ମାତ୍ର 2 ମିନିଟରେ ଆପଣଙ୍କ କଳା ହଳଦିଆ ଦାନ୍ତକୁ ଧଳା ଏବଂ ଚମକଦାର ବନେଇ ଦେବା ଏହି ସହଜ ଘରୋଇ ଉପାୟ – Baba Ramdev Health Tips

ଆଜି ଆସନ୍ତୁ ଜାଣିବା ଏମିତି କିଛି ଉପାୟ ବିଷୟରେ ଯାହା ଦ୍ଵାରା ଆପଣଙ୍କର ହଳଦିଆ ଦାନ୍ତ ମୋତି ଭଳି ଚମକି ଉଠିବ । ଆଜି ଆମେ ଆପଣଙ୍କୁ ଏଭଳି ଉପାୟ କହିବାକୁ ଯାଉଛୁ ଆପଣଙ୍କ ଦାନ୍ତ ଖୁବ ଶୀଘ୍ର ସୁନ୍ଦର ହେବାକୁ ଲାଗିବ । ବନ୍ଧୁଗଣ ଏହି ଉପାୟ କରିବାକୁ ହେଲେ ସର୍ବ ପ୍ରଥମେ ଆମକୁ ପାଚିଲା କଦଳୀ ନେବାକୁ ହେବ । ଆମକୁ ଗୋଟା କଦଳୀ ନେବାର ନାହିଁ , ଆମକୁ କଦଳୀକୁ କାଟି ଏକ ଛୋଟ ଅଂଶ ନେବାକୁ ହେବ । ଏହାର ଚୋପାକୁ କାଢି ଦିଅନ୍ତୁ ।

ଆମକୁ ଚୋପାର ମଧ୍ୟ ଆବଶ୍ୟକତା ଅଛି , ଚୋପର ଭିତର ପାଖ ଭଲବାବେ ପିଲ୍ଲ ଅପ କରିନିଅନ୍ତୁ । ଦାନ୍ତର ଉପର ଅଂଶ ଚମକାଇବା ପାଇଁ କଦଳୀ ବହୁତ ଉପକାରି ହୋଇଥାଏ । କଦଳୀରେ ମାଙ୍ଗାନିଜ ନାମକ ଏମିତି ଏକ ତତ୍ଵ ମିଳିଥାଏ , ଏହା ଦାନ୍ତର ଉପର ଅଂଶରେ ଅବଜର୍ଭ ହୋଇ ଆମ ଦାନ୍ତକୁ ସଫା କରିଥାଏ । ଆପଣ ଏହି ଅଂଶକୁ ଏକ ପାତ୍ରରେ ନିଅନ୍ତୁ ।

ଏଥିରେ ଚିମୁଟାଏ ଲୁଣ ପକାନ୍ତୁ । ତୃତୀୟ ଜିନିଷ ହଳଦୀ , ଗମ ଇନଫେକ୍ସନ, କାଭିଟି ଠିକ ସହ ଏହା ଦାନ୍ତକୁ ସଫା କରିବାରେ ଅତ୍ୟନ୍ତ ଲାଭ କାରୀ ହୋଇଥାଏ । ଏହି ପାତ୍ରରେ ଚିମୁଟାଏ ହଳଦୀ ନିଅନ୍ତୁ । ଚତୁର୍ଥ ସାମଗ୍ରୀ ହେଉଛି ଟୁଥପେସ୍ଟ । କୌଣସି ଅନ ଫ୍ଲେଭର ଟୁଥପେସ୍ଟ ଏଥିରେ ମିଶାନ୍ତୁ । ଏହା ପରେ ଏହାକୁ ଦୁଇମିନିଟ ଯାଏ ଗୋଳାଇ ଭଲ ଭାବରେ ମିକ୍ସ କରନ୍ତୁ ।

କଳା ଓ ହଳଦିଆ ଦାନ୍ତକୁ ଠିକ କରିବାକୁ ଏହି ପେସ୍ଟ ବହୁତ ଲାଭ ଦାୟକ ଅଟେ । ତେବେ ପାତ୍ରରେ ଆମେ ଏହି ଚାରିଟି ଜିନିଷ ମିଶେଇବା ପରେ ଏହାକୁ ଆମେ ଦାନ୍ତରେ ପ୍ରୟୋଗ କାରିବା । ଏହାକୁ ଆମେ ସାଧାରଣ ଟୁଥ ବ୍ରଶରେ ନେଇ ବ୍ୟବହାର କରିପାଇବା । କିନ୍ତୁ ଯଦି ଆପଣ ବିଡି , ଶିଗରେଟ , ମଦ ବ୍ୟବହାର କରନ୍ତି ତେବେ ଏହି ମିଶ୍ରଣକୁ ବ୍ୟବହାର ସମୟରେ ଆପଣ ପୁରା ବନ୍ଦ କରିଦିଅନ୍ତୁ , କଫିର ସେବନ ପୂରାପୂରି ବନ୍ଦ କରିଦିଅନ୍ତୁ ।

ଗୋଟିଏ ଟୁଥ ବ୍ରଶରେ ଆପଣ ଏହି ପେଷ୍ଟକୁ ନେଇ ବ୍ୟବହାର କରନ୍ତୁ । ଯେତିକି ମାତ୍ରାର ଟୁଥ ପେଷ୍ଟ ଆପଣ ପ୍ରତିଦିନ ବ୍ୟବହାର କରନ୍ତି ସେତିକି ବ୍ରଶରେ ନିଅନ୍ତୁ । ଦାନ୍ତକୁ ଦୁଇମିନିଟ ଯାଏ ଭଲ ଭାବରେ ଏହି ପେସ୍ଟରେ ବ୍ରଶ କରନ୍ତୁ । ଏହା ପରେ କୁଳି କରି ନିଜ ଦାନ୍ତ ସଫା କରିନିଅନ୍ତୁ ।

ପ୍ରଥମ ଥରରୁ ଆପଣଙ୍କୁ ନିଜ ଦାନ୍ତରେ ପରିବର୍ତନ ଅନୁଭବ ହେବ । ଆପଣଙ୍କ ହଳଦିଆ ଦାନ୍ତ ଧୀରେ ଧୀରେ ସଫା ଦେଖିବାକୁ ମିଳିବ । ଆପଣ ଏହିଭଳି ମିଶ୍ରଣକୁ ସପ୍ତାହକୁ ତିନି ଥର ବ୍ୟବହାର କରନ୍ତୁ । ପ୍ରତ୍ୟେକ ଥର ଦୁଇମିନିଟ ପ୍ରୟୋଗ ଦ୍ଵାରା ଆପଣ ଦେଖିବେ ଅପଙ୍କର ଦାନ୍ତ ଧଳା ଦେଖାଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *