କାହିଁକି ରାତିରେ କାନ୍ଦନ୍ତି କୁକୁର ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଘର ପାଖରେ ନିଶ୍ଚୟ କିଛି କୁକର ରହୁଥିବେ । ସାଧାରଣତଃ ଏହି କୁକୁର ମାନେ ଦିନ ସମୟରେ ବହୁତ ଶାନ୍ତ ହୋଇ ରହିଥାନ୍ତି । ଏପରିକି ରାତ୍ରି ୧୦ ଟା ପର୍ଯ୍ୟନ୍ତ ମଧ୍ୟ ଶାନ୍ତ ରହିଥାନ୍ତି । ହେଲେ ରାତିରେ ଶୋଇବା ପରେ କିଛି ସ୍ଥାନରେ କୁକୁର ମାନେ ଜୋର ଜୋର ସେ କାନ୍ଦି ଥାନ୍ତି । ଆପଣ ମାନେ ମଧ୍ୟ କୁକୁର କାନ୍ଦଣା ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ କୁକୁର କାନ୍ଦିବାର କିଛି ବହୁତ ବଡ କାରଣ ରହିଛି ।

ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କୁକୁର କାନ୍ଦିବାର କାରଣ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଆମର ପ୍ରଥମ କାରଣ ହେଉଛି ଆତ୍ମା ଦୃଶ୍ୟମାନ ହେବା । ଅର୍ଥାତ କୁକୁର ରାତ୍ରି ସମୟରେ ଏଥିପାଇଁ କାନ୍ଦି ଥାନ୍ତି କାରଣ ତାଙ୍କୁ କୌଣସି ଆତ୍ମା ନଜର ଆସିଥାଏ । ଆତ୍ମା ଦେଖିବା ଦ୍ଵାରା କୁକୁର ମାନେ ଜୋର ଜୋର ସେ ଚିତ୍କାର କରିବା ସହ କାନ୍ଦି ଥାନ୍ତି ।


୨. ବନ୍ଧୁଗଣ କୁକୁର କାନ୍ଦିବାର ଦୁତୀୟ କାରଣ ହେଉଛି ସେମାନେ ନିଜ ସାଙ୍ଗ ମାନଙ୍କୁ ଡାକୁଛନ୍ତି । ବେଳେବେଳେ କୁକୁର ମାନେ ରାତ୍ରି ସମୟରେ ଅଲଗା ଅଲଗା ହୋଇ ଭ୍ରମଣ କରିଥାନ୍ତି । ପରସ୍ପର ସହ ଏକଜୁଟ ହେବା ପାଇଁ ମଧ୍ୟ ସେ ଏହି ଚିତ୍କାର କରିଥାନ୍ତି ।

୩. ବନ୍ଧୁଗଣ ବୈଜ୍ଞାନିକ ମାନଙ୍କ ମତରେ ଏହାର ତୃତୀୟ କାରଣ ହେଉଛି ଯେତେବେଳେ କୁକୁର ମାନଙ୍କୁ କଷ୍ଟ ହୋଇଥାଏ ସେତେବେଳେ ମଧ୍ୟ ସେ ଏହିପରି ଚିତ୍କାର କରି କାନ୍ଦି ଥାନ୍ତି । ବନ୍ଧୁଗଣ କୁକର ଏକ ଏପରି ପ୍ରାଣୀ ଅଟେ ଯାହାକୁ ମଣିଷ ମାନଙ୍କ ସହ ମିଶି ରହିବାକୁ ଇଛା ହୋଇଥାଏ, ତେଣୁ ରାତି ସମୟରେ କୁକୁର ଏକା ହୋଇଯିବାରୁ ସେମାନେ ଚିତ୍କାର କରି ସମସ୍ତଙ୍କୁ ଡାକି ଥାନ୍ତି ।

୪. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହା ମଧ୍ୟ ମାନ୍ୟତା ରହିଛି ଯେ, ଯେତେବେଳେ ଯମରାଜା ପୃଥିବୀ ପୃଷ୍ଟରେ ପାଦ ଦେଇଥାନ୍ତି ସେତେବେଳେ ମଧ୍ୟ କୁକୁର ଏହିପରି ଭାବରେ ଚିତ୍କାର କରିଥାଏ । ଏହାର ମୁଖ୍ୟ କାରଣ ହେଉଛି କୌଣସି ଲୋକର ମୃତ୍ୟୁ ।

୫. ବନ୍ଧୁଗଣ ଆମର ଶେଷ କାରଣ ହେଉଛି କୁକୁର ନିଜର ଜୀବନ ସାଥି ବା ନିଜ ପାର୍ଟନରକୁ ଡାକିବା ପାଇଁ ମଧ୍ୟ ଏହିପରି ଚିତ୍କାର କରିଥାଏ  । ଏହାର ଅନ୍ୟ ଏକ କାରଣ ହେଉଛି କୁକୁର ଭୋକିଲା ଥିବାରୁ ମଧ୍ୟ ଚିତ୍କାର କରିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *