Kajol Agrawal ଙ୍କ ହୋସ ଉଡେଇ ଦେଲା ଭଳି ଖୁଲାସା, କହିଲେ ରାତି ଅଧରେ ସ୍ଵାମୀ ମତେ ଉଠେଇ କରନ୍ତି ଏହି କାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ  ।ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉଭୟ ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କାଜୋଲ ଅଗ୍ରୱାଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ କାଜୋଲଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ କାଜୋଲ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆସିବା ଦିନରୁ କାଜୋଲ କିଛି ନା କିଛି କାରଣ ପାଇଁ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ତଳେ କାଜୋଲ ଅଗ୍ରୱାଲ ଏକ ବଡ ଖୁଲାସା କରିଥିଲେ ଯେଉଁଥି ପାଇଁ ସେ ବହୁତ ଚର୍ଚାରେ ଅଛନ୍ତି ।

ଆପଣ ମାନେ ସମସ୍ତେ କାଜୋଲଙ୍କ ଏହି ବଡ ଖୁଲାସା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ନିଜ ବିବାହର ପ୍ରଥମ ବର୍ଷରେ କାଜୋଲ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଅପଲୋଡ କରିଥିଲେ । କାଜୋଲ ନିଜ ସ୍ଵାମୀ ଗୌତମ କିଚଲୁଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ଏହି ଫଟୋ ସେୟାର କରିବା ସହ କାଜୋଲ କ୍ୟାପ୍ସନରେ ଏକ ବଡ ଖୁଲାସା କରିଥିଲେ ।

କାଜୋଲ ସେହି ପୋଷ୍ଟରେ ଲେଖିଥିଲେ- ‘ମୁ ତମକୁ ସେତେବେଳେ ବି ଭଲ ପାଉଥିଲି, ଆଇ ଲଭ ୟୁ । ଯେତେବେଳେ ତମେ ଅଧ ରାତିରେ ମତେ ଉଠେଇ ମୋ କାନରେ କହୁଥିଲ ‘ତମେ ଶୋଇଲ ନା ନାହିଁ ?” ମୋତେ ତମକୁ ଏକ କୁକୁର ଭିଡିଓ ଦେଖାଇବାର ଥିଲା । ତମ ଜୀବନରେ ହୋଇଥିବା ସବୁଠାରୁ ଭଲ ସମୟ ତରଫରୁ ବିବାହର ପ୍ରଥମ ବର୍ଷର ଶୁଭକାମନା’ ।

ଅନ୍ୟ ପକ୍ଷରେ ସ୍ଵାମୀ ଗୌତମ ମଧ୍ୟ କାଜୋଲଙ୍କ ସହ ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ସେୟାର କରିଥିଲେ । ଗୌତମ ପୋଷ୍ଟ ସହ କ୍ୟାପ୍ସନରେ ଲେଖିଥିଲେ- ‘ବିବାହର ପ୍ରଥମ ବର୍ଷ ପାଇଁ ସୁବେଚ୍ଚା ଜଣାଉଛି ମୋ ପ୍ରେମ, ମୁ ଜାଣି ନାହିଁ ଏହି ବର୍ଷଟି କେମିତି ପଳେଇଲା ହେଲେ ଏହା ମୋ ଜୀବନର ସବୁଠାରୁ ନୂଆ ଓ ଅଦ୍ଭୁଦ ଅଧ୍ୟାୟ ରହିଛି । ଜୀବନ ସେତେବେଳେ ସୁଖମୟ ହୁଏ ଯେତେବେଳେ ତମ ପାର୍ଟନର ସବୁ କାମରେ ତମ ସହ ରୁହେ । ଆସୁଥିବା ସମୟ ପାଇଁ ମୁ ବହୁତ ଖୁସି ଅଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ କାଜୋଲ ଅଗ୍ରୱାଲ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *