କି ଦୂର୍ବୁଦ୍ଧି ମୁଣ୍ଡକୁ ଜୁଟିଲା, କାଳ ହେଲା ନାଲିପାଣି ! ମଦ ପିଇ‌ କୂଅ ପାଖେ ବସିଥିଲେ ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ LIve ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଆ-ଶ୍ଚ-ର୍ଯ୍ୟ ଜନକ ଘ-ଟ-ଣା ଘ-ଟୁ-ଛି ଯାହା ବିଷୟରେ ଆମେ ମାନେ କଳ୍ପନା ବି କରିବା ମୁସ୍କିଲ । ସାଧାରଣତଃ ଏହି ସବୁ ଘ-ଟ-ଣା-ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଗତ କିଛି ସମୟ ହେବ ଏକ ଘ-ଟ-ଣା-ର ଚ-ର୍ଚା ସମସ୍ତ ସ୍ଥାନରେ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ଦୁଇଟି ଯୁବକଙ୍କ ପାଇଁ ମା-ରା-ତ୍ମ-କ ହେଲା ନି-ଶା ପା-ନ କରି କୂଅ ପାଖରେ ବସିବା । ନି-ଶା-ପା-ନ କରି ବସିବା ବେଳେ ଦୁଇ ଯୁବକ ଖ-ସି ପଡିଲେ କୂଅ ଭିତରକୁ । ସି-ସି-ଟି-ଭି ଫୁ-ଟେ-ଜ-ରୁ ଯାହା ଜଣା ପଡୁଛି ଉଭୟ ଯୁବକ ନି-ଶା-ପା-ନ କରି କୂଅ ଉପରେ ବସି ଥିଲେ । ହୋ-ସ ଚା-ଲିଯିବା ପରେ ଖ-ସି ପଡିଥିଲେ କୂଅ ଭିତରକୁ । ବନ୍ଧୁଗଣ ଏଭଳି ଏକ ଦୁ-ର୍ଭା-ଗ୍ୟ ଜ-ନ-କ ଘ-ଟ-ଣା ଘଟି-ଛି ସମ୍ବଲପୁର ଜିଲ୍ଲା ଟାଉନ ଥା-ନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ନିକଟରେ । ଏକ କୂଅ ଭିତରୁ ଦୁଇଟି ଯୁବକଙ୍କ ମୃ-ତ ଦେ-ହ ଉ-ଧା-ର କରିଛି ଅ-ଗ୍ନି-ସ-ମ ବିଭାଗ ।

ଦୁଇ ଯୁବକଙ୍କ ଘର ସମ୍ବଲପୁରରେ ଥିବା ଅନୁମାନ କରାଯାଉଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସଠିକ ପ-ରି-ଚ-ୟ ମିଳି ପାରି ନାହିଁ । ଏହା ସହିତ ସମ୍ବଲପୁର ଟାଉନ ଥା-ନା ପୋ-ଲି-ସ ଏହି ମା-ମ-ଲା ଉପରେ ତ-ଦ-ନ୍ତ ଆରମ୍ଭ କରିଛି । ଗତ କାଲି ରାତି ୧ ଟାରେ ସମ୍ବଲପୁର ଥା-ନା ଏହି ଘ-ଟ-ଣା-ର ସୂଚନା ପାଇ ଅ-ଗ୍ନି-ସ-ମ ବିଭାଗକୁ ସୂ-ଚ-ନା ଦେଇଥିଲା ଯାହା ଫଳରେ ଅ-ଗ୍ନି-ସ-ମ ବିଭାଗ ତୁରନ୍ତ ଘ-ଟ-ଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ମୃ-ତ ଦେ-ହ ଉ-ଧା-ର କରିଥିଲା ।

ତେଣୁ ବନ୍ଧୁଗଣ ନି-ଶା-ପା-ନ କରିବା ଏହି ଦୁଇ ଯୁବକଙ୍କ ଉପରେ ଭା-ରି ପ-ଡି-ଗ-ଲା । ନି-ଶା-ପା-ନ କରି ଏଭଳି ଭାବରେ କୂଅ ଉପରେ ବସିବା ଦ୍ଵାରା ସେମାନେ ପ୍ରା-ଣ ହ-ରା-ଇ-ଛ-ନ୍ତି । ତେବେ ବନ୍ଧୁଗଣ ଏହି ଘ-ଟ-ଣା-ର ଭି-ଡି-ଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି ଓ ଲୋକମାନେ ଏହି ଘ-ଟ-ଣା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *