କରଜ ସୁଝି ପାରୁ ନଥିଲେ କରନ୍ତୁ ଏହି ଉପାୟ-Vastu Tips

ନମସ୍କାର ବନ୍ଧୁଗଣ କେହି ବି କରଜ କରିବା କିମ୍ବା ଋଣ କରିବା ପାଇଁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବେଳେ ବେଳେ ପରିସ୍ଥିତି ରେ ପଡି ବାଧ୍ୟ ହୋଇ କରଜ ନେବାକୁ ପଡ଼ିଥାଏ । ଯେମିତି କି ନିଜ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ କିମ୍ବା କେହି ଯଦି ରୋଗରେ ଅଛନ୍ତି ତାଙ୍କ ଚିକିତ୍ସା ପାଇଁ । କିମ୍ବା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମେ କରଜ ନେବାକୁ ବାଧ୍ୟ ହୋଇ ଥାଉ । କରଜ କରିବା ଟା ବହୁତ ସହଜ ହୋଇଥାଏ । କେହି ଅତି ସହଜରେ କରଜ ସୁଝି ଦେଇଥାନ୍ତି ଏବଂ ଆଉ କିଛି ଲୋକ କରଜ ସୁଝି ବାରେ ସକ୍ଷମ ନଥାନ୍ତି ।

ସେମାନଂକୁ ଅନ୍ୟ କୌଣସି ବାଟ ମଧ୍ୟ ଦେଖା ଯାଏ ନାହିଁ ବହୁତ ହତାଶ ହୋଇ ପଡ଼ିଥାନ୍ତି । ବିଚଳିତ ହୋଇ ପଡ଼ନ୍ତି ଏବଂ ଆଉ କେହି ଆତ୍ମହତ୍ୟା କରିବା ପାଇଁ ବାଟ ଖୋଜି ଥାଆନ୍ତି । ସେଥିପାଇଁ କିଛି ଉପାୟ ରହିଛି ଯାହାକୁ ଅବଲମ୍ବନ କରିବା ଦ୍ୱାରା ଆପଣ ମାନେ ଖୁବ ଶୀଘ୍ର ବାଟ ପାଇଁ ପାରିବେ ଏବଂ କରଜ ସୁଝି ବାର ଉପାୟ ମଧ୍ୟ ମିଳି ଯିବ । ଏହି ଉପାୟ ଟିକୁ ଆପଣ ମାନେ ମଙ୍ଗଳବାର କରନ୍ତୁ । ତେବେ ଆସନ୍ତୁ ଜାଣିନେବା କି ସେ ଉପାୟ ଟି କଣ ।

ପ୍ରଥମେ ଆପଣ ଏକ ନଡ଼ିଆ ଆଣନ୍ତୁ ଏବଂ ତା ପରେ ଗୋଟିଏ ନାଲି ସୁତା ଆଣନ୍ତୁ । ଯେଉଁ ବ୍ୟକ୍ତି କରଜ କିମ୍ବା ଋଣ କରିଥିବେ ସେହି ବ୍ୟକ୍ତି ଙ୍କ ଉଚ୍ଚତା ଯେତିକି ସେତିକି ଉଞ୍ଚା ର ସୂତା ନିଅନ୍ତୁ । ଘିଅ ରେ ଗୋଳା ହୋଇଥିବା ସିନ୍ଦୂର କୁ ଆଣି ନଡ଼ିଆ ଉପରେ ଏକ ସ୍ୱସ୍ତିକ ଚିହ୍ନ କରନ୍ତୁ ଏବଂ ତା ପରେ ସେହି ଲାଲ ସୁତାକୁ ନଡ଼ିଆ ଉପରେ ଗୁଡେଇ ଦିଅନ୍ତୁ ।

ଏହା ପରେ ଆପଣଙ୍କ ଇଷ୍ଟ ଦେବୀ କିମ୍ବା ଦେଵତା ଙ୍କ ପାଖରେ ବସି ହାତ ଯୋଡି ପ୍ରାର୍ଥନା କରନ୍ତୁ ଏବଂ କୁହନ୍ତୁ କି ହେ ଈଶ୍ୱର ଆମକୁ ଏହି ବିପଦ ରୁ ରକ୍ଷା କରନ୍ତୁ । ଏହି କରଜ ର ଚକ୍ର ବ୍ୟହୁ ରେ ଫସି ଯାଇଛି ମୋତେ ଉଧାର କରନ୍ତୁ । ଏହା କରିବା ପରେ ସେହି ନଡ଼ିଆ ଟିକୁ ନେଇ ଆପଣ ନଦୀରେ ଭସେଇ ଦିଅନ୍ତୁ ।

ଏହା ଛଡା ଏହି ନଡ଼ିଆ ଟିକୁ ନେଇ କୌଣସି ଓସ୍ତ ଗଛ ମୂଳରେ ରଖି ଦେଇ ଆସନ୍ତୁ । ଏହି ଉପାୟ କରି ସାରିବା ପରେ କିଛି ସୋରିଷ ଘରର ବାହାର କାନ୍ଥ ରେ ଧୀରେ ଧୀରେ ବୁଣି ନିଅନ୍ତୁ ।
ଏହା ଛଡ଼ା ଆଉ ଏକ ଉପାୟ ରହିଛି ତାହା ହେଉଛି ଆପଣ ଙ୍କ ଘର ପାଖରେ ଥିବା ମନ୍ଦିର ।

ଯଦି ଆପଣଙ୍କ ଘର ପାଖରେ ମହାଦେବଙ୍କ ମନ୍ଦିର ଥାଏ ତେବେ ସପ୍ତାହ ର ପ୍ରତ୍ୟେକ ସୋମବାର ଗାଧୋଇ ମନ୍ଦିର ଯାଆନ୍ତୁ ଏବଂ ଗୋଟିଏ ଦୀପ ନେଇ ମନ୍ଦିରରେ ଜାଳନ୍ତୁ ଏବଂ ମହାଦେବ ଙ୍କର କୌଣସି ବି ମନ୍ତ୍ର ପାଠ କରନ୍ତୁ । ଏହି ଉପାୟ ଦ୍ୱାରା ଆପଣ ନିଜ କରଜ ରୁ ମୁକ୍ତି ପାଇଁ ପାରିବେ । ଏହା ଛଡ଼ା ଯଦି ମହାଦେବଙ୍କ ମନ୍ଦିର ନାହିଁ ତେବେ ହନୁମାନଙ୍କ ମଂଦିର ଯାହାନ୍ତୁ ଏବଂ ସେଠି ଦୀପ ଜାଲନ୍ତୁ ଏବଂ କିଛି ନିଖୁଣ କନ୍ଦ ମୂଳ ଚଢ଼ାନ୍ତୁ ଏବଂ ନିଜ ବିପଦ ରୁ ଉଧାର ପାଇଁ ପ୍ରାର୍ଥନା ମଧ୍ୟ କରନ୍ତୁ । ଏହି ଉପାୟ ଦ୍ୱାରା ଆପଣ କରଜ ମୁକ୍ତ ହୋଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *