Kajol ଙ୍କ ସମେତ ଟିକଟକ ରେ ଫେମସ ହୋଇଛନ୍ତି Bollywood ର ଏହି 4 ଫେମସ ହିରୋଇନ ମାନଙ୍କର ଡୁପ୍ଳିକେଟ, ନମ୍ବର 4 ଙ୍କୁ ଦେଖିଲେ ତ ଖାଇଯିବେ ଧୋକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ସୋସିଆଲ ମିଡିଆରେ ଏପରି କିଛି ଝିଅ ଅଛନ୍ତି ଯେଉଁ ମାନେ ସଂପୂର୍ଣ୍ଣ ବଲିଉଡ ଅଭିନେତ୍ରୀଙ୍କ ପରି ନଜର ଆସିଥାନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ଓ ଟିକଟକ ଆଦିରେ ବହୁତ ଫେମସ ଅଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ଓ ତାଙ୍କ ପରିକା ଦେଖା ଯାଉଥିବା ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କରିସମା କପୁର  । ଆପଣ ମାନେ ସମସ୍ତେ କରିସ୍ମାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କରିସ୍ମା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ କରିସ୍ମା କପୁରଙ୍କ ଡୁପ୍ଳିକେଟଙ୍କ ନାମ ହେଉଛି ବେବୁ ଜୁଡୁବା ଯିଏ ଟିକଟକରେ ବହୁତ ଫେମସ ଅଛନ୍ତି । ସେ କରିସ୍ମା କପୁରଙ୍କ ଗୀତ ଓ ଡାଇଲଗକୁ କପି କରି ଭିଡିଓ କରନ୍ତି ।

ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ପ୍ରିୟାଙ୍କା ଚୋପଡା । ପ୍ରିୟାଙ୍କା ଉଭୟ ବଲିଉଡ ଓ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ତାଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରିୟାଙ୍କାଙ୍କ ପରି ଦେଖାଯାଉଥିବା ଏକ ଝିଅ ଅଛି ଯାହାର ନାମ ହେଉଛି ଅମୟା ଡାଙ୍ଗରେ । ଅମୟା ପ୍ରିୟାଙ୍କାଙ୍କ ଗୀତରେ ଭିଡିଓ ବନେଇ ବହୁତ ଚର୍ଚାରେ ରୁହନ୍ତି ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ । ଆଲିୟା ଭଟ୍ଟ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଆଲିୟାଙ୍କର ଏକ ଡୁପ୍ଳିକେଟ ଅଛନ୍ତି ଯାହାଙ୍କର ନାମ ହେଉଛି ସନୟା ଆସୁ । ସନୟା ଆଲିୟାଙ୍କ ଲୁକ୍ ରେ ସୋସିଆଲ ମିଡିଆରେ ଭିଡିଓ ବନେଇ ବହୁତ ଫେମସ ହୋଇସାରିଛନ୍ତି ।

କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଜୋଲ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ କାଜୋଲଙ୍କର ଏକ ଡୁପ୍ଳିକେଟ ଅଛନ୍ତି ଯାହାଙ୍କର ନାମ ହେଉଛି ପିଙ୍କି ସାହା । ପିଙ୍କି କାଜୋଲଙ୍କ ଡାଇଲଗର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *