କଣ ପୁଣି ଥରେ ବାପା-ମା’ ହେବେ Virat-Anushka ? ବେବି ବମ୍ପ ସହିତ Actress ଙ୍କ ଫୋଟୋ ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କୁ ନିଶ୍ଚୟ ଜାଣି ଥିବେ । ଅନୁସ୍କା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ସେ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ଦିଗଜ ଅଭିନେତାଙ୍କ ସହ ସେ କାମ କରିଛନ୍ତି । ଆସିବା ଦିନରୁ ଅନୁସ୍କା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଅନୁସ୍କା ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ଭିରାଟ କୋହିଲିଙ୍କ ସହ ପ୍ରେମ ବିବାହ କରିଛନ୍ତି ।

ଗତ ବର୍ଷ ଅନୁସ୍କା ଓ ଭିରାଟ ଘୋଷଣା କରିଥିଲେ ଯେ ସେମାନେ ୨୦୨୧ରେ ମା ବାପା ହେବାକୁ ଯାଉଛନ୍ତି । ଏହି ବର୍ଷ ଅନୁସ୍କା ତାଙ୍କ ଝିଅ ବମିକାଙ୍କୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ହେବା ପରେ ଅନୁସ୍କା ଆଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଅଛନ୍ତି ହେଲେ ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରହୁଛନ୍ତି । ସେ ସଂପୂର୍ଣ୍ଣ ସମୟ ତାଙ୍କ ଝିଅ ଓ ସ୍ଵାମୀଙ୍କ ସହ ବିତାଉ ଛନ୍ତି ।

ହେଲେ ସମୟ ସମୟରେ ସେ ସୋସିଆଲ ମିଡିଆ ଦ୍ଵାରା ନିଜ ଫ୍ୟାନ୍ସ ମାନଙ୍କ ସହ ଯୋଡି ହେଉଛନ୍ତି । ଗତ କିଛି ସମୟ ହେବ ଅନୁସ୍କାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଅନୁସ୍କା ନିଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଅନୁସ୍କାଙ୍କ ଏହି ଫଟୋ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବନ୍ଧୁଗଣ ଏହି ଫଟୋ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅନୁସ୍କାଙ୍କ ବିଷୟରେ ।

ଭାଇରାଲ ହେଉଥିବା ଫଟୋରେ ଅନୁସ୍କାଙ୍କ ବେବି ବମ୍ପ ସଫା ନଜର ଆସୁଛି । ସମସ୍ତେ ଭାବୁ ଛନ୍ତି ଅନୁସ୍କା ପୁଣି ଥରେ ମା ହେବାକୁ ଯାଉଛନ୍ତି ଏହି ଫଟୋକୁ ଦେଖି ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ହେଲେ ବନ୍ଧୁଗଣ ଅନୁସ୍କା ଏହି ଫଟୋ ଅପଲୋଡ କରିବା ସହ କିଛି ଖାସ ସୂଚନା ମଧ୍ୟ ଦେଇଛନ୍ତି । ବନ୍ଧୁଗଣ ଏହି ଫଟୋ ଅପଲୋଡ କରିବା ପରେ ଅନୁସ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଷ୍ଟୋରି ଅପଲୋଡ କରିଥିଲେ ।

ସେହି ଫଟୋରେ ସେ ସୋଫା ଉପରେ ବସି ଥିବାର ନଜର ଆସୁଛନ୍ତି । ସେ ଏହି ଫଟୋରେ କ୍ୟାପ୍ସନରେ ଲେଖିଛନ୍ତି’୨୦ ନଭେମ୍ବର ୨୦୨୦ର ସ୍ମୃତି’ । ତା ହେଲେ ଏହି ଫଟୋଟି ତାଙ୍କ ପ୍ରେଗ୍ନେନ୍ସି ସମୟର ଅଟେ । ପୁରୁଣା ଫଟୋ ଅପଲୋଡ କରି ଅନୁସ୍କା ସମସ୍ତଙ୍କୁ ବିଚଳିତ କରିଦେଇଥିଲେ । ତେବେ ଅନୁସ୍କା ବର୍ତ୍ତମାନ ନିଜ ସ୍ଵାମୀ ଓ ନିଜ ଝିଅ ସହ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁସ୍କା ଶର୍ମା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *