‘ବାବୁଶାନ ପ୍ରକୃତି ମିଶ୍ର ହାତ ନ ଛାଡିଲେ ଆମେ ଛାଡିଦେବୁ, ସେ ଆମ ଭାଇକୁ କଣ୍ଟ୍ରୋଲ କରିବା ପାଇଁ ଭାଇକୁ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନଙ୍କ ଫ୍ୟାନ୍ସ ମାନେ କହିଛନ୍ତି ଯେ ପୁରୀରେ ସୁ-ଟି-ଙ୍ଗ ହେଉଥିଲା “ବିଦ୍ୟାରାଣ”, ମାତ୍ର ସେଠାରେ ପ୍ରକୃତି ମିଶ୍ରଙ୍କର କିଛି ସିନ ନଥିଲା । ତାଙ୍କୁ ଇନଭାଇଟ ମଧ୍ୟ କରାଯାଇନଥିଲା କିନ୍ତୁ ସେ କ’ଣ ପାଇଁ ସେଠାକୁ ଯାଇଥିଲା ? ସେମାନେ କହିଛନ୍ତି ଯେ ଆମ୍ଭ ଗୃପରେ ରାସ୍ତା ଉପରେ ଭି-ଡି-ଓ ଆସିଥିଲା ଆମେ ସେଥିରେ ଦେଖିବାକୁ ପାଇଲୁ ଯେ ରାସ୍ତା ଉପରେ ଗାଡିରୁ ତୃପ୍ତି ଭାଉଜ ଯାଇ ବାବୁସାନ ଭାଇକୁ ଏହିଭଳି ପ୍ରଶ୍ନ ପଚାରିବା ସହିତ ମାଡ ମାରିଥିଲେ । ଏହାକୁ ଦେଖି ଆମ୍ଭକୁ ବହୁତ ଖରାପ ଲାଗିଲା ।

ଏହା ଦେଖି ଆମ୍ଭକୁ ବହୁତ ଖରାପ ଲାଗିଲା ମାତ୍ର ଏଭଳି ଆଦୌ ହେବା ଉଚିତ ନୁହେଁ । ପ୍ରକୃତି ମିଶ୍ର ଙ୍କ ସହିତ ବାବୁସାନଙ୍କର କେଉଁ ସମ୍ପର୍କ ରହିଅଛି ତାହା କେବଳ ସେମାନେ ହିଁ ଜାଣିଥିବେ ବୋଲି କହିଛନ୍ତି ବାବୁସାନଙ୍କ ଫ୍ୟାନ୍ସ । ଏହା ମଧ୍ୟ କହିଛନ୍ତି ଯେ ଲକଡାଉନ ସମୟରେ ପ୍ରକୃତି ଏବଂ ବାବୁସାନ ମିଶିଥିଲେ ।

ସେଠାରେ ଏକ ଇଭେଣ୍ଟ ହେଉଥିଲା ସେଥିପାଇଁ ସେମାନେ ସେଠାରେ ମିଶିଥିଲେ । ବାବୁସାନ କହିଛନ୍ତି ଯେ ପ୍ରକୃତି ତାଙ୍କର ପିଲାଦିନର ସାଙ୍ଗ ମାତ୍ର ଉଭୟଙ୍କୁ କେହି ଏକାଠି ଦେଖିନାହାଁନ୍ତି ପିଲାଦିନେ ସାଙ୍ଗ ହେବାର । “ଥୁକୁଲ” ଫିଲ୍ମ ରେ ଦେଖିବାକୁ ମିଳିଥିଲା ଏବଂ ବର୍ତ୍ତମାନ ଯେଉଁ ଚଳଚିତ୍ର ହେଲା “ପ୍ରେମମ” ସେଥିରେ ଦେଖିବାକୁ ମିଳିଛନ୍ତି । ତେବେ ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଛି ଏବଂ ଉଭୟ ସେହି ସମୟରୁ ଏକ ବନ୍ଧୁରୁ ଆଗକୁ ବଢିଯାଇଛନ୍ତି ।

ପ୍ରକୃତି ବାବୁସାନ ଙ୍କୁ ବୋଧ ହୁଏ ନିଶା ଖାଇବାକୁ ଦେଇ ତାଙ୍କୁ ଡିପ୍ରେସନ ଆଡକୁ ଯିବାକୁ ବାଧ୍ୟ କରିଛନ୍ତି । ଯାହାଦ୍ୱାରା ସେ କିଛି ଜାଣିପାରୁନଥିଲେ । ଏହିଭଳି ଲୋକମାନେ ଚର୍ଚ୍ଚା କରିଥିବାର ଶୁଣିବାକୁ ମିଳିଛି । ପ୍ରକୃତି ମିଶ୍ର ସହିତ ବାବୁସାନ ବର୍ତ୍ତମାନ ଚେନ୍ନାଇରେ ଅଛନ୍ତି । ଏଣୁ ଫ୍ୟାନ୍ସ ମାନେ ଅନୁରୋଧ କରି କହିଛନ୍ତି ଯେ ବାବୁସାନ ଯଥାଶୀଘ୍ର ନିଜ ପରିବାର ମଧ୍ୟକୁ ଫେରି ଆସନ୍ତୁ ଏବଂ ପ୍ରକୃତି ମିଶ୍ରଙ୍କ ସହିତ କୌଣସି ଚଳଚିତ୍ର କରନ୍ତୁ ନାହିଁ ।

ଅନେକ ହିରୋଇନ ମାନେ ଅଛନ୍ତି ତାଙ୍କ ସହିତ ନିଶ୍ଚିତ ଭାବରେ ଚଳଚିତ୍ର କରନ୍ତୁ ନଚେତ ଫ୍ୟାନ୍ସ ମାନେ ଆଉ ତାଙ୍କ ପାଖକୁ ଆସିବେନି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *