କଣ ସତ ହେବ ମାଳିକା ବଚନ ? 9 ବର୍ଷ ମଧ୍ୟରେ ପାଣିରେ ବୁଡିଯିବ Puri, Mumbai ସହ ଆଉ ଅନେକ ଭାରତୀୟ ସହର, ଦେଖନ୍ତୁ ଏହି Special Report

ବନ୍ଧୁଗଣ, ସତ ହେବ କି ମାଳିକା ବଚନ ? ୨୨ ପାହାଚେ ଖେଳିବ ମୀନ । ଏଭଳି ଆକଳନ ବର୍ତ୍ତମାନ କରିଛନ୍ତି ଆଧୁନିକ ଯୁଗର ବୈଜ୍ଞାନିକ ମାନେ । ସେମାନେ ଜଳବାୟୁ ପରିବର୍ତ୍ତନ ଉପରେ ନିରନ୍ତର ପରୀକ୍ଷା ନିରୀକ୍ଷା କରୁଛନ୍ତି । ସେମାନେ କହିଛନ୍ତି ଯେ ଆଗାମୀ ୯ ବର୍ଷ ଅର୍ଥାତ ୨୦୨୧ ରୁ ୨୦୩୦ ଭିତରେ ୫୦ ଟି ଏଭଳି ସହର ଯାହାକି ଜଳ-ମ-ଗ୍ନ ହୋଇଯିବ । ସମୁଦ୍ର ଗ୍ରହରେ ଲୀନ ହେବ ଏହି ସହର ସବୁ ।

ଯେଉଁଥିରେ ପୁରୀ ର ନାମ ରହିଅଛି । କେବଳ ପୁରୀ ନୁହେଁ ମୁମ୍ବାଇ, ନବୀ ମୁମ୍ବାଇ, କଲିକତା, କୋଚି ଏଭଳି ଅନେକ ସ୍ଥାନ ରହିଅଛି ଯାହା କି ଜଳ ଗର୍ଭ ରେ ଲୀନ ହୋଇଯିବ । ଏହା ସହିତ କିଛି ତଥ୍ୟ ମଧ୍ୟ ଦିଆଯାଇଅଛି । ୧୮୯୧ ମସିହାରୁ ୨୦୧୮ ଭିତରେ ୪୮ ଟି ସାମୁଦ୍ରିକ ଝ-ଡ ଯାହା ବାତ୍ୟାର ରୂପ ନେଇଥିଲା । ଏବଂ ୨୧ ଟି ସାଇକ୍ଳୋନ ଯାହାକି ଗଭୀର କ୍ଷୟ କ୍ଷତି ଘଟାଇଥିଲା । ଏହା ଭିତରେ ଏଭଳି ତା-ଣ୍ଡ-ବ ରଚିଥିଲା ଯେ ସମସ୍ତେ ଗୋଟିଏ କଥା ହିଁ ଚିନ୍ତା କରିଥିଲେ ଯେ କା-ଳ ସମୟ ଅଥବା ଶେଷ ସମୟ ଆସିଯାଇଅଛି କି ?

ଯାହା ବର୍ଣ୍ଣନା କରାଯାଇଅଛି ମାଳିକା ରେ । CLIMATE CENTRAL ନାମକ ଏହି ରିସର୍ଜ ଅର୍ଗାନାଇଜେସନ ଟି ଏଭଳି କିଛି ଭବିଷ୍ୟତ ବାଣୀ କହିଛନ୍ତି । ଏହା ସହିତ କହିଛନ୍ତି ଯେ ୨୦୩୦ ସୁଦ୍ଧା ଅନେକ ସାରା ସହର ଜଳ-ମ-ଗ୍ନ ହୋଇଯିବ । ଯଦି ଆମ୍ଭେ ମୁମ୍ବାଇ ର ବର୍ଷା କଥା କହିବା ତେବେ ମୁମ୍ବାଇ ସହରରେ ଅଳ୍ପବର୍ଷା ରେ ସଂପୂର୍ଣ୍ଣ ସହର ଟି ଜ-ଳ-ମ-ଗ୍ନ ହୋଇ ଯାଉଅଛି ।

ପରିସ୍ଥିତି ଏଭଳି ପାଲଟୁଛି ଯେ ସହର ଭିତରେ ଗାଡି ଗୁଡିକ ଭା-ସି-ବାରେ ଲାଗୁଅଛି । ଏହା ଫଳରେ ସହରର ପୌର ନିଗମ କଣ କରିବା ସେ ମଧ୍ୟ ଚିନ୍ତା ରେ ପଡିଯାଉଅଛି । ଘ-ଟ-ଣାଟି କେବଳ ମୁମ୍ବାଇ ରେ ଶିମିତ ନୁହେଁ ଚାରିଆଡେ ଏଭିଭଳି ସମସ୍ୟା ଲାଗି ରହିଅଛି । ଏହା ଗୋଟିଏ ରିପୋର୍ଡ ଆଡକୁ ଦର୍ଶାଉଛି ତାହା ହେଉଛି ଜଳବାୟୁ ର ପରିବର୍ତ୍ତନ । ଏହି ରିପୋର୍ଟ ଅନୁଯାୟୀ ୨୦୫୦ ସୁଧା ପୃଥିବୀର ଅନେକ ସାରା ବଡ ବଡ ସହର ଜଳ-ମ-ଗ୍ନ ହୋଇଯିବେ ।

କାରଣ ଗ୍ଲାସିୟର ତରଳୁଛି ଏବଂ ଜଳବାୟୁ ପରିବର୍ତ୍ତନ ହେଉଅଛି । ସୁରଟ, ନାସିକ, ମୁମ୍ବାଇ, ପୁନେ, ଗୋଆ ଏବଂ ଏହା ସହିତ କୋଚ, କେରଳା, ମଦୁରାଇ, ଚେନ୍ନାଇ, ବିଜୟୱାଡା, କାକୀନାଡା, ବିଶାଖା ପାଟନାମ, ବରମ୍ପୁର, ପୁରୀ, ଏହି ସବୁ ସହର ବର୍ତ୍ତମାନ ଅଛି ସଙ୍କଟ ଘରରେ ।

ଆକଳନ କରାଯାଉଅଛି ଯେ ୨୦୩୦ ସୁଧା ଏହା ସମୁଦ୍ର ଗର୍ଭ କୁ ଚାଲି ଯାଇପାରେ । ଭାରତରେ ହୋଇଯାଇଥିବା ସାମୁଦ୍ରିକ ଝ-ଡ ଏହା ହିଁ ପ୍ରମାଣିତ କରୁଛି ଯେ କିଭଳି ଭାବରେ ରି-ସ୍କ ରେ ରହିଅଛି ପର୍ଯ୍ୟଟନ ସହର ଜଗନ୍ନାଥ ଧାମ ପୁରୀ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *