Jyotish Sastra – କଳିଯୁଗରେ ଏହି ୫ଟି ନାମର ଝିଅ ଗଙ୍ଗା ପରି ପବିତ୍ର

ଏହି ଦୁନିଆରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟକର । କାରଣ ଝିଅ ମାନଙ୍କ ମନରେ କଣ ଚାଲିଥାଏ କେହି କହିପାରିବେ ନାହିଁ । ସେମିତି ତ ଆପଣ ମାନେ ନିଶ୍ଚୟ ଏହା ଶୁଣିଥିବେ ଯଦି ଭଗବାନ ନାରୀଙ୍କୁ ବୁଝି ପାରିଲେ ନାହିଁ ତାହାଲେ ମଣିଷ କେମିତି ବୁଝିବ । ବନ୍ଧୁଗଣ ଝିଅ ମାନଙ୍କ ବ୍ୟବହାର ବହୁତ ଅଲଗା ହୋଇଥାଏ ସେଥିପାଇଁ ସେମାନଙ୍କ ପ୍ରତିକ୍ରିୟା ବିଷୟରେ କୌଣସି ଲୋକ ଜାଣି ପାରନ୍ତି ନାହିଁ । ଦୁନିଆରେ ଏମିତି ମଧ୍ୟ ଝିଅ ରହିଛନ୍ତି ଯେଉଁ ମାନେ ଗଙ୍ଗା ପରି ପବିତ୍ର ହୋଇ ରହିଥାନ୍ତି ଏବଂ ଏହି ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ମଧ୍ୟ ହୋଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ବହୁତ ପବିତ୍ର ହୋଇଥାନ୍ତି । ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ଗଙ୍ଗା ପରି ପବିତ୍ର ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

୧. ଯେଉଁ ଝିଅ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ପବିତ୍ର ମନା ଯାଇଥାଏ । ଏମାନେ ବହୁତ ଲାଜକୁରା ହେବା ସହ ନିଜ ପରିବାରର ମାନ ମର୍ଯ୍ୟାଦାର ବହୁତ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ପରିବାର ଲୋକଙ୍କ ଇଛା ଓ ଖୁସି କରିବା ପାଇଁ ସବୁ କିଛି କରିଥାନ୍ତି ।

୨. ଯେଉଁ ଝିଅ ମାନଙ୍କର ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏହି ନାମ ଥିବା ଝିଅ ମାନେ ସମସ୍ତଙ୍କ ଆଦର କରିଥାନ୍ତି । ଏମିତିକି ଏମାନେ ନିଜ ଜୀବନ ସାଥିକୁ ଖୁସିରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି ।

୩. ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ R ଅକ୍ଷରରୁ ହୋଇଥାଏ ସେହି ଝିଅ ମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ଗଙ୍ଗା କରି ପବିତ୍ର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କର ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥିକୁ ଛାଡନ୍ତି ନାହିଁ । ଏମାନେ ନିଜ ପରିବାର ଲୋକଙ୍କ ସହ ନିଜ ଜୀବନସାଥିର ମଧ୍ୟ ବହୁତ ଭଲ ଧ୍ୟାନ ରଖିଥାନ୍ତି । ଏହି ନାମ ଥିବା ଝିଅ ମାନେ ଗୁରୁଜନ ମାନଙ୍କର ବହୁତ ମାନ ସମ୍ମାନ କରିଥାନ୍ତି ।


୪. ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ N ଅକ୍ଷରରୁ ହୋଇଥାଏ ସେହି ଝିଅ ମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନରେ ଏମିତି କିଛି କାମ କରି ନଥାନ୍ତି ଯାହା ପାଇଁ ଏମାନଙ୍କ ପରିବାରର ନାମ ଖରାପ ହେବ । ଏମାନେ ନିଜର ମାନ ମର୍ଯ୍ୟାଦାକୁ ବହୁତ ଭଲ ଭାବରେ ପାଳନ କରିଥାନ୍ତି । ଏହି ନାମ ଥିବା ଝିଅ ମାନଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *