ବାପାଙ୍କୁ ନ ପାଇ ଭୋ-ଭୋ ହେଇ କାନ୍ଦୁଛି ଝିଅ ଆଉ କହୁଛି ‘ମତେ କିଛି ଦରକାର ନାହିଁ..ଦୟାକରି ମୋ ବାପାଙ୍କୁ ଫେରାଇ ଦିଅ…’ ଦେଖନ୍ତୁ Video

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ଭାଇରାଲ ହେଉଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଜଣେ ଝିଅ ଏବେ ଗଣମାଧ୍ୟମ ସାମ୍ନାକୁ ଆସି କାନ୍ଦି କାନ୍ଦି ନିଜ ଅଭିଯୋଗ ଆଣିଛନ୍ତି । ତାଙ୍କ ମତରେ, ତାଙ୍କ ବାପା ତିନି ଚାରି ଦିନ ହେବ ଗଲେଣି । ସେ କବାଡିଆ କାମ କରୁଥିଲେ ଆଉ କିଛି ଲୋକଙ୍କ ସହ କାମ କରିବାକୁ ଯାଇଥିଲେ ।

ହେଲେ ସେ ଘରକୁ ନ ଫେରିବାରୁ ଝିଅଟି ଅନ୍ୟ ଲୋକ ମାନଙ୍କୁ ପଚରା ଉଚରା କରିଥିଲା । ହେଲେ ସେହି ଲୋକ ମାନେ କିଛି ଜାଣି ନଥିବା କଥା କହିଥିଲେ । ତେବେ ବନ୍ଧୁଗଣ ଝିଅଟି ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି କହୁଛି-‘ମୋତେ କେବଳ ମୋ ବାପା ଦରକାର ଆଉ କିଛି ବି ଦରକାର ନାହିଁ’ । ରବି କବାଡିଆ ପାଖରେ ବ୍ୟକ୍ତି 12 ବର୍ଷ ହେବ କାମ କରୁଥିଲେ । ବାରମ୍ବାର ସେ ରବି କବାଡିଆ ତାଙ୍କୁ ନିଅନ୍ତୁ ଆଉ କାମ କରାନ୍ତି ।

ତେବେ ସେ ରବି କବାଡିଆ ବ୍ୟକ୍ତିଙ୍କୁ ବାଡେଇ ଛନ୍ତି କି ମାରିଛନ୍ତି ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ଏବେ ଗାଁ ଲୋକ ରାସ୍ତାରେ ଟାୟାର ଜାଲି ଷ୍ଟ୍ରାଇକ କରିଛନ୍ତି । ତେବେ ରବି କବାଡିଆ କୁଆଡେ ବ୍ୟକ୍ତିଙ୍କ ପତ୍ନୀକୁ ରାତିରେ ଫୋନ କରି ଡକାଇ ଥିଲେ ହେଲେ ସ୍ତ୍ରୀ ରାତିରେ ନ ଯାଇ ସକାଳେ ଯିବା ପାଇଁ କହିଥିଲେ । ସେଇଠି ରବି କହିଥିଲେ ଯଦି ସକାଳେ ଆସିବ ତା ହେଲେ ପେଣ୍ଟ ସାର୍ଟ ନେଇକି ଆସିବ ।

ସ୍ତ୍ରୀ କହିଲା ମୋ ସ୍ଵାମୀକୁ ମୁଁ ଦେଖିବି ହେଲେ ରବି କହିଲା ସେ ଯେଉଁଠି ଅଛି ସୁରକ୍ଷିତ ଅଛି ତମେ କଣ ଯିବ ଦେଖିବାକୁ ମୋ ପିଲା ଯିବେ । ଦୁଇଜଣ ପିଲା ତାକୁ ଧରିକି ଆଣିଲେ ହେଲେ ସେ ଚାଲିବା ଅବସ୍ଥାରେ ନାହିଁ ତାକୁ ଏତେ ବାଡେଇ ଛନ୍ତି ସେ ବସିବି ପାରୁନି । ତେବେ ବନ୍ଧୁଗଣ ଏହା ପରେ ବ୍ୟକ୍ତି ଜଣକ ନିଖୋଜ ହୋଇଯାଇଛନ୍ତି । ଆଜିକୁ ଚାରି ଦିନ ହେଲା ତାଙ୍କର କୌଣସି ଖୋଜ ଖବର ନାହିଁ ।

ତେବେ ଗାଁ ଲୋକଙ୍କ କହିବା ମୁତାବକ, ତାଙ୍କୁ ବାଡେଇକି ମାରି ଦେଇଛନ୍ତି । ପ୍ରଶାସନ ବି ସେମାନଙ୍କୁ ନ୍ୟାୟ ଦେଉ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *