ଏହି କାରିଗରଙ୍କ ବୋକାମୀର ଲେବୁଲ ହିଁ ଅଲଗା…ଏମିତି କାରିଗରୀ ଆଗରୁ କେବେ ବି ଦେଖି ନଥିବେ, ହସି ହସି ଗଡିବେ…

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ମହାନ କାରିଗର ମାନଙ୍କର ମହାନ କାରନାମା ବିଷୟରେ କହିବାକୁ ଯାଉଛୁ । ଏହି କାରିଗର ମାନଙ୍କର କାରନାମା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ଏହି କାରିଗର ମାନଙ୍କର କାରନାମା ଦେଖିଲେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କାରିଗର ମାନଙ୍କର କାରନାମା ବିଷୟରେ । 


୧. ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ନିଜ ନିଜ ଘରେ ସିଟ ଟଏଲେଟ ବନାଉ ଛନ୍ତି । ଠିକ ସେହି ଭଳି ଜଣେ ବ୍ୟକ୍ତି ନିଜ ଘରେ ସିଟ ଟଏଲେଟ ଲଗାଇବା ପାଇଁ ନିଷ୍ପତ୍ତି ନେଲେ ଓ ଏକ ସିଟ ଟଏଲେଟ କିଣି ଆସଣିଲେ ହେଲେ ଯେଉଁ ମିସ୍ତ୍ରୀ ଜଣକ ଟଏଲେଟ ବନେଇଲା ସେ ଅତ୍ୟନ୍ତ ବୁଦ୍ଧିମାନ ଥିଲା । ବନ୍ଧୁଗଣ ଏହି ଟଏଲେଟର ଅବସ୍ଥା ଦେଖନ୍ତୁ । 


୨. ବନ୍ଧୁଗଣ ଏ ଦୁନିଆର ପ୍ରତ୍ୟକ ମଣିଷ ନିଜର ଏକ ଆଲିଶାନ ଘର କରିବାର ସ୍ଵପ୍ନ ଦେଖିଥାଏ । ମଣିଷ ଚାହେଁ ତାର ସବୁଠାରୁ ସୁନ୍ଦର ଓ ବଡ ଘର ହେବ ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘର ଦେଖେଇବାକୁ ଯାଉଛୁ ଯାହା ଦେଖିଲା ପରେ ଆପଣ ନିଜ ମୁଣ୍ଡରେ ହାତ ଦେଇଦେବେ । ବନ୍ଧୁଗଣ ଏହି ଘରକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ ଭାବନ୍ତୁ ଏ ଘରେ ଲୋକ କେମିତି ରହୁଥିବେ । 

୩. ବନ୍ଧୁଗଣ ଏହି ଲକଡାଉନ ସମୟରେ ଦେଶର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲା । ସମସ୍ତ ପିଲା ମାନଙ୍କୁ ଅନଲାଇନ କ୍ଳାସ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ବନ୍ଧୁଗଣ ଜଣେ ବାପା ନିଜ ଦୁଇ ଛୁଆଙ୍କୁ ଅନଲାଇନ କ୍ଳାସରେ କଣ ପଢା ହେଇଛି ପଚାରିଲା । ତା ପରେ ଦୁଇ ଛୁଆ ଯେଉଁ ଭଳି ଉତ୍ତର ଦେଲେ ତାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । 


୪. ବନ୍ଧୁଗଣ ଜାତୀୟ ରାଜପଥ ହେଉ ବା ସାଧାରଣ ରୋଡ ସବୁ ରୋଡ ସାଇଡରେ ସରକାରଙ୍କ ଦ୍ଵାରା ଲାଇଟ ଲଗା ଯାଇଥାଏ କାରଣ ରାତ୍ରି ସମୟରେ ଲୋକମାନେ ଯିବା ଆସିବା କରିବା ବେଳେ ଯେମିତି ତାଙ୍କୁ କିଛି ସମୟ ନ ହେବ । ହେଲେ ବନ୍ଧୁଗଣ ଏହି ରାସ୍ତାରେ ଦେଖନ୍ତୁ କେଉଁଠି ଷ୍ଟ୍ରିଟ ଲାଇଟ ଲଗା ହେଇଛି ଯିଏ ଏଇଟା କରିଛି ତାକୁ ତୋପ ସଲାମୀ ଦରକାର । 


୫. ବନ୍ଧୁଗଣ ଏମିତିରେ ତ ଉଭୟ ସହର ଓ ଗ୍ରାମ ଅଞ୍ଚଳରେ ବିଜୁଳି ବ୍ୟବସ୍ଥା ପାଇଁ ଟ୍ରାନ୍ସଫର୍ମର ରହିଛି । ଟ୍ରାନ୍ସଫର୍ମର ଏକ ଖୋଲା ଜାଗାରେ ତିଆରି କରାଯାଇଥାଏ ଯେମିତି ସେହି ସ୍ଥାନକୁ କେହି ସହଜରେ ଆସି ନ ପାରିବେ କାରଣ ଏହା ବିପଦପୂର୍ଣ୍ଣ ହୋଇଥାଏ । ହେଲେ ବନ୍ଧୁଗଣ ଏହି ଟ୍ରାନ୍ସଫର୍ମରକୁ ଦେଖନ୍ତୁ ଏଇଟାକୁ କିଏ ଗୋଟେ ଘର ଉପରେ ଲଗେଇଛି । ଏ ସବୁ ବୁଦ୍ଧିମାନ ଲୋକ କେଉଁଠୁ ଆସୁଛନ୍ତି । 

Leave a Reply

Your email address will not be published. Required fields are marked *