ଦେଖନ୍ତୁ କେମିତି ଭୋ ଭୋ ହେଇ କାନ୍ଦିଲେ କୂଆଁରି ବୋହୂ ସୁଟିଙ୍ଗ ଶେଷ ଦିନରେ କଳାକାର ମାନେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପା-ଗ-ଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ, ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ଆପଣଙ୍କ ପ୍ରିୟ ଥିବେ । ତେବେ ବର୍ତ୍ତମାନ ସେହି ଧାରାବାହିକ ଅର୍ଥାତ କୁଆଁରୀ ବୋହୁ ଧାରାବାହିକ ଟି ବର୍ତ୍ତମାନ ଶେଷ ହୋଇ ଯାଇଛି ଏବଂ ତାର ଶେଷ ସୁ-ଟିଂ ମଧ୍ୟ ସ-ରି ଯାଇଛି ।
ତେବେ ସେଥିପାଇଁ ଏହି ଧାରାବାହିକ ରେ କାମ କରୁଥିବା ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଦୁଃଖୀ ହୋଇ ପଡିଛନ୍ତି ଏବଂ କା-ନ୍ଦି-ବା-ରେ ମଧ୍ୟ ଲାଗୁଛନ୍ତି ।

ଯାହା ଏକ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି । ତେବେ ଏହି ଧାରାବାହିକ ବଦଳରେ ଆଉ ଏକ ନୂତନ ଧାରାବାହିକ ଆରମ୍ଭ ହେବାକୁ ଯାଉଛି ଯାହାର ନାମ ହେଉଛି ବନ୍ଧନ ଏ ଜନ୍ମ ଜନ୍ମର । ତେବେ ସମସ୍ତେ ଏହି ଧାରାବାହିକ କୁ ବହୁତ ମନ ପକାଇବେ । ତେବେ ଆଶା କରୁଛି ଆପଣ ଙ୍କୁ ଏହି ବିଷୟ ଟି ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *