Varsha ଙ୍କ ଅଭିଶାପରେ ସବୁ ହେଲା ଛାରକାର, Anubhav Mohanty ହେଲେ ହୀନସ୍ତା, ଏବେ ଖୋଜୁଛନ୍ତି… 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଉଭୟଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଘରର ଲକ୍ଷ୍ମୀଙ୍କୁ ଦୁଃଖ ଦେବାରୁ ଏବେ ଦଶା ଭୋଗୁଛନ୍ତି ଅନୁଭବ । ହିରୋ ରୁ ଜିରୋ ହୋଇଗଲେ ଅନୁଭବ । ଏବେ ଠାରୁ ଅନୁଭବଙ୍କ ଦାଦାଗିରି ବନ୍ଦ ।

ଛାରଖାର ହୋଇଗଲେ ଅନୁଭବ ମହାନ୍ତି । ଏବେ ବି ଧର୍ଜ୍ୟହରା ନ ହେବାକୁ କହୁଛନ୍ତି ଅନୁଭବ । ସାଂସଦ ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିଶେଷ କରି ବିବାଦୀୟ ଚର୍ଚ୍ଚା ଲାଗି ରହିଥାଏ । ଏଭଳି ସମୟରେ ପୁଣି ଥରେ ଅନୁଭବଙ୍କ ସାଥ ଦେଲାନି ସମୟ ।  ଚଳିତ ଥର ପ୍ରଥମ ଥର ଏକ ରିଆଲିଟି ସୋରେ ଉପସ୍ଥାପକ ଦାୟିତ୍ଵ ତୁଲାଉ ଥିଲେ ସାଂସଦ ଅନୁଭବ ମହାନ୍ତି ।

ଏକ ଘରୋଇ ଟିଭି ରିଆଲିଟି ସୋ ଦାଦାଗିରି ହୃଦୟରୁ ର ଉପସ୍ଥାପକ ଥିଲେ ଅନୁଭବ ମହାନ୍ତି । ହେଲେ ଏବେ ଏହି ଲୋକପ୍ରିୟ ସୋ ଦାଦାଗିରିରେ ବଡ ଧରଣର ପରିବର୍ତ୍ତନ ହୋଇଛି । ସୋର ନାମ ସହ ଉପସ୍ଥାପକ ବି ବଦଳି ଛନ୍ତି । ଅନୁଭବଙ୍କ ବଦଳରେ ଏଥିରେ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅନ୍ୟ ପକ୍ଷରେ ସୋର ନାମ ପରିବର୍ତ୍ତନ କରାଯାଇ ପ୍ରତିଭାର ଦାଦାଗିରି ରଖାଯାଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଅନୁଭବ ମହାନ୍ତି ପୁଣି ଥରେ ହିରୋରୁ ଜିରୋ ହୋଇଯାଇଛନ୍ତି । ଅଭିନୟ, ରାଜନୀତି ଏବଂ ବ୍ୟକ୍ତିଗତ ଜୀବନ ସବୁଥିରେ ଫେଲ ମାରିବା ପରେ ଏବେ ପୁଣି ଥରେ ହାତରୁ ଚାଲିଯାଇଛି ଏହି ବଡ ରିଆଲିଟି ସୋ । ତେବେ ଅନୁଭବଙ୍କ ଏହି ଦଶା ପଛରେ କୁଆଡେ ବର୍ଷାଙ୍କ ଅଭିଶାପ ଅଛି ବୋଲି ଚର୍ଚ୍ଚା ହେଉଛି । ବର୍ଷାଙ୍କ ଅଭିଶାପ ଲାଗି ଅନୁଭବଙ୍କର ଗୋଟେ ପରେ ଗୋଟେ କ୍ଷତି ହୋଇ ଚାଲିଛି ।

ଅନୁଭବଙ୍କ ହାତରେ ଏବେ ଆଉ କାମ ନାହିଁ ଘରେ ଖାଲି ହାତରେ ବସି ଛନ୍ତି ସାଂସଦ ଅନୁଭବ ମହାନ୍ତି । ସବୁ ହାରିବା ପରେ ମଧ୍ୟ ଭିଡିଓ କରି ନିଜ ଫ୍ୟାନ୍ସ ମାନଙ୍କୁ ଶାନ୍ତୁନା ଦେବାକୁ ଭୁଲି ନାହାନ୍ତି ଅନୁଭବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *