BJB ଛାତ୍ରୀ ମୃତ୍ୟୁ ରହସ୍ୟ: ‘ଅକଥନୀୟ ଯନ୍ତ୍ରଣାରୁ ମୋ ଝିଅ ଜୀବନ ହାରିଲା, BJB ପ୍ରିନ୍ସିପାଲ ସବୁ କିଛି ଜାଣି ବି…’ ଶୁଣନ୍ତୁ କଣ କହିଲେ Ruchika ଙ୍କ ବାପା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରର BJB କଲେଜରେ ଯୁକ୍ତ ୩ ର ଛାତ୍ରୀ ରୁଚିକା ମହାନ୍ତି ୨୦୧ ନମ୍ବର ରୁମରେ ଆ-ତ୍ମ-ହ-ତ୍ୟା କରିଛନ୍ତି । ରୁଚିକାଙ୍କ ମାତା ପିତା ତଥା ସଂପୂର୍ଣ୍ଣ ଗ୍ରାମବାସୀ ବହୁତ ମର୍ମାହତ ହୋଇପଡିଛନ୍ତି । ରୁଚିକା ଛୋଟବେଳୁ ଜଣେ ମେଧାବୀଛାତ୍ରୀ ଥିଲେ । ତାଙ୍କ କ୍ୟାରିୟରକୁ ନେଇ ମାତା ପିତା ଅନେକ ସ୍ଵପ୍ନ ଦେଖିଥିଲେ । ତେବେ ସେ ଆ-ତ୍ମ-ହ-ତ୍ୟା କରିବା ପରେ ବାପା ମା’ ଙ୍କ ସବୁ ଆଶା ଆଶାରେ ରାହିଜାଇଅଛି ।

୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନ ସହିନପାରି ଜୀବନ ହାରୁଥିବା ନିଜ ସୁ-ଇ-ସା-ଇ-ଡ ନୋଟରେ ଲେଖିଥିଲେ ଛାତ୍ରୀ ଜଣକ । ତେବେ ଛାତ୍ରୀ ରୁଚିକାଙ୍କ ବାପା କହିଛନ୍ତି ଯେ ମୋ ଝିଅ ବର୍ତ୍ତମାନ ଆଉ ନାହିଁ । ସେ ସବୁଦିନ ଲାଗି ଆଖି ବୁଝି ଦେଇଛି । କେବଳ ନିର୍ଯାତନା ନିମନ୍ତେ ସେ ଏଭଳି ପଦକ୍ଷପ ଉଠାଇଛି । ତେବେ ଏହି କଲେଜ ର ସମସ୍ତ ଭାର ପ୍ରିନ୍ସିପାଲ ବହନ କରନ୍ତି ।

ରୁଚିକା ପ୍ରିନ୍ସିପାଲଙ୍କ ସହିତ କଥା ହେବାକୁ ଚାହିଁଛନ୍ତି, ଏବଂ କହିଛନ୍ତି ଯେ ସେ ସଂପୂର୍ଣ୍ଣ ଭାବରେ ଦାୟୀ ମୋ ଝିଅର ମୃ-ତ୍ୟୁ ନିମନ୍ତେ । ଏବଂ ରୁଚିକାଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମୁଁ ସିଭିୟର ମେଣ୍ଟାଲ ପେନର ଅନ୍ତର୍ଭୁକ୍ତ ଅଛି । ଏହାର କଣ ଭରଣା କରାଯାଇପାରିବ କି ? କେବେ ନୁହେଁ, ଏଠାରେ ପ୍ରିନ୍ସିପାଲ ମହାଶୟ ବସିଛନ୍ତି, ଏବଂ ସେ ଜଣେ ଅଟୋନୋମସ କଲେଜର ଜଣେ ପ୍ରିନ୍ସିପାଲ ।

ମୁଁ ମୋ ଝିଅର ସୁ-ଇ-ସା-ଇ-ଡ ନୋଟ ପଢିନାହିଁ, କି ଜାଣିନଥିଲି ଏ ବିଷୟରେ । କଲେଜକୁ ଆସି ଦେଖିଲି ଏବଂ ଶୁଣିବାକୁ ପାଇଲି ଯେ ମୋ ଝିଅ ଆଉ ନାହିଁ । ଏବଂ ମାନସିକ ନିର୍ଯାତନା ଅତିରିକ୍ତ ହେବାରୁ ସୁଇସାଇଡ ଭଳି ପଦକ୍ଷପ ଉଠାଇଛି । ସେ ବହୁତ ଟର୍ଚରର ଶିକାର ହୋଇଛି । ଏବଂ ଏହି କଲେଜ ବାଲା ସବୁ ଜାଣିଛନ୍ତି । ପ୍ରିନ୍ସିପାଲ ମଧ୍ୟ ରୁଚିକାଙ୍କ ବାପାଙ୍କ ସହିତ କଥା ନହୋଇ ପଳାଇ ଯାଉଛନ୍ତି ।

ତେଣୁ କିଏ ସେ ୩ ସିନିୟର ଯାହାଙ୍କ ପାଇଁ ଆ-ତ୍ମ-ହ-ତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଲେ ରୁଚିକା ? ଏଭଳି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଯେଉଁଭଳି ଭାବରେ ରୁଚିକାର ମୃ-ତ୍ୟୁ ହୋଇଛି ତାହାକୁ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ତେବେ ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *