କଣ କରନ୍ତି ଏହି Ollywood ଅଭିନେତ୍ରୀ ମାନଙ୍କର ସ୍ବାମୀ ମାନେ ? ପ୍ରଥମ ଥର ପାଇଁ ଦେଖନ୍ତୁ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କିଛି ଲୋକପ୍ରିୟ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ସ୍ଵାମୀ ମାନେ ରିଅଲ ଲାଇଫରେ କଣ କାମ କରନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

ଆପଣ ମାନେ ସମସ୍ତେ ଅର୍ଚ୍ଚିତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଗତ କିଛି ମାସ ତଳେ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ । ତେବେ ସବ୍ୟସାଚୀ ଜଣେ ଅଭିନେତା ହେବା ସହିତ ଜଣେ ସମାଜସେବୀ ମଧ୍ୟ ଅଟନ୍ତି ।

ଜାଙ୍କଲିନ ପରିଡା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଅଭିନେତ୍ରୀ ଜାଙ୍କଲିନ ପରିଡା । ଆପଣ ମାନେ ସମସ୍ତେ ଓଡିଆ ସିରିଏଲରେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ପ୍ରେମୀ ଅରବିନ୍ଦଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ଅରିବିନ୍ଦ ମଧ୍ୟ ଜଣେ ଓଡିଆ ଟିଭି ଅଭିନେତା ଅଟନ୍ତି ।

ଦିପ୍ତିରେଖା ପାଢି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଦିପ୍ତିରେଖା ପାଢି । ଆପଣ ମାନେ ସମସ୍ତେ ଦୀପ୍ତିଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ତେବେ ଗତ କିଛି ମାସ ତଳେ ଦୀପ୍ତି ସୋମ୍ୟରଞ୍ଜନଙ୍କ ସହ ବିବାହ କରିଥିଲେ । ସୋମ୍ୟରଞ୍ଜନ ଶତପଥି ଜଣେ ଶିଲ୍ପପତି ଅଟନ୍ତି ।

ସୋମାଲିନ ପରିଡା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ସୋମାଲିନ ପରିଡା । ସୋମାଲିନ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ତଳେ ସୋମାଲିନ୍ ନିଶୀଥଙ୍କ ସହ ବିବାହ କରିଥିଲେ । ନିଶୀଥ କଲିକତାର ଗୋଟେ ଆଇଟି କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।


ସୋନାଲି ଓଝା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ସୋନାଲି ଓଝା । ଆପଣ ମାନେ ସମସ୍ତେ ସୋନାଲିଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ୨୦୨୦ ମସିହାରେ ସୋନାଲି ପ୍ରଜ୍ଞା ସାଗର ଦାସଙ୍କ ସହ ବିବାହ କରିଛନ୍ତି । ତେବେ ପ୍ରଜ୍ଞା ରିଲିଆନ୍ସ ଜିଓ କମ୍ପାନୀରେ ସିନିୟର ଇଡିଏସ ଅଛନ୍ତି ।

Leave a Reply

Your email address will not be published. Required fields are marked *