ନିଜ ଜୀବନର କିଛି ଅକୁହା କଥା ଖୋଲି କହିଦେଲେ ଯାତ୍ରା ଅଭିନେତ୍ରୀ Soni, କହିଲେ ‘ମୁଁ ପୁଅଙ୍କ ସ୍ପର୍ଶରେ ଆସିଛି, ମୋତେ ଲକ୍ଷେ ଟୋକା…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ସୋନିଙ୍କ ବିଷୟରେ କହିବାକୁ ଯାଉଛୁ । ସୋନି ନିଜ ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ ଦ୍ଵାରା ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ସୋନି ଏକ ସାକ୍ଷାତ୍କାରରେ ନିଜ ଲଭ ଲାଇଫ ବିଷୟରେ କହିଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ସୋନିଙ୍କ ମତରେ-‘ମୁଁ ମୋ ଜୀବନରେ ଜଣଙ୍କୁ ଭଲ ପାଇଛି । ଏମିତି କେଉଁ ଝିଅ ନାହିଁ ଯେ କହିବ ମୋ ସ୍ପର୍ଶରେ ପୁଅ ଆସିନି ଆଉ ଏମିତି କେଉଁ ପୁଅ ନାହିଁ ଯାହାର ସ୍ପର୍ଶରେ କେଉଁ ଝିଅ ଆସିନି’ । ଆଗକୁ ସେ କହିଛନ୍ତି-‘ମୋ ଲାଇଫରେ ବି ଜଣେ ଆସିଥିଲେ ହେଲେ ଏବେ ଏଣ୍ଡ । ଘରେ ଯେଉଁଠି ଚଏସ କରିବେ ସେଠି ବିବାହ କରିବି ।

ରୂପ ଯୌବନ ଚିର ସ୍ଥାୟୀ ନୁହେଁ ସେମିତି ଟଙ୍କା, ଘର ଦ୍ଵାରା ଓ ବ୍ୟାଙ୍କ ବାଲାନ୍ସ ମଧ୍ୟ ଚିର ସ୍ଥାୟୀ ନୁହେଁ । ଆଜି ମୁଁ ଏଇ ଲେବୁଲରେ ଅଛି କାଲି ମୁଁ ଥାଳି ଧରି ଭିକ ମାଗିପାରେ । ତେଣୁ ମୁଁ ଲାଇଫରେ ଭାବିନି ଆଗକୁ କଣ କରିବି କଣ ହେବି ଏବେ ଯାହା ଅଛି ମଣିଷ ଦିନେ ଜନ୍ମ ଦିନେ ମରଣ’।

ଆଗକୁ ସେ କହିଛନ୍ତି-‘ମଣିଷ ଜୀବନ ସବୁବେଳେ ହସ ଆଉ ଅନ୍ୟଙ୍କୁ ବି ହସାଅ କାହାକୁ ଦୁଃଖ ଦିଅନି । ଏବେ ମୋତେ ଲାଗୁଛି ମୋତେ ଲକ୍ଷେ ପରେ ପ୍ରପୋଜ କଲେଣି । କିନ୍ତୁ ମୋର ଇଣ୍ଟରେଷ୍ଟ ନାହିଁ ଲଭ ପାଇଁ । ଯେଉଁଠି ବି ଆମର ସ୍ଟେଜ ପର୍ଫରମାନ୍ସ ହୁଏ ସେଇଠି 7-8 ଆସନ୍ତି କୁହନ୍ତି ମ୍ୟାଡମ ସେଲଫି ନେବୁ, ମ୍ୟାଡମ ଅଟୋଗ୍ରାଫ ଦିଅନ୍ତୁ । ବହୁତ ଖୁସି ଲାଗେ ନିହାତି ମୁଁ କେଉଁ ଜନ୍ମରେ କଣ କରିଥିଲି ମୋ ବାପାଙ୍କ ଆଶୀର୍ବାଦ ଆପଣ ମାନଙ୍କ ଭଲ ପାଇବା ମୋର ମେହେନତ’ ।

ଆଗକୁ ସେ କହିଛନ୍ତି-‘ଦର୍ଶକ ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଯେହେତୁ ଆପଣ ମାନେ ମୋତେ ସେତିକି ଭଲ ପାଇବା ନ ଦେଇଥିଲେ ମୁଁ ଏଠି ପହଞ୍ଚି ନାଥନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅଭିନେତ୍ରୀ ସୋନି ନିଜ ଲଭ ଲାଇଫ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ସୋନି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *