ଲୋକପ୍ରିୟ ଯାତ୍ରା ଅଭିନେତା Kanha କଣ କହିଲେ ନିଜ ସ୍ତ୍ରୀ Tikina ଙ୍କ ବିଷୟରେ ? ଶୁଣିଲେ ଆପଣ ବି କରିବେ ପ୍ରଶଂସା ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା କଳାକାର କାହ୍ନାଙ୍କୁ ନିଶ୍ଚୟ ଦେଖିଥିବେ । କାହ୍ନାଙ୍କ ନିଜ ସୁନ୍ଦର ଅଭିନୟ ପାଇଁ ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ଦିନ ତଳେ କାହ୍ନା ଏକ ସାକ୍ଷାତକାରରେ ନଜର ଆସିଥିଲେ । ଆଜି ଆମେ ଆପଣ ମାନଙ୍କୁ କାହ୍ନାଙ୍କ ସାକ୍ଷାତକାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କାହ୍ନା ସେହି ସାକ୍ଷାତକାରରେ କହିଛନ୍ତି- ‘ମୋର ଅଭିନୟ କରିବାର ବହୁତ ଇଛା ଥିଲା । ଏଣିକି ସିରିଏଲ ମାଧ୍ୟମରେ ହେଉ, ରେଡିଓ ମାଧ୍ୟମରେ ହେଉ ବା ଯାତ୍ରା ମାଧ୍ୟମରେ ହେଉ ମୋର କେବଳ ଅଭିନୟ କରିବାର ଇଛା ଥିଲା । ହେଲେ ମୋର ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ମୁ ସକ୍ଷମ ନଥିଲି ଟିଭି ଚେନେଲରେ କାମ କରିବା ପାଇଁ’ ।

ଆଗକୁ କାହ୍ନା କହିଛନ୍ତି- ‘ଶେଷରେ ମୁ ଭାବିଲି ଏହି ବାଟରେ ବି ମୁ ଦର୍ଶକ ମାନଙ୍କ ପାଖରେ ପହଞ୍ଚି ପାରିବି । ଟିଭି ସିରିଏଲକୁ ବି ଦର୍ଶକ ଦେଖୁଛନ୍ତି ଆଉ ଯାତ୍ରାକୁ ଦର୍ଶକ ଦେଖୁଛନ୍ତି ତେଣୁ ମୁ ଯାତ୍ରାକୁ ବାଛି ଥିଲି । ମୁ ଅଭିନୟ କରିବାକୁ ଚାହୁଁ ଥିଲି ଆଉ ମୁ ପାଇଗଲି’ । ବନ୍ଧୁଗଣ ଏହି ସାକ୍ଷାତକାରରେ କାହ୍ନା ନିଜ ସ୍ତ୍ରୀ ଟିକିନାଙ୍କ ବିଷୟରେ ବି କହିଛନ୍ତି ।

 

କାହ୍ନାଙ୍କ ମତରେ-‘ଟିକି ମତେ ଜୀବନରେ ବହୁତ ସପୋର୍ଟ କରିଛି । ତେଣୁ ଟିକି ମୋର ଗୋଟେ ଢାଲ ସଦୃଶ୍ୟ ଆଉ ମୋ ନିଜର ଚେଷ୍ଟା ହେଉଛି ମୁ ଖ-ଣ୍ଡା ସଦୃଶ୍ୟ । ଖ-ଣ୍ଡା ଚଲେଇ ପାରିଲେ ଯୁ-ଦ୍ଧରେ ଜୟଲାଭ କରିବ ଓ ନିଜ ସୁରକ୍ଷା ପାଇଁ ଅଛି ଢା-ଲ ଆଉ ଢା-ଲ ହେଉଛି ମୋ ସ୍ତ୍ରୀ ଟିକି, ଆଉ କଣ କହିବି’ । ତା ହେଲେ ବନ୍ଧୁଗଣ କାହ୍ନା ଏହି ପରି ଭାବରେ ସେହି ସାକ୍ଷାତକାରରେ ନିଜ ପତ୍ନୀ ଟିକିଙ୍କ ବିଷୟରେ କହିଥିଲେ । ତେବେ ଆପଣ ମାନଙ୍କୁ ଯାତ୍ରା କଳାକାର କାହ୍ନା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *