ଭାଇରାଲ ଫଟୋକୁ ନେଇ କଣ କହିଲେ Anubhav Mohanty, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନୁଭବ ଙ୍କ ଫ୍ୟାନ୍ସ ଏବଂ ପ୍ରଶଂସକ କହୁଥିବା ବ୍ୟକ୍ତି ବିଶେଷ କିଭଳି ଭାବରେ ସାମାଜିକ ଗଣ ମାଧ୍ୟମରେ ଏଭଳି ପୋଷ୍ଟ ତିଆରି କରି ନିଜର ପ୍ରିୟ ଅଭିନେତା ଅଭିନେତ୍ରୀ ଙ୍କୁ ଯେଉଁ ବିବାଦ ଘେରଙ୍କୁ ନେଇ ଆସୁଛନ୍ତି ଏହା କେତେ ଯୁକ୍ତି ଯୁକ୍ତ ଏବଂ କାହିଁକି ଏଭଳି ଘଟଣା ଘଟୁଛି ? ଏହି ବାବଦରେ ଅନୁଭବ ମହାନ୍ତି ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ଯେ ଯଦି କିଏ କହୁଛନ୍ତି ଏହା ପବ୍ଲିସିଟି ଷ୍ଟଣ୍ଡ ମାତ୍ର ତାକୁ ମୁଁ ତ କରିନାହିଁ ।

ମାତ୍ର ଯଦି ତାଙ୍କର କେହିଜଣେ ଫ୍ୟାନ୍ସ ଏହିଭଳି ଭାବରେ ଏକ ସୋ-ସି-ଆ-ଲ ଫଙ୍ଗସନରେ ତାଙ୍କ ସହିତ ଫଟୋ ଉଠାଇ ଏହିଭଳି କିଛି ଗୁଜବ ଖବର ମି-ଡି-ଆ କୁ ଦିଆଯାଇଛି, ଏଠାରେ ତାଙ୍କର କିଛି କହିବାର ନାହିଁ ବୋଲି ସେ କହିଛନ୍ତି । ମାତ୍ର ଏହିଭଳି ଓଭର ଏକ୍ସାଇଟେଡ ହୋଇ ଏହିଭଳି କିଛି କରିବା କଥା ନୁହେଁ । ଅନୁଭବ ଙ୍କ କହିବା କଥା ଯେ ଯଦି ତାଙ୍କର ମ୍ୟାରେଜ କରିବା କଥା ତେବେ ସେ ସମସ୍ତଙ୍କୁ ଜଣାଇ ମ୍ୟାରେଜ କରିବେ ।

ତାଙ୍କର ଡରିବାର କିଛି ନାହିଁ । ଅନୁଭବ କହିଛନ୍ତି ଯେ ଏଥିରେ ତାଙ୍କର କିଛି ହାତ ନାହିଁ ତଥା ସେହି ଫଟୋ ଗୁଡିକରେ ଅଧିକାଂଶ ଲୋକ ସମସ୍ତେ ଜାଣିପାରୁଛନ୍ତି ଏହା ଗୋଟିଏ ସୁ-ଟି-ଙ୍ଗ ସେଟର ଫଟୋ । ମାତ୍ର ଯଦି ତାଙ୍କର ଜଣେ ଫ୍ୟାନ ଏହିଭଳି କରିଛନ୍ତି ତେବେ ସେଥିରେ ତାଙ୍କର କିଛି କରିବାର ନାହିଁ ସେ ଓଭର ଏକ୍ସାଇଟେଡ ହୋଇ ଏହିଭଳି କରିଛି,

କିନ୍ତୁ ଯେଉଁଭଳି ଭାବରେ ଫ୍ୟାନ୍ସ ଜଣକ ବର୍ତ୍ତମାନ ସୁଦ୍ଧା ତାଙ୍କର ଫେସବୁକ ମାଧ୍ୟମରେ ଯେଉଁଭଳି ଭାବରେ କରି ଚାଲିଛନ୍ତି ଜାନୁୟାରୀ ମାସରେ ଖବର ଆସିବ ତଥା ଦ୍ଵିତୀୟ ସପ୍ତାହରେ ଖବର ଆସିବ, ତେବେ ସେଥିରେ କିଛି କହିବାର ନାହିଁ ସେ ତାଙ୍କର ପର୍ଶନାଲ କଥା କହିଛନ୍ତି କିନ୍ତୁ ଏହିଭଳି ଜଣଙ୍କର ନାମ ବ୍ୟବହାର କରି ଏହିଭଳି କରିବା କଥା ନୁହେଁ ଯେଉଁଥିପାଇଁ ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଏକ ଭୁଲ ମେସେଜ ଯାଉଛି ।

ଏହା ସହିତ ଅନୁଭବ କହିଛନ୍ତି ଯେ ଯଦି ଆଗକୁ ତାଙ୍କର କିଛି ଏହିଭଳି କିଛି କରିବାର ହେଉଛି ତେବେ ସେ ସମସ୍ତଙ୍କୁ ନିଶ୍ଚିତ ଭାବରେ ଜଣାଇବେ । ଯେଉଁ ଫଟୋଚିତ୍ର ଭା-ଇ-ରା-ଲ ହେଉଛି ତାହା ଏକ ସୁ-ଟି-ଙ୍ଗ ସେଟ ର ଫଟୋ ଅଟେ ଏବଂ ସେଠାରେ ତାଙ୍କର କିଛି ବନ୍ଧୁ ତଥା ଫ୍ୟାମିଲି ମଧ୍ୟ ଉପସ୍ଥିତ ଥିଲେ । ଗଣମାଧ୍ୟମରେ ପ୍ରସାରିତ ହେଉଥିବା କଥା ସଂପୂର୍ଣ୍ଣ ଭାବରେ ଯୁକ୍ତିଯୁକ୍ତ ନୁହେଁ ବୋଲି ଅଭିନେତା ଅନୁଭବ ମହାନ୍ତି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *