କରିଷ୍ମା କପୁରଙ୍କ ଝିଅ ନିଜ ମା’ ଠାରୁ ବି ଅଧିକ ସୁନ୍ଦର, ଦେଖନ୍ତୁ ଫଟୋ

ବଲିଉଡ ଜଗତରେ କରିଷ୍ମା କପୁର ହେଉଛନ୍ତି ଏକ ଦିଗଜ ଅଭିନେତ୍ରୀ । ଏକ ସମୟରେ କରିଷ୍ମା କପୁର ସମସ୍ତଙ୍କ ମନକୁ କିଣି ଦେଇଥିଲେ । କରିଷ୍ମା କପୁର ବହୁତ ବଡ ବଡ ଅଭିନେତା ମାନଙ୍କ ସହ ଫିଲ୍ମ ଲାଇନରେ କାମ କରିଛନ୍ତି । ତାଙ୍କର ପ୍ରାୟ ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ବର୍ତ୍ତମାନ ସମୟରେ ମଧ୍ୟ ତାଙ୍କ ଲୋକପ୍ରିୟତା ବହୁତ ଅଧିକ । ବିବାହ କରିବା ପରେ କରିଷ୍ମା ଫିଲ୍ମ ଲାଇନରେ କାମ କରିବା ପାଇଁ ମନା କରିଦେଇଥିଲେ ହେଲେ, ତାଙ୍କ ଝିଅ ପାଇଁ କରିଷ୍ମା ବର୍ତ୍ତମାନ ସମୟରେ ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି । ତେବେ ଆସନ୍ତୁ ଜାଣିବା କରିଷ୍ମା କପୁରଙ୍କ ଝିଅ ବିଷୟରେ ।


୨୦୦୩ ମସିହାରେ କରିଷ୍ମା ସଞ୍ଜୟଙ୍କ ସହ ବିବାହ କରିଥିଲେ । ଯାହାଦ୍ୱାରା ଏହି ଦୁଇଜଣଙ୍କର ଦୁଇଟି ଛୁଆ ହୋଇଥିଲା । ହେଲେ ତାଙ୍କର ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା । ୨୦୧୬ରେ କରିଷ୍ମା ଓ ସଞ୍ଜୟଙ୍କ ମଧ୍ୟରେ ତଲାକ ହୋଇଥିଲା । ତଲାକ ହେବା ପରେ କରିଷ୍ମାଙ୍କ ଦୁଇଟି ଛୁଆ ତାଙ୍କ ସହ ରହୁଛନ୍ତି । କରିଷ୍ମାଙ୍କ ଝିଅର ନାମ ହେଉଛି ସମୟାରା କପୁର । ସମୟାରା ବର୍ତ୍ତମାନ ବହୁତ ବଡ ହୋଇସାରିଛନ୍ତି । ସମୟରଙ୍କୁ ମିଡିଆ ଠାରୁ ଦୂରରେ ରଖାଯାଉଛି । ବର୍ତ୍ତମାନ ସମୟାରା ନିଜ ପଢା ଉପରେ ଧ୍ୟାନ ଦେଉଛନ୍ତି ।


ସମୟାରା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି, କିନ୍ତୁ ସେ ବଲିଉଡରେ ଡେବ୍ୟୁ କରିବା ପାଇଁ ଚାହୁଁ ନାହାନ୍ତି । କରିଷ୍ମାଙ୍କ ପୁରା ଧ୍ୟାନ ତାଙ୍କ ଛୁଆ ମାନଙ୍କ ଉପରେ ଅଛି । କରିଷ୍ମା ତାଙ୍କ ଛୁଆ ମାନଙ୍କ ଲାଳନ ପାଳନରେ କୌଣସି ଅଭାବ ରଖି ନାହାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *