‘ଶିକ୍ଷାନୁଷ୍ଠାନ ନୁହେଁ ସେଇଟା ଗୋଟେ ବେଶ୍ୟାଳୟ’ ଦେଖନ୍ତୁ ଏ ନେଇ କଣ କହିଲେ Mamita ଙ୍କ ବାପା, ସ୍କୁଲରେ ହେଉଥିଲା ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନି-ଖୋ-ଜ ଘଟଣାରେ ସ୍କୁଲରେ ଦେ-ହ ବ୍ୟ-ବ-ସା-ୟ ଚାଲିଥିବା ଅ-ଭି-ଯୋ-ଗ ହୋଇଛି । ଝିଅମାନଙ୍କ ମାର୍କ ବଢ଼ାଇବାକୁ ଦେ-ହ ବ୍ୟ-ବ-ସା-ୟ କରାଯାଉଥିଲା । ଏନେଇ ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅ-ଭି-ଯୋ-ଗ ହୋଇଛି । ତେବେ ଏହି ଘଟଣା ରେ ପୋଲିସର ଛା-ନ-ଭି-ନ୍ ଜାରି ରହିଥିବା ବେଳେ ରାଜନୀତି ଜୋର ଧରିଛି ।

ଏହା ମଧ୍ୟରେ ମାମଲାକୁ ନେଇ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ନି-ଖୋ-ଜ ପୂର୍ବରୁ ଶେଷଥର ପାଇଁ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଗାଡ଼ିରେ ମମିତା ଯାଇଥିଲେ । ସ୍କୁଲ ଯିବା ବେଳେ ଅଧା ରାସ୍ତାରୁ ମମିତାଙ୍କୁ ଗାଡ଼ିକୁ ଡାକିଥିଲେ ଗୋବିନ୍ଦ । ଏନେଇ ନିଜ ମାଆଙ୍କୁ ଫୋନ ଯୋଗେ ମମିତା କହିଥିଲେ । ଏହା ପରେ ହଷ୍ଟେଲ ରେ ପହଞ୍ଚିଥିବା କଥା ୯ଟା ୫୦ରେ ମାଆଙ୍କୁ କହିଥିଲେ ।

କିନ୍ତୁ ଗୋବିନ୍ଦ ସାହୁଙ୍କ ଗାଡ଼ିରେ ଯିବା ପରେ ମମିତାଙ୍କ ଖବର ମିଳି ନଥିଲା । ଗୋବିନ୍ଦଙ୍କ ଗାଡ଼ିରେ ମମିତା ଯାଇଥିବା ନେଇ ସିସିଟିଭିରେ ଚିତ୍ର କଏଦ ହୋଇଛି । ଏହା ବ୍ୟତୀତ ଖବର ମିଳିଛି ଯେ, ନି-ଖୋ-ଜ ଶିକ୍ଷୟିତ୍ରୀ ମମିତା ମେହେର ପୂର୍ବରୁ ଚାକିରି ଛାଡ଼ିବାକୁ ଚାହିଁଥିଲେ । ଏନେଇ ତାଙ୍କ ମା’ଙ୍କୁ କହିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ଲକଡାଉନ୍ ପରେ ଆଉ ଚାକିରି କରିବି ନାହିଁ ବୋଲି ମମିତା କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୮ ତାରିଖ ଶିକ୍ଷୟିତ୍ରୀ ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନି-ଖୋ-ଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗ-ଳି-ତ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି । ଏହି ମୃ-ତ-ଦେ-ହ ମମିତାଙ୍କର ନା ଆଉ କାହାର ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

ତେବେ ତାଙ୍କ ବାପା ଙ୍କ କହିବା କଥା ଯଦି ଏହି ଶ-ବ ଟି ତାଙ୍କ ଝିଅ ର ହୋଇଥିବ ତେବେ ସେ ବହୁତ କଡା ପଦକ୍ଷେପ ନେବେ । ଏହା ଛଡା ଏହି ବିଦ୍ୟାଳୟ କୁ ମଧ୍ୟ ବ-ନ୍ଦ କରିଦେବେ ବୋଲ ସେ କହିଛନ୍ତି । ଏହି ମାମଲାରେ ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛା-ନ-ଭି-ନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜ-ବ-ତ ହୋଇଥିଲା ।

ଶିକ୍ଷୟିତ୍ରୀ ନି-ଖୋ-ଜ ଘ-ଟ-ଣା-ରେ ଗୋବିନ୍ଦଙ୍କୁ ଅ-ଟ-କ ରଖିଥିଲା ପୋଲିସ କିନ୍ତୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚ-ମ୍ପ-ଟ ମା-ରି-ଥି-ଲେ । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଥିଲା  । ଖବର ଅନୁସାରେ ଏବେ ଗୋବିନ୍ଦ ସାହୁ ପୋଲିସ ହାତରେ ଧରା ପଡିଛି ।

Leave a Reply

Your email address will not be published. Required fields are marked *