସେ ହସନ୍ତି, ସେମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ବନ୍ଧୁଗଣ ଏହି ପରି ମହିଳାଙ୍କ ସହ ବନ୍ଧୁତା କରନ୍ତୁ । ଏହି ମହିଳା ମାନେ ବହୁତ ଦୟାଳୁ ଏବଂ ଆତ୍ମ ବିଶ୍ଵାସୀ ହୋଇଥାନ୍ତି । ଚାଣକ୍ୟ ନୀତି ଅନୁସାରେ ଏହି ମହିଳା ଆପଣଙ୍କୁ କେବେ ଧୋକା ଦେବେ ନାହିଁ ଏବଂ ଏମାନଙ୍କ ସହ ବନ୍ଧୁତା କରିବା ଦ୍ଵାରା ଆପଣଙ୍କୁ ବହୁତ ଫାଇଦା ମଧ୍ୟ ମିଳିବ । ଏହି ମହିଳା ମାନଙ୍କ ମନ ସଫା ଥାଏ, ଏମାନେ ନିଜ ଜୀବନ ସାଥିର ଖୁସି ପାଇଁ ସବୁ କିଛି କରିପାରନ୍ତି ।


୩. ଚାଣକ୍ୟଙ୍କ ଅନୁସାରେ ଯେଉଁ ମହିଳା ମାନେ ଶାନ୍ତ ହୋଇ ହସିଥାନ୍ତି, ସେମାନଙ୍କ ମନରେ ବହୁତ ଦୁଃଖ ଭରି ହୋଇ ଥାଏ । ଏହି ମହିଳା ମାନେ ଯେତେ କଷ୍ଟରେ ଥିଲେ ମଧ୍ୟ ଏମାନେ ନିଜ ଦୁଃଖ କଷ୍ଟ ବିଷୟରେ ଅନ୍ୟ କାହାକୁ କୁହନ୍ତି ନାହିଁ । ଏହି ମହିଳା ମାନେ ଅଳ୍ପ ହସରେ ନିଜ ଦୁଃଖକୁ ଲୁଚାଇ ଦେଇଥାନ୍ତି । ଏହି ମହିଳା ଭାଗ୍ୟରେ ଥିଲେ ମିଳେ । ଏହି ମହିଳାଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ବନ୍ଧୁଗଣ ଯେତେ ଖୋଜିଲେ ମଧ୍ୟ ଏହି ପରି ମହିଳା ମିଳିବା ବହୁତ କଷ୍ଟ ହୋଇଥାଏ । ତେଣୁ ଏହି ମହିଳା ମାନଙ୍କ ସହ ଶୀଘ୍ର ବନ୍ଧୁତା କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *