Kareena ଙ୍କ ପୁଅ ଜନ୍ମ ହେବାର ଶୁଭେଚ୍ଛା ଜଣାଇ Bollywood ଷ୍ଟାର ମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ଅଜା Randhir Kapoor ଦେଲେ ସବୁଠୁ ଅଧିକ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମସ୍ତେ ଯେଉଁ ସମୟର ଅପେକ୍ଷା ରେ ଥିଲେ ତାହାର ଅନ୍ତ ଘଟିଛି। ସୈଫ ଅଲ୍ଲୀ ଖାଁ ଓ କରିନା କପୁର ଙ୍କ ଘରେ ପୁଅ ସନ୍ତାନ ର ଜନ୍ମ ହୋଇଛି। କରିନା ଓ ସୈଫ ଙ୍କ ପୁଅ ଙ୍କୁ ବଲିଉଡ ସେଲିବ୍ରିଟି ଙ୍କ ତରଫ ରୁ ବହୁତ ହିଁ ଏକ୍ସପେନ୍ସିଭ ଗିଫ୍ଟ ମିଳିଛି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଏକ୍ସପେନ୍ସିଭ ଗିଫ୍ଟ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ସୈଫ ଅଲ୍ଲୀ ଖାଁ- ପୁତ୍ର ସନ୍ତାନ ଙ୍କ ପିତା ହୋଇଥିବା ସୈଫ ଅଲ୍ଲୀ ଖାଁ ନିଜ ପୁଅ ଙ୍କ ପାଇଁ ୨ଟି ରୁମ୍ ଡେକୋରେଟ କରାଇ ଥିଲେ। ଗୋଟିଏ ରୁମ୍ ରେ ତାଙ୍କ ଶୋଇବା ପାଇଁ ଡେକୋରେଟ କରିଥିଲେ ଏବଂ ଅନ୍ୟ ରୁମ୍ ରେ ତାଙ୍କ ପାଇଁ ସଫ୍ଟ ଟଏ ରେ ସଜାଇ ଥିଲେ।

୨. କରିନା କପୁର ଖାଁ- ମାଆ ହେବା ଖୁସି ରେ କରିନା କପୁର ନିଜ ପୁଅ ପାଇଁ କୌଣସି ଏକ୍ସପେନ୍ସିଭ ଗିଫ୍ଟ ଦେଇ ନଥିଲେ । କିନ୍ତୁ ତାଙ୍କ ଜନ୍ମ ହେବା ଖୁସି ରେ ସେ ମୁମ୍ବାଇ ରେ ଅନେକ ଗରିବ ବ୍ୟକ୍ତି ଙ୍କୁ ମିଠା ବାଣ୍ଟି ଥିଲେ ଏବଂ ଖାଇବାକୁ ଦେଇଥିଲେ।

୩. ଅକ୍ଷୟ କୁମାର- ଅଭିନେତା ଅକ୍ଷୟ କୁମାର ଓ କରିନା ଏକାଠି ବହୁତ ଫିଲ୍ମ ରେ କାମ କରିଛନ୍ତି। ଏହି ଖୁସି ର ମୋୖକା ରେ ଅକ୍ଷୟ କୁମାର କରିନା ଙ୍କ ପୁଅ ଙ୍କୁ ଏକ ପିଆନୋ ଗିଫ୍ଟ କରିଛନ୍ତି। ଯାହାର ଦାମ ୨ଲକ୍ଷ ଟଙ୍କା ଅଟେ।

୪. ସାରା ଅଲ୍ଲୀ ଖାଁ- କରିନା ସାରା ଙ୍କ ସାବତ ମାଆ ହେବା ସତ୍ତ୍ୱେ ଉଭୟ ଙ୍କ ମଧ୍ୟରେ ଭଲ ସଂପର୍କ ରହିଛି । ଏହି ଖୁସି ର ମହଲରେ ସାରା କରିନା ଓ ସୈଫ ଙ୍କ ପୁଅ କୁ ଏକ ସଫ୍ଟ ବିଅର ଟଏ ଗିଫ୍ଟ କରିଛନ୍ତି। ଯାହାର ଦାମ ୪ଲକ୍ଷ ଟଙ୍କା ଅଟେ।

୫. ସୋନମ କପୁର- କରିନା ଓ ସୋନମ ଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି ଏବଂ କରିନା ଙ୍କ ପୁଅ ଙ୍କୁ ସୋନମ ଅନେକ ବେବି ଡ୍ରେସ୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୫୦ ହଜାର ଟଙ୍କା ଅଟେ।

୬. କରିସ୍ମା କପୁର- ନିଜ ଭଉଣୀ କରିନା ଙ୍କ ପୁଅ ର ମାଉସୀ କରିସ୍ମା କପୁର ତାଙ୍କୁ ଏକ ସ୍ୱିଙ୍ଗିଙ୍ଗ ଚେୟାର ଓ ଷ୍ଟ୍ରଲର ଗିଫ୍ଟ କରିଛନ୍ତି। ଯାହାର ଦାମ ୬ ଲକ୍ଷ ଟଙ୍କା ଅଟେ।

୭. ରଣଧିର କପୁର- କରିନା ଙ୍କ ପୁଅ ର ଅଜା ହେବା ଖୁସି ରେ ଅଭିନେତା ରଣଧିର କପୁର ନିଜ ନାତି ଙ୍କୁ ଡାଇମଣ୍ଡ କ୍ୟାସେଲ ଟଏ ଗିଫ୍ଟ କରିଛନ୍ତି। ଯାହାର ଦାମ ୨୦ ଲକ୍ଷ ଟଙ୍କା ଅଟେ।

୮. ବବିତା କପୁର- କରିନା କପୁର ଙ୍କ ପୁଅ ଙ୍କ ଆଈ ହେବା ଖୁସି ରେ ବବିତା କପୁର ନିଜ ନାତି ଙ୍କୁ ଏକ ଡାଇମଣ୍ଡ ଚେନ୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୧୨ ଲକ୍ଷ ଟଙ୍କା ଅଟେ।

୯. ସାହରୁଖ ଖାଁ- କରିନା କପୁର ଓ ସାହରୁଖ ଖାଁ ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି। ଏହି ଖୁସି ର ମୌକା ରେ ଅଭିନେତା ସାହରୁଖ ଖାଁ କରିନା ଙ୍କୁ ଶୁଭକାମନା ଦେଇଛନ୍ତି ଏବଂ ତାଙ୍କ ପୁଅ ଙ୍କ ପାଇଁ ଏକ ସଫ୍ଟ ଟଏ ର ବାସ୍କେଟ ପଠାଇଛନ୍ତି। ଯାହାର ଦାମ ୩ଲକ୍ଷ ଟଙ୍କା ଅଟେ।

୧୦. ଆମୀର ଖାଁ- ଆମୀର ଖାଁ କରିନା କପୁର ଙ୍କ ସହିତ ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି। ଏହି ଖୁସି ର ମୌକା ରେ ଆମୀର ଖାଁ କରିନା ଙ୍କୁ ଶୁଭକାମନା ଦେଇ ବୁକେ ଓ ଚକଲେଟ ପଠାଇଛନ୍ତି।

୧୧. ସଲମାନ ଖାଁ- ଅଭିନେତା ସଲମାନ ଖାଁ କରିନା ଙ୍କୁ ପୁଅ ଜନ୍ମ ହେବା ଖୁସିରେ ଏକ ଟଏ ବାଇକ ଗିଫ୍ଟ କରିଛନ୍ତି। ଯାହାର ଦାମ ୧୦ଲକ୍ଷ ଟଙ୍କା ଅଟେ। ଏହି ବାଇକ ସେ ଲଣ୍ଡନ ରୁ ଅର୍ଡର କରିଥିଲେ।

୧୨. ଦୀପିକା ପାଦୁକୋନ- ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୈଫ ଅଲ୍ଲୀ ଖାଁ ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି। ଦୀପିକା ସୈଫ ଓ କରିନା ଙ୍କୁ ଶୁଭକାମନା ଜଣାଇ ହସ୍ପିଟାଲ କୁ କେକ, ବେଲୁନ ଏବଂ ମିଠା ପଠାଇ ଥିଲେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *