କଅଁଳିଆ ଝିଅକୁ ଦେଖି ଅନ୍ଧାରିଆ ଘରକୁ ଟାଣି ନେଲା ୫୦ ବର୍ଷୀୟ ବୃଦ୍ଧ, ଆଉ ତା’ ପରେ ଯାହା ହେଲା… ଶୁଣନ୍ତୁ କଣ କହୁଛି ଏହି ଝିଅଟି, ଦେଖନ୍ତୁ Video

ବନ୍ଧୁଗଣ ଏବେ ଏକ ଯୌନ ରାକ୍ଷସ ଲୋକ ମାନଙ୍କ ସାମ୍ନାକୁ ଆସିଛି ଆଉ ଏହି ଯୌନ ରାକ୍ଷସ ହେଉଛି ଜଣେ ୫୦ ବର୍ଷୀୟ ବୃଦ୍ଧ । ନିଜ ଦେହର ଭୋକ ମେଣ୍ଟେଇବା ପାଇଁ ନିଜ ନାତୁଣୀ ବୟସର ଝିଅକୁ ଦୁଉଷ୍କଅର୍ମ କରିଲା । ନାବାଳିକା ଝିଅକୁ ଏକା ଦେଖି ଅନ୍ଧାର ଘରକୁ ଟାଣି ନେଲା । ସେହି ଅନ୍ଧାର ଘର ଭିତରେ ଜୋର ଜବରଦସ୍ତ ଦୁଉଷ୍କଅର୍ମ କରିଲା । ଦୁଉଷ୍କଅର୍ମ କରିବା ପରେ ଧମକ ଦେଲା ଏ ବିଷୟରେ କାହାକୁ କିଛି କହିଲେ ଜୀବନରୁ ମାଆରି ଦେବି ।

ବନ୍ଧୁଗଣ ଏଭଳି ଏକ ଘଟଣା ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଦିନକୁ ଦିନ ଏବେ ରାଜ୍ୟରେ ଦୁଉଷ୍କଅର୍ମ ମାମଲା ବଢିବାରେ ଲାଗିଛି । ଝିଅ ମାନେ ଘରୁ ବାହାରିବା ମାତ୍ରେ ଚାହିଁ ବସିଛନ୍ତି ଦୁଉଷ୍କଅର୍ମକାରୀ ତଥା ନର ପିଶାଚ । ଯୌନ ଭିଖୁକ ମାନେ ନିଜ ଲାଳସା ପାଇଁ ବହୁତ ତଳକୁ ଖସି ଯାଉଛନ୍ତି । କଅଁଳିଆ ମାଂସ ଦେଖିଲେ ନିଜ ଜ୍ଞାନ ଭୁଲି ଯାଉଛନ୍ତି । ଝିଅ ଯାଇଥିଲା ସଉଦା କିଣିବାକୁ ଦୋକାନକୁ ।

ଝିଅଟି ଦୁନିଆ ବିଷୟରେ କିଛି ବି ଜାଣିନି ତାକୁ ସବୁ ଅଜଣା । କିଏ ଭଲ ଆଉ କିଏ ଖରାପ ସେ ଜାଣିନି । ଘରକୁ ବନ୍ଧୁ ଆସି ଥିବାର କୌଣସି ଜିନିଷ ଆଣିବା ପାଇଁ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲା ଝିଅ । ଆଉ ସେଠାରେ ଝିଅକୁ ଜଗି ବସିଥିଲା ଦୁଉଷ୍କଅର୍ମକାରୀ ନର ପିଶାଚ । ଆଉ ତା ପରେ ଝିଅଟିକୁ ଅନ୍ଧାର ଘରକୁ ଟେକି ନେଇ ଜୋର ଜବରଦସ୍ତ ଦୁଉଷ୍କଅର୍ମ କରିଥିଲା ।

ବନ୍ଧୁଗଣ ଏମିତି ଏକ ଲଜ୍ୟା ଜନକ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତରେ ହୋଇଛି । ଧର୍ମଶାଳା ଥାନା ଅନ୍ତର୍ଗତ ଚୋର ମୁହାଁ ଗ୍ରାମର ଜଣେ ନାବାଳିକା ଝିଅ ହୋଇଛି ଏହି ଦୁଉଷ୍କଅର୍ମର ଶିକାର । ଆଶ୍ଚର୍ଯ୍ୟର କଥା ହେଉଛି ଦୁଉଷ୍କଅର୍ମକାରୀ ଜଣକ ହେଉଛନ୍ତି ଜଣେ ୫୦ ବର୍ଷୀୟ ବୃଦ୍ଧ । ସକାଳ ୯ଟା ସମୟରେ ଧର୍ମଶାଳାରେ ଥିବା ଗୋଟେ ସଉଦା ଦୋକାନୀ କଅଁଳିଆ ଝିଅକୁ ଦେଖି ନିଜର ରୋକି ପାରିଲା ନାହିଁ ।

କିଛି ବୁଝିବା ବିଚାର କରିବା ପୂର୍ବରୁ ସମ୍ପର୍କକୁ ଭୁଲିଯାଇ ନିଜ ଭୋକ ମେଣ୍ଟେଇବା ପାଇଁ ଅତି ତଳକୁ ଖସିଗଲା । ଆଉ ସିଧା ଦୋକାନ ଭିତରକୁ ନାବାଳିକା ଝିଅକୁ ଟାଣି ନେଇ ଜୋର ଜବରଦସ୍ତ ଦୁଉଷ୍କଅର୍ମ କରିଲା । ସେହି ସମୟରେ ଝିଅଟି ଯେତେ ବିରୋଧ କରିଥିଲେ ବି ଦୁଉଷ୍କଅର୍ମକାରୀ ନର ପିଶାଚ କିଛି ଶୁଣିବା ପାଇଁ ନାରାଜ ।

ଝିଅ ଯାଇ ସଂପୂର୍ଣ୍ଣ ଘଟଣା ବିଷୟରେ ନିଜ ମାକୁ କହିଥିଲା ଆଉ ପରିବାର ଲୋକେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଗତ ଶୁକ୍ରବାର ଦିନ ଦୁଉଷ୍କଅର୍ମକାରୀ ସିକନ୍ଦର ଅଲିକୁ ଗିରଫ କରିଲା । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *