ବୋଲ୍ଡନେସ ର ସବୁ ରେକର୍ଡ ଭାଙ୍ଗି ଦେଇଥିଲା Karisma Kapoor ଙ୍କର ଏହି ଟପ 3 ମୁଭିଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ସମସ୍ତ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସିଏ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କରିସ୍ମା କପୁର ।

ଆପଣ ମାନେ ସମସ୍ତେ କରିସ୍ମା କପୁରଙ୍କର ବହୁତ ଫିଲ୍ମ ଦେଖିଥିବେ । କରିସ୍ମା ବଲିଉଡରେ ସଫଳତା ପାଇବା ପାଇଁ ଭିନ୍ନ ଭିନ୍ନ ଭୂମିକା ପଦର୍ଶନ କରିଛନ୍ତି । କେବଳ ଏତିକି ନୁହେଁ କରିସ୍ମା କେତେକ ଫିଲ୍ମରେ ବୋଲ୍ଟ ସିନ୍ସ ମଧ୍ୟ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କରିସ୍ମାଙ୍କର ସେହି ସମସ୍ତ ଫିଲ୍ମ ବିଷୟରେ କହିବୁ ଯେଉଁଠି ସେ ବୋଲ୍ଟ ଲୁକରେ ନଜର ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ସପନେ ସାଜନ କେ’ । ଏହି ଫିଲ୍ମରେ ଅଭିନେତ୍ରୀ କରିସ୍ମା କପୁର ଅଭିନେତା ରାହୁଲ ରୟଙ୍କ ସହ ବହୁତ ରୋମାଣ୍ଟିକ ସିନ୍ସ କରିଥିଲେ । ଏହା ସହିତ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ଏହି ଫିଲ୍ମର ଗୋଟେ ଗୀତ ‘ମଜା ଆ ରାହା ହେ’ ବହୁତ ହିଟ ହୋଇଥିଲା । କାରଣ ଏହି ଗୀତରେ କରିସ୍ମା ଓ ରାହୁଲ ବୋଲ୍ଟନେସର ସମସ୍ତ ସୀମାକୁ ପାର କରିଦେଇଥିଲେ । ହେଲେ ବନ୍ଧୁଗଣ ଏହି ଫିଲ୍ମ ପାଇଁ କପୁର ପରିବାର ବହୁତ ଲଜ୍ଜିତ ହୋଇଥିଲେ । କାରଣ କରିସ୍ମା ଏହି ଫିଲ୍ମରେ ବହୁତ ଅଧିକ ବୋଲ୍ଟନେସ ପଦର୍ଶନ କରିଥିଲେ ।


୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ୧୯୯୪ ମସିହାରେ ଆସିଥିବା ଫିଲ୍ମ ‘ଦୁଲାରା’ । ବନ୍ଧୁଗଣ ଅଭିନେତା ବୋବିନ୍ଦା ଓ ଅଭିନେତ୍ରୀ କରିସ୍ମାଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ଏହି ଫିଲ୍ମରେ ଏମାନଙ୍କ ବୋଲ୍ଟସିନ୍ସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଫିଲ୍ମରେ ଏକ ଗୀତ ରହିଛି ଯାହା ବର୍ଷାରେ ହୋଇଛି । ଏହି ଗୀତରେ ଏମାନେ ବହୁତ ଅଧିକ ବୋଲ୍ଟ ସିନ୍ସ କରିଥିଲେ । ଯାହା ଫଳରେ ସେତେବେଳେ ଏମାନେ ବହୁତ ଅଧିକ ଚର୍ଚାରେ ରହିଥିଲେ ।

୩. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟି ସେହି ସମୟରେ ଫେମସ ହୋଇଥିଲା ଓ ବର୍ତ୍ତମାନ ମଧ୍ୟ ଦର୍ଶକ ମାନେ ଏହି ଫିଲ୍ମକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଏହି ଫିଲ୍ମରେ କରିସ୍ମା ଓ ଆମିର ଖାନ ବହୁତ ଅଧିକ ବୋଲ୍ଟ ସିନ୍ସ ଦେଇଥିଲେ । ଏହି ଫିଲ୍ମରେ ଆମିର ଖାନ ଓ କରିସ୍ମା ପରସ୍ପର ସହ ବହୁତ ସମୟ କିସ୍ କରିଥିଲେ । କରିସ୍ମାଙ୍କର ଏହି ହରକତ ପାଇଁ ତାଙ୍କ ପରିବାର ଲୋକ ଲଜ୍ଜିତ ହୋଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *