‘ଇନଷ୍ଟାରେ ଖାଲି ଛୋଟ ଡ୍ରେସ ପିନ୍ଧି ନାଚି ଜାଣନ୍ତି Prakruti, ସେ ଆମ ଭାଇଙ୍କୁ ଜବରଦସ୍ତ fasei ତାଙ୍କୁ…’ କଣ କହିଲେ କାଳିଆ ଷଣ୍ଢ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନଙ୍କ ଫ୍ୟାନ ଜଣଙ୍କ କହିଛନ୍ତି ସବୁ ଭୁଲ କହିବାକୁ ଗଲେ ପ୍ରକୃତି ମିଶ୍ର ର । “କହିଲେ କୁଳ କୁଟୁମ୍ବ କୁ ଲାଜ ନ କହିଲେ କୁଳ ଭାସିଯାଉଛି” । ମୁଁ ବାବୁସାନଙ୍କ ବହୁତ ବଡ ଫ୍ୟାନ । ମୁଁ ବାବୁସାନ ଙ୍କୁ କେବେ ଖରାପ କହି ପାରିବିନି । ମୋତେ ସେ ବହୁତ ଭଲ ଲାଗନ୍ତି । ସେ ଭୁଲ କରିଦେଇଛନ୍ତି । ସବୁ ମଣିଷ ଙ୍କ ର ଭୁଲହୁଏ, ଆଉ ସେ ମଧ୍ୟ କରି ଦେଇଛନ୍ତି ।

କିନ୍ତୁ ଏହାକୁ ଏତେ ବଡ ଇସୁ କରିବା ଠିକ ନୁହେଁ । ସବୁ ଭୁଲ ମୋ ଦେଖିବାରେ ହେଉଛି ପ୍ରକୃତି ମିଶ୍ରଙ୍କର । କାହିଁକି ନା ମୁଁ ଆଗରୁ ବହୁତ ଥର ଶୁଣିଥିଲି ଗୋଟେ ଭି-ଡି-ଓ ଭା-ଇ-ରା-ଲ ହୋଇ ଥିଲା ଫୋଟୋ ଫୋଟୋ ଚିରୁ ଥିଲେ । ପ୍ରକୃତି ନିଜେ ଜାଣିବା କଥା ନିଜେ ବୁଝିବା କଥା । ସେ ତ ଓଡ଼ିଶାରେ କାହିଁ କିଛି ଫିଲ୍ମରେ ଆମେ ଦେଖିବାକୁ ପାଇନାହୁଁ । ସେ ବାବୁସାନ ଭାଇ ଙ୍କ ମାଧ୍ୟମରେ ପ୍ରେମମ ମୁଭି କରିଲେ ।

ପ୍ରକୃତି ଇଂଷ୍ଟାଗ୍ରାମରେ ଯେଉଁ ଛୋଟ ଛୋଟ ଡ୍ରେସ ପିନ୍ଧି ଫୋଟୋ ଛାଡ଼ନ୍ତି, ଏହା ଓଡିଶାର ସଂସ୍କୃତି ନୁହେଁ । ନହେଲେ ଓଡ଼ିଶାର ଯେଉଁ କଳା, ସଂସ୍କୃତି ମୋତେ ତାଙ୍କ ପାଖରେ କିଛି ମଧ୍ୟ ଦେଖାଯାଏନାହିଁ । ଆମେ ଓଡ଼ିଶାରେ ରହୁଛୁ ଆମ କଳା ସଂସ୍କୃତି ହିସାବରେ ଆମ୍ଭକୁ ରହିବା କଥା ।

ରାଜସ୍ଥାନରେ ସ୍ତ୍ରୀ ଲୋକମାନେ ମୁଣ୍ଡରେ ଓଢଣା ଦେଇଥାନ୍ତି । ସେହିପରି ଆମ ଓଡ଼ିଶାରେ ମଧ୍ୟ ସଂସ୍କୃତି ହିସାବରେ ସ୍ତ୍ରୀ ଲୋକମାନେ ମୁଣ୍ଡରେ ଓଢଣା ଦେଇଥାନ୍ତି । କିନ୍ତୁ ପ୍ରକୃତିଙ୍କ ପାଖରେ ସଂସ୍କୃତି ଗୋଟେ ପ୍ରତିଶତ ମଧ୍ୟ ଦେଖାଯାଏନାହିଁ । ସବୁ ଭୁଲ ଦେଖିବାକୁ ଗଲେ ପ୍ରକୃତି ମିଶ୍ରଙ୍କର । ବାବୁ ଭାଇଙ୍କ ବିନା ଓଡ଼ିଆ ଇଣ୍ଡଷ୍ଟ୍ରି କିଛି ନୁହେଁ । ଆଗରୁ ଉତ୍ତମ ମହାନ୍ତି, ମିହିର ଦାସ ଓ ବିଜୟ ମହାନ୍ତି ସାର, ଏମାନେ ସବୁ ଆଗରୁ ଥିଲେ ।

କିନ୍ତୁ ବର୍ତ୍ତମାନ ବାବୁସାନ ହେଉଛନ୍ତି ନମ୍ୱର୍ ୱାନ ସୁପର ଷ୍ଟାର । ସେଥିପାଇଁ ମୁଁ ରିକ୍ୱେଷ୍ଟ କରୁଛି ବାବୁଭାଇଙ୍କୁ ଏବଂ ଭଗବାନ ଜଗନ୍ନାଥଙ୍କ କୃପାରୁ ଏହି ସମସ୍ୟାର ସମାଧାନ ହେଉ । ଆଉ ବାବୁ ଭାଇ ପୁଣି ସୁପର ଡୁପର୍ ହିଟ ଫିଲ୍ମ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *