ଯାତ୍ରା ହିରୋଇନ Kaberi କଲେ ବଡ ଖୁଲାସା, କହିଲେ ଯାତ୍ରାରେ ମତେ ସବୁବେଳେ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ କାବେରୀଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । କାଏରି ଅନେକ ଗଣନାଟ୍ଯରେ କାମ କରିଛନ୍ତି । କାବେରୀ ନିଜ ଦମଦାର ଡ୍ୟାନ୍ସ ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ମାସ ତଳେ କାବେରୀ ଏକ ସାକ୍ଷାତ୍କାରରେ ନିଜ ଅଭିନୟ ଜୀବନୀ ବିଷୟରେ ଏକ ବଡ ଖୁଲାସା କରିଥିଲେ । ଆଜି ଆମେ ଆପଣ ମାନଙ୍କୁ କାବେରୀଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ  । 


ବନ୍ଧୁଗଣ କାବେରୀ ସେହି ସାକ୍ଷାତ୍କାରରେ କହିଛନ୍ତି-‘ ପିଲା ଦିନରୁ ମୋର ନାଚ ପ୍ରତି ବହୁତ ଆଗ୍ରହ ଥିଲା । ସ୍କୁଲରେ ପଢିବା ବେଳକୁ ମଧ୍ୟ ମୁ ବହୁତ ଡ୍ୟାନ୍ସ କରିଛି । ମୁ ଭାବି ନଥିଲି କେବେ ଆସିବି ବୋଲି ହେଲେ ଆସିକି ଇଣ୍ଡଷ୍ଟ୍ରିରେ ପାଦ ଦେଇ ତ ସାରିଛି ଆଉ କଣ କହିବି । ଆମ ଗାଁ ଥରେ ଥରେ ଯାତ୍ରା ଅନୁଷ୍ଠାନ ପଡିଥିଲା ସେହି ସମୟରେ ମୁ ମୋର ଏକ ଭଉଣୀଙ୍କ ସହ ଚାଲି ଆସିଥିଲି ।

ଦୁଇ ଦିନ ଧରି ଘରେ ବହୁତ କନ୍ଦା କଟା ହେବା ପରେ ସେମାନେ ମୋ କଥା ଜାଣି ଥିଲେ’ । ଆଗକୁ କାବେରୀ କହିଲେ-‘ପ୍ରଥମେ ତ ଘର ଲୋକ ସପୋର୍ଟ କରି ନଥିଲେ ହେଲେ ତା ପରେ କରିଲେ । ଆଜିକୁ ମୋର ଯାତ୍ରା ଜଗତରେ କାମ କରିବାର ୧୫ ବର୍ଷ ହେଇ ଗଲାଣି । ଏହି ୧୫ ବର୍ଷ ମଧ୍ୟରେ ମୁ ୭ଟି ଯାତ୍ରା ଅନୁଷ୍ଠାନରେ କାମ କରିଛି ।

ଯାତ୍ରା ଇଣ୍ଡଷ୍ଟ୍ରିରେ ଅ-ଶ୍ଳୀଇଳ ନାଚ ହେବା କଥା ନୁହେଁ ହେଲେ ଦର୍ଶକ ମାନଙ୍କ ଡିମାଣ୍ଡ ମଧ୍ୟ ଦେଖିବାକୁ ପଡିଥାଏ । ତେଣୁ ଏ ସବୁ ନିର୍ଭର କରେ ଯାତ୍ରା ଅନୁଷ୍ଠାନ ଓ ଦର୍ଶକ ମାନଙ୍କ ଉପରେ । ଦର୍ଶକ ମାନେ ଯାହା ଦେଖିବାକୁ ଚାହିଁବେ ଆମେ ତାଙ୍କ ଇଛା ପୂରଣ କରିଥାଉ । ହେଲେ ସମସ୍ତ ଝିଅ ଅ-ଶ୍ଳୀଇଳ ନାଚ କରିବା ପାଇଁ ଇଛା କରି ନଥାନ୍ତି’ ।

ଆଗକୁ କାବେରୀ କହିଲେ-‘କଳାକାର ମାନଙ୍କୁ ବହୁତ ଲୋକ ଭଲ ପାନ୍ତି । ଅ-ଶ୍ଳୀଇଳ ନୃତ୍ୟ କଥା ଯଦି ସମସ୍ତେ କହିବେ ତା ହେଲେ ଏହା ବନ୍ଦ ହୋଇପାରିବ । ଆମକୁ ବି ଖରାପ ଲାଗୁଛି କାରଣ ଅନେକ ଯାତ୍ରାରେ ବଡ ବଡ ପରିବାର ମାନେ ବି ଆସି ଦେଖନ୍ତି । ତେଣୁ ଆମେ ମାନେ କେବଳ କହି ପାରିବୁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ କାବେରୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *