‘ମୋର ଭିଲିୟାନ ମାନେ ବହୁତ ପସନ୍ଦ, କାହିଁକି ନା ସେମାନେ…’ ଦେଖନ୍ତୁ କହୁ କହୁ କଣ କହିଦେଲେ ଯାତ୍ରା ଅଭିନେତ୍ରୀ Bebina Jena, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଯାତ୍ରା ଅଭିନେତ୍ରୀ ବେବିନା ଜେନାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ । ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରି ପାରିଛନ୍ତି । ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ । ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ।

ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ । ସେ ଜଣେ ବହୁତ ଭଲ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଯାତ୍ରା ଅଭିନୟ ଦୁନିଆରେ ସେ ନିଜର ଏକ ବହୁତ ବଡ଼ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ ।

ସେ ଅଭିନୟ ଦୁନିଆରେ ନିଜକୁ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଅଭିନୟ ଦୁନିଆରେ ନିଜକୁ ବିଶେଷ ଭାବରେ ପରିଚିତ କରି ପାରିଛନ୍ତି । ଏହି ଅଭିନେତ୍ରୀଙ୍କ ଅଭିନୟ ଜୀବନ ଅନେକ ସଂଘର୍ଷମାୟ ଥିଲା । ତେବେ ସେ କହିଥାନ୍ତି କି ତାଙ୍କୁ ପିଲାବେଳୁ ଅଭିନୟ କରିବା ପାଇଁ ଅନେକ ଭଲ ଲାଗିଥାଏ । ସେହି କାରଣରୁ ସେ ଅଭିନୟ ଦୁନିଆରେ ନିଜର ଜୀବନ ଗଢିବେ ବୋଲି ଚିନ୍ତା କରିଥିଲେ ।

ତେବେ ଅଭିନୟ ଦୁନିଆରେ ସେ ନିଜକୁ ଅନେକ ଭାବରେ ପ୍ରତିଷ୍ଠା ଦେବାରେ ସଫଳ ହୋଇ ପାରିଥିଲେ । ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରି ସାରିଲେଣି । ନିଜର ଅଭିନୟ ପାଇଁ ସେ ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀଙ୍କ କହିବା ଅନୁସାରେ ସେ ଅଭିନୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହେବା ସହିତ ସେ ବହୁତ ଅଧିକ ଲୋକପ୍ରିୟତା ମଧ୍ୟ ପାଇ ପାରୁଛନ୍ତି । ତେବେ ନିଜର ସମସ୍ତ ପ୍ରଶଂସକ ମାନଙ୍କୁ ସେ ଧନ୍ୟବାଦ ଜଣାଇ ଥିଲେ ।


ସେ ବହୁତ ବଡ଼ ବଡ଼ ଯାତ୍ରାରେ ଅଭିନୟ କରି ସାରିଛନ୍ତି ଏହା ବ୍ୟତୀତ ତାଙ୍କର ଅଭିନୟ ଅନେକ ଭାବରେ ଆକର୍ଷଣୀୟ ହୋଇଥାଏ । ଏହା ସହିତ ସେ ଉଭୟ ନାୟିକା ଓ ଖଳନାୟିକା ଭୂମିକାରେ ମଧ୍ୟ ଅଭିନୟ କରି ଥାଆନ୍ତି । ତାଙ୍କୁ ସମସ୍ତ ଅଭିନୟ ଭଲ ଲାଗିଥାଏ ବୋଲି ସେ କହି ଥାଆନ୍ତି । ସେ କହିଥାନ୍ତି କି ଜଣେ କଳାକାର ପାଇଁ ଅଭିନୟ କରିବା ମୁଖ୍ୟ ଉଦ୍ଦେଶ୍ୟ ଅଟେ । ତେବେ ଏହା କେଉଁ ଚରିତ୍ର ହୋଇଥିବା ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ସେ କହିଥାନ୍ତି କି ଅଭିନୟ କରିବା ସମୟରେ ସେ ନିଜର ଚରିତ୍ରକୁ ଲୋକଙ୍କ ପାଖରେ ଭଲ ଭାବରେ ଉପସ୍ଥାପନ କରିବା ପାଇଁ ନିଜର ସମସ୍ତ ପ୍ରୟାସ କରି ଥାଆନ୍ତି । ଏହା ବ୍ୟତୀତ ଏଥିରେ ସେ ସଫଳ ମଧ୍ୟ ହୋଇ ଥାଆନ୍ତି । ତାଙ୍କର ଅଭିନୟ ସମସ୍ତ ଲୋକମାନଙ୍କୁ ଅନେକ ଭାବରେ ପସନ୍ଦ ମଧ୍ୟ ଆସିଥାଏ । ଯାହା ଫଳରେ ସେ ଆଜି ଏକ ବହୁତ ବଡ଼ ଯାତ୍ରା ଅଭିନେତ୍ରୀ ଭାବରେ ପରିଚିତ ହୋଇ ପାରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *