Sumit ଙ୍କ ବାପାଙ୍କ ଉପରେ ତାତିଲେ ସ୍ଥାନୀୟ ଲୋକ, କହିଲେ’ ଗୋଟେ ଝିଅ ମାସେ ହେଲାଣି ବାହାରେ ବସିଛି, ସେହି ଗୋଟେ ଲୋକ ପାଇଁ ବରମପୁର ର ଉଜ୍ଜତ ଗଲାଣି, ତାକୁ…’ ଦେଖନ୍ତୁ Video

ବନ୍ଧୁଗଣ, ପ୍ରାଏ ୧ ମାସ ହେବ ଚାଲିଆସୁଥିବା ଡାକ୍ତର ସୁମିତ ଏବଂ ତାଙ୍କ ଧର୍ମ ପତ୍ନୀ ତପସ୍ଵିନୀ ଙ୍କ ବିବାଦରେ ବର୍ତ୍ତମାନ ଜନସାଧାରଣ ମୁହଁ ଖୋଲିଛନ୍ତି । ସୂଚନା ଅନୁଯାୟୀ ୭ ଦିନ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଏକାଠି ରହିବା ନିମନ୍ତେ କୁହାଯାଇଥିଲା । ୭ ଦିନ ପରେ କୋର୍ଟ ଙ୍କ ରାୟ ଅନୁଯାୟୀ ସୁମିତ ନିଜ ଧର୍ମ ପତ୍ନୀ ଙ୍କୁ ନେଇ ଭଡା ଘରେ ଏକାଠି ରହିବେ । ମାତ୍ର ହଟାତ ଡାକ୍ତର ସୁମିତ ଥାନା ସମୁଖରୁ ସ୍କୁଟି ରେ ବସି କେଉଁଠାକୁ ଚାଲିଯାଇଥିଲେ ।

ଏହାପରେ ଘଟଣା ଟି ଆଉ ଏକ ନୂଆ ମୋଡ ନେବାକୁ ଲାଗିଲା । ମାନ୍ୟବର କୋର୍ଟ ଙ୍କ ନିସ୍ପତି କୁ ନମାନି ହଟାତ ଏଭଳି ଗାୟବ ହୋଇଯିବ କେତେଦୂରେ ସଠିକ ? ଏହାପରେ ତପସ୍ଵିନୀ ପୁନ୍ନର୍ବାର ପ୍ରତିବାଦ କରିବାରୁ ଡାକ୍ତର ସୁମିତା ତଥା ତାଙ୍କ ପରିବାର ଲୋକେ ସମୁଖକୁ ଆସିନଥିଲେ । ମାତ୍ର ତାଙ୍କ ଓକିଲ ଗଣମାଧ୍ୟମକୁ କହିଲେ ଯେ, ସୁମିତ ଙ୍କ ଦେହ ଖରାପ ଥିବାରୁ ସେ ନିଜ ସାଙ୍ଗ ଘରେ ଥାଇ ବିଶ୍ରାମ ନେଉଛନ୍ତି ।

ଏହାପରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁମିତ ସମୁଖକୁ ଆସିନାହାଁନ୍ତି । କିନ୍ତୁ ତପସ୍ଵିନୀ ଙ୍କ ନାମରେ ଏକ ଅଡିଓ କ୍ଲିପ ଛାଡି ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ତପସ୍ଵିନୀ ମତେ ଏବଂ ମୋ ଫ୍ୟାମିଲି କୁ ସଂପୂର୍ଣ୍ଣ ରୂପରେ ବରବାଦ କରି ସାରିଲେଣି । ମୋ ଦେହ ଅସୁସ୍ଥ ଏବଂ ମୁଁ ନିଜେ ଡିପ୍ରେସନରେ ଥିବାରୁ ଛାଡି ଚାଲି ଆସିଛି ।

ମାତ୍ର ଏହିସବୁ ମାମଲା କୁ ଦୀର୍ଘ ଦିନ ଆଗରେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବାର ଦେଖି ବରମପୁର ର ଜନ ସାଧାରଣ ବର୍ତ୍ତମାନ ସୁମିତ ଙ୍କ ଘର ଆଗରେ ପୋଲିସ ବାବୁ ମାନଙ୍କୁ ପ୍ରଶ୍ନ ପଚାରି ନ୍ୟାୟ କୁଆଡେ ଗଲା ବୋଲି ପଚାରିଛନ୍ତି । ବରମପୁର ର ବାସିନ୍ଦା କହିଛନ୍ତି ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସୁଛି ଗୋଟେ ଝିଅ ଟି କାନ୍ଦି କାନ୍ଦି ନ୍ୟାୟ ମାଗୁଛି ନ୍ୟାୟ କାହିଁ ? ବରମପୁର ନା କେବଳ ଜଣେ ଲୋକ ପାଇଁ ବରବାଦ ହୋଇ ସାରିଲାଣି ।

ଯେତେବେଳେ ପ୍ରମୋଦ ସାହୁ ଙ୍କ ପୁଅ ସେ ଝିଅକୁ ଭଲପାଇ ବିବାହ କରିଥିଲା ସେତେବେଳେ କଣ ଆଉ ତା ପୁଅନ୍କୁଆଟକାଇ ପାରିଲେନୀ ସେ ? ଏଭଳି ବିଭିନ୍ନ ପ୍ରଶ୍ନ ପଚାରି ସୁମିତ ଙ୍କ ଘର ଆଗରେ ତପସ୍ଵିନୀ ଙ୍କୁ ନ୍ୟାୟ ମାଗି ହରତାଳ କରିଛନ୍ତି ସେଠାକାର ବାସିନ୍ଦା । ସେମାନେ କହିଛନ୍ତି ଯେ ଉଚିତ ନ୍ୟାୟ ନ ମିଳିଲେ ପରିସ୍ଥିତି ଗମ୍ଭୀର ହୋଇ ରାସ୍ତାରୋକ କରିବେ । ବନ୍ଧୁଗଣ ଏହି ବିବାଦ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *