ତୃତୀୟ ବିବାହ କରିବେ Amir Khan, ନିଜ କୋ-ଷ୍ଟାରଙ୍କ ସହ ବିବାହକୁ ନେଇ ହେଉଛି ଖୁବ ଚର୍ଚ୍ଚା

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ରେ ପ୍ରେମ,ବିବାହ ଏବଂ ଛାଡ଼ପତ୍ର ବହୁତ ସାଧାରଣ କଥା ହୋଇଗଲାଣି । ଅଭିନେତା ଏବଂ ଅଭିନେତ୍ରୀ ମାନେ ଥରେ ନୁହେଁ ଦୁଇ ଥର ମଧ୍ୟ ବିବାହ କରି ପାରୁଛନ୍ତି । ତେବେ ସେହି ଭଳି ବର୍ତ୍ତମାନ ବଲିଉଡ ସୁପର ଷ୍ଟାର ଆମୀର ଖାନ ମଧ୍ୟ ନିଜର ତୃତୀୟ ବିବାହ କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚିତ ରହୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

ତେବେ ବଲିଉଡର ମିସ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହର ୧୫ ବର୍ଷ ପରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଇତି ମଧ୍ୟରେ ଅଭିନେତାଙ୍କ ତୃତୀୟ ବିବାହ ଖବର ଶୁଣିବାକୁ ମିଳୁଛି । ଅମୀର ଖାନ ନିଜର ଜଣେ କୋ-ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋ-ସି-ଆ-ଲ ମି-ଡ଼ି-ଆ-ରେ ଚର୍ଚ୍ଚା ହେଉଛି ।

କିରଣ ଜଣେ ଫିଲ୍ମ ନିର୍ମାତା ଏବଂ ଆମିରଙ୍କର ଦ୍ୱିତୀୟ ସ୍ତ୍ରୀ । ଦୁଇଜଣ ୨୦୦୫ ନଭେମ୍ବରରେ ବିବାହ କରିଥିଲେ । ଏହି କପଲଙ୍କୁ ବଲିଉଡ୍‌ର ପରଫେକ୍ଟ କପଲଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଉଥିଲା । ହେଲେ ସେମାନଙ୍କ ଛାଡ଼ପତ୍ର ଖବର ଫ୍ୟାନ୍‌ମାନଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନ ଥିଲା । ଦୁଇଜଣଙ୍କର ଏକ ପୁଅ ଆଜାଦ ମଧ୍ୟ ଅଛି । କିରଣ ରାଓ ଆମିରଙ୍କ ପ୍ରଥମ ସ୍ତ୍ରୀ ରୀନା ଦତ୍ତାଙ୍କ ଦୁଇ ସନ୍ତାନ ଇରା ଓ ଜୁନୈଦଙ୍କର ଅତି ନିକଟତର ଅଛନ୍ତି ।

ତେବେ ଫ୍ୟାନ୍‌ମାନେ ଏବେ କରୀନା କପୁର ଖାନଙ୍କ ସହିତ ଆମିରଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଢ଼ା’କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ସେପଟେ ତାଙ୍କର ତୃତୀୟ ବିବାହକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍‌ ଚର୍ଚ୍ଚା ହେଉଛି । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଖବରରେ ଦାବି କରାଯାଉଛି କି, ଆମିର ‘ଲାଲ ସିଂହ ଚଢ଼ା’ର ଠିକ୍‌ ପରେ ପରେ ବିବାହ କରିବାକୁ ଘୋଷଣା କରିବେ ।

ଏହା ପଛରେ ତର୍କ ମଧ୍ୟ ଦିଆଯାଉଛି ଯେ ଅଭିନେତା ଏହା କେବଳ ଏଥିପାଇଁ କରୁଛନ୍ତି, କାହିଁକିନା, ସେ ଚାହୁଁ ନାହାନ୍ତି ତାଙ୍କ ଫିଲ୍ମ ଲାଲ ସିଂହ ଚଢ଼ାକୁ ନେଇ କୌଣସି ବି-ବା-ଦ ଉପୁଜୁ । କେବଳ ଏତିକି ନୁହେଁ, ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଲୋକ କନ୍ୟାର ନାଁ ସୁଦ୍ଧା ଘୋଷଣା କରି ଦେଇଛନ୍ତି । ଆମିର ଓ କିରଣ ଅଲଗା ହେବାର ଗୋଟିଏ ଦିନ ପରେ ପରଫେକ୍ସନିଷ୍ଟ ଏବଂ ତାଙ୍କର ଦଙ୍ଗଲ କୋ-ଷ୍ଟାର ଫତିମା ସନା ଶେଖଙ୍କ ନାମ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରେଣ୍ଡ କରିବାକୁ ଲାଗିଥିଲା ।

ଏବେ ଏହି ଗୁଜବ ଦ୍ରୁତ ବେଗରେ ମା-ଡ଼ି ଚାଲିଛି । ଗୁଜବ ଉଠୁଛୁ କି, ଫତିମା ସେନା ଶେଖଙ୍କ ଯୋଗୁ ଆମିର, କିରଣଙ୍କ ସହିତ ନିଜ ବିବାହ ଭା-ଙ୍ଗି ଦେଇଛନ୍ତି । କୁହାଯାଉଛି କି, ଫାତିମା ଓ ଆମିର ଦୁହେଁ ଦୁହିଁଙ୍କର ଅତି ନିକଟତର । ଯଦିଓ ଏହି ଖବରକୁ ନେଇ କୌଣସି ବି ପ୍ରକାର ନିଶ୍ଚିତ ସୂଚନା ମିଳିନାହିଁ । ଏହି ଖବର ଟି କେତେ ସତ ଏବଂ କେତେ ମିଛ ତାହା ଜଣା ନାହିଁ । ତେବେ ଆଶା କରୁଛି ଆପଣ ମାନଂକୁ ଏହି ଖବର ଟି ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *