Aryan ଙ୍କ ପାଇଁ କିଛି ଏମିତି ରିଆକ୍ସନ ଦେଲେ Shekhar Suman, କହିଲେ- “Shahrukh କିଛି ବି ହେଇଯାଉ ନା କାହିଁକି, ପୁଅ….” ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଗତ କିଛି ଦିନ ହେବ ଶାହରୁଖଙ୍କ ପୁଅ ଅରିୟାନଙ୍କୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚା ହେଉଛି । ଡ୍ର-ଗ୍ସ କେ-ସ-ରେ ଫ-ସି-ବା ପରେ ଅରିୟାନ ଖାନ ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ଏନସିବି ଗତ ଶନିବାର ଦିନ ଅରିୟାନଙ୍କୁ ଗି-ର-ଫ କରିଥିଲା ଓ ବର୍ତ୍ତମାନ ଆରିୟାନ ଜେ-ଲ-ରେ ଅଛନ୍ତି । ଅନ୍ୟ ପକ୍ଷରେ ନିଜ ପୁଅକୁ ବଞ୍ଚାଇବା ପାଇଁ ଶାହରୁଖ ନିଜ ସମସ୍ତ ଫିଲ୍ମର ସୁ-ଟି-ଙ୍ଗ-ଙ୍କୁ ଛାଡି ଆପ୍ରାଣ ଚେଷ୍ଟା କରୁଛନ୍ତି ।

ଅରିୟାନ ଖାନଙ୍କ ପାଇଁ ଅନେକ ବଲିଉଡ କଳାକାର ମାନେ ସମର୍ଥନ କରୁଛନ୍ତି । ସଲମାନ ଖାନ, ହ୍ରୀତିକ ରୋଷନ ଓ ସୋନୁ ସୁଦଙ୍କ ପରି ଦିଗଜ ବଲିଉଡ କଳାକାର ମାନେ ଶାହରୁଖ ଖାନଙ୍କୁ ସମର୍ଥନ ଦେଉଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତା ଶେଖର ସୁମନ ମଧ୍ୟ ଶାହରୁଖଙ୍କୁ ସମର୍ଥନ ଦେଇଛନ୍ତି । ଶେଖର ଶାହରୁଖ ଖାନଙ୍କୁ ସମର୍ଥନ ଦେଇ କିଛି ବଡ କଥା ଲେଖିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଶେଖର ସୁମନ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ପୋ-ଷ୍ଟ କରିଛନ୍ତି । ସେହି ପୋ-ଷ୍ଟ-ରେ ଶେଖର ଲେଖିଛନ୍ତି- ‘ମୁଁ ସବୁବେଳେ ଶାହରୁଖ ଓ ଗୌରିଙ୍କୁ ଭଲ ପାଇବା ଦେଇ ଆସିଛି । ମା ବାପା ହୋଇଥିବାରୁ ମୁ ବୁଝି ପାରୁଛି ସେ ଏବେ କେଉଁ ପରିସ୍ଥିତିର ସମ୍ମୁଖୀନ ହେଉଥିବେ’ । ଆଗକୁ ଶେଖର କହିଛନ୍ତି- ‘ମା ବାପାଙ୍କ ପାଇଁ ଏହି ପରିକା ସମସ୍ୟାର ସାମ୍ନା କରିବା ସହଜ ନୁହେଁ । ଯେତେବେଳେ ମୁ ମୋର ୧୧ ବର୍ଷର ପୁଅ ଆୟୁଷକୁ ହରେଇ ଥିଲି ସେତେବେଳେ ଶାହରୁଖ ହିଁ ଏକ ମାତ୍ର ଅଭିନେତା ଥିଲେ ଯିଏ ମୋ ପାଖକୁ ଆସି ମୋତେ ସପୋର୍ଟ କରିଥିଲେ’ ।

ଆଗକୁ ଶେଖର କହିଛନ୍ତି- ‘ମୁ ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କୁ ଜାଣି ନାହିଁ ହେଲେ ସେ ନିଜ ପୁଅକୁ ହରେଇ ଛନ୍ତି । ଗୋଟେ ଛୁଆକୁ ହରାଇବାର ଦୁଃଖ ମୁ ଭଲ ଭାବରେ ବୁଝିଛି’ । ତା ହେଲେ ବନ୍ଧୁଗଣ ଏହି ପରିକା କିଛି କଥା କହି ସମର୍ଥନ ଦେଇଛନ୍ତି ଶେଖର । ଆପଣ ମାନଙ୍କୁ ଶେଖରଙ୍କ ଏହି ପ୍ରତିକ୍ରିୟା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *