କାନ୍ଥ ଭିତରେ ଲୁଚିଥିବା ନାଗୁଣୀ (Cobra) ର ଏମିତି ଭୟଙ୍କର ରୂପ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, କାନ୍ଥ ଭାଙ୍ଗିବା ପରେ ଯାହା ହେଲା ନା…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ । ଆସିବା ଦିନରୁ ମିର୍ଜା ସାପ ଉଧାରର ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି । ମିର୍ଜା ବନ ବିଭାଗରେ କାମ କରନ୍ତି ନାହିଁ ହେଲେ ସେ ପ୍ରାଇଭେଟରେ ସାପ ମାନଙ୍କୁ ଉଧାର କରିବାର କାମ କରନ୍ତି । ସାଧାରଣତଃ ସାପ ମାନେ ବେଳେବେଳେ ଶି-କା-ର ଖୋଜିବା ପାଇଁ ଲୋକ ମାନଙ୍କ ଘରକୁ ପଶି ଯାଇଥାନ୍ତି ।


ସାପ ଆମ ହିନ୍ଦୁ ଧର୍ମରେ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ ଅଟେ । ଏହାର ଚୋ-ଟ-ରେ ମଣିଷ ନିଜ ପ୍ରା-ଣ ହରାଇପାରେ । ମିର୍ଜା ଆରିଫଙ୍କୁ ସାପର ଯେକୌଣସି ସୂଚନା ମିଳିଲେ ସେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଯାନ୍ତି ଏଣିକି ରାତି ହେଉ ବା ଦିନ । ମିର୍ଜା ସାପ ମାନଙ୍କୁ ଉଧାର କରି ଜଙ୍ଗଲରେ ଛାଡି ଦିଅନ୍ତି । ଯଦି କୌଣସି ସାପ ଆଘାତ ପ୍ରାପ୍ତ ହୋଇଥିବ ତା ହେଲେ ସେ ସେହି ସାପର ଚିକିତ୍ସା କରି ଜଙ୍ଗଲରେ ଛାଡନ୍ତି ।

ଗତ କିଛି ସମୟ ହେବ ମିର୍ଜା ସାପ ଉଧାରର ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିର୍ଜା ଏଥର ଏକ ଗାଁକୁ ସାପ ଉଧାର ପାଇଁ ଯାଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସାପଟି ଗୋଟେ ମାଟି ଘର ଭିତରେ ଥିଲା । ସାପଟି ମାଟି କାନ୍ଥରେ ଲୁ-ଚି ରହିଥିଲା ।

ଯେତେବେଳେ ଘର ଲୋକଙ୍କୁ ସାପ ଉପସ୍ଥିତର ଅନୁଭବ ହେଲା ସେତେବେଳେ ସେମାନେ ମିର୍ଜା ଆରିଫଙ୍କୁ ଏହାର ସୂଚନା ଦେଇଥିଲେ । ବନ୍ଧୁଗଣ ଯେତେବେଳେ ମିର୍ଜା ସେହି ସାପଟିକୁ ବାହାର କରିଲେ ସେତେବେଳେ ସେଠାକାର ଲୋକମାନେ ସେହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମାଟି ଘରେ ରହୁଥିଲା ଏକ ନାଗୁଣୀ । କାନ୍ଥ ଭା-ଙ୍ଗି-ବା ପରେ ନାଗୁଣୀ ନିଜ ରୂପ ଦେଖାଇ ଥିଲା । ନାଗୁଣୀ ଗ-ର୍ଜ-ନ କରି ଚୋ-ଟ ମା-ରି-ବା ପାଇଁ ଚେଷ୍ଟା କରୁଥିଲା ।

ହେଲେ ମିର୍ଜା ବହୁତ ସାବଧାନତାର ସହ ସେହି ନାଗୁଣୀ ସାପଟିକୁ ଉଧାର କରିଥିଲେ ଓ ଜଙ୍ଗଲରେ ଛାଡି ଥିଲେ । ଏହି ନାଗୁଣୀ ଭିଡିଓର ଚର୍ଚା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *