ଖୋଜିଲେ ବି ମିଳିବନି ଏମିତି କାରିଗରୀ ! ଏହି କାରିଗର ମାନଙ୍କ କାରନାମା ଦେଖିଲେ ଆପଣଙ୍କ ମୁଣ୍ଡ କାମ ଦେବନି…ନଂ 1 ତ ସବୁଠୁ ହଟକେ…

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ମହାନ କାରିଗର ଓ ଇଞ୍ଜିନିୟର ମାନଙ୍କ କଳା କାର୍ଣ୍ଣମା ବିଷୟରେ କହିବାକୁ ଯାଉଛୁ ।

ଏହି ମହାନ ଲୋକ ମାନଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ମିସ୍ତ୍ରୀ ଓଲୋଟା ଲଟକି ଏକ କୋଣକୁ ପ୍ଲାଷ୍ଟର କରୁଥିଲେ । ମିସ୍ତ୍ରୀ ଜଣକ ପ୍ଲାଷ୍ଟର କରିବା ସହ ନିଜ କଳାକୁ ପଦର୍ଶନ କରୁଥିଲେ ହେଲେ କିଛି ସମୟ ପରେ ସେ ଅଣ୍ଟା କଚାଡି ହୋଇ ପଡିଲେ । କଳା ପଦର୍ଶନ କରିବା ମିସ୍ତ୍ରୀଙ୍କ ଉପରେ ଭାରି ପଡିଗଲା । ବନ୍ଧୁଗଣ ଏହି ଭିଡିଓଟି ଏବେ ବହୁତ ଭାଇରାଲ ହେଉଛି ।

୨. ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ପ୍ରକାରର ଟଏଲେଟ ଦେଖିଥିବେ ହେଲେ ଥରେ ଏହି ଟଏଲେଟକୁ ଦେଖନ୍ତୁ । ଏହି ଟଏଲେଟରେ ସୁନ୍ଦରୀ ଝିଅ ମାନଙ୍କର ଫଟୋ ଲାଗିଛି । ଯେଉଁ ମାନେ ଏହି ଟଏଲେଟକୁ ଆସିବେ ସେମାନେ ପରିସ୍ରା କରିବେ ନା ଏହି ଝିଅ ମାନଙ୍କ ଫଟୋ ଦେଖିବେ । କେହି ଜଣେ ମହାନ ମଣିଷ ଏହି ଟଏଲେଟ ବନେଇ ଥିବ ।

୩. ବନ୍ଧୁଗଣ ଆପଣ ମାନେ ଆଜି ପର୍ଯ୍ୟନ୍ତ ଅନେକ ସୌଚାଳୟ ଦେଖିଥିବେ ହେଲେ ଆମେ ଯେଉଁ ସୌଚାଳୟ ବିଷୟରେ କହିବାକୁ ଯାଉଛୁ ତାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଏହି ଦେଶୀ ସୌଚାଳୟକୁ ଗାଁର କିଛି ମହାନ କାରିଗର ମାନେ କରିଛନ୍ତି । ଶୌଚଳୟ ଦେଖିଲେ କାରିଗରକୁ ତୋପ ସଲାମୀ ଦେବା ପାଇଁ ଇଛା ହେଉଛି ।

୪. ବନ୍ଧୁଗଣ ପ୍ରତ୍ୟକ ଘରେ ସିଡି ବନା ଯାଇଥାଏ । ଲୋକ ମାନେ ସିଡି ଦ୍ଵାରା ଘର ଉପରକୁ ଓ ତଳକୁ ଆସିଥାନ୍ତି ହେଲେ ବନ୍ଧୁଗଣ ଏହି ଘରର ନକ୍ସାକୁ ଟିକେ ଭଲ ଭାବରେ ଦେଖନ୍ତୁ । ଯିଏ ବି ଏହି ସିଡି ବନାଇଛି ସେ ଜଣେ ମହାନ କାରିଗର ଥିବ । ଏହି ସିଡି ଦେଖି ଲାଗୁଛି ମିସ୍ତ୍ରୀ ବୋଧେ କିଛି ଅଲଗା ନିଶା କରି ଏହାକୁ ବନେଇଛି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଫଟୋଟି ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଏହି ଘରେ ଯେଉଁ କାରିଗର ସିଡି ବନେଇଛି ତାକୁ ତୋପ ସଲାମୀ ଦେବା ଉଚିତ । ସିଡି ଦେଖି ଲାଗୁଛି କାରିଗର ଜଣକ ଜଲ୍ଦି ଜଲ୍ଦିରେ ସିଡି ବନେଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମଜାଦାର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *