ଭଲ କରି ପାଟି ଫିଟିନି, କିନ୍ତୁ ପାଟିରେ ବାଟୁଳି ବାଜୁନି…ଦେଖନ୍ତୁ ତ ଆମ ବୁଢ଼ି ମାଉସି କଣ କହୁଛନ୍ତି, ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ଲୋକମାନେ ଚାହିଁଲେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇପାରିବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ କୁନି ଝିଅ ବୁଢୀ ମାଉସୀର ଅଭିନୟ କରୁଥିବାର ନଜର ଆସୁଛି । ବନ୍ଧୁଗଣ ଏହି ଭିଡିଓରେ କୁନି ଝିଅଟି ବୁଢୀ ମାଉସୀ ଗେଟ ଅପ୍ ନେଇଛି ଆଉ ବହୁତ ସୁନ୍ଦର ଦେଖା ଯାଉଛି ।

କୁନି ଝିଅଟି ମା ତାକୁ ଅନେକ ପ୍ରଶ୍ନ ପଚାରୁଛନ୍ତି ଆଉ ଝିଅଟି ବହୁତ ସୁନ୍ଦର ଭାବରେ ଉତ୍ତର ଦେଉଛି । ଏତେ କମ ବର୍ଷ ବୟସରେ ଝିଅଟି ବୁଢୀ ମାଉସୀ ମାନେ ଯେଉଁ ଭଳି ଭାବରେ କଥା ବାର୍ତ୍ତା କରନ୍ତି ସେହି ଭଳି ଭାବରେ କରୁଛି । ଏହି ଝିଅର ଜବରଦସ୍ତ ଅଭିନୟ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଝିଅଟି ବୁଢୀ ମାଉସୀ ହୋଇ ନିଜ ପୁଅ, ଝିଅ ଓ ଜ୍ଵାଇଁ ବିଷୟରେ ଅନେକ କଥା କହୁଛି ।

କଥା ବାର୍ତ୍ତା ହେବା ସମୟରେ ଝିଅଟି ବହୁତ କ୍ୟୁଟ ଏକ୍ସପ୍ରେସନ ମଧ୍ୟ ଦେଉଛି ଯାହା ଦେଖି ଲୋକମାନେ ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି କୁନି ଝିଅର ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *