କାହିଁକି ଚିଲିକାର ଏହି ଠାରେ ଅଟକି ଯାଉଛି ସବୁ ଡଙ୍ଗା ! କଣ ରହିଛି କାରଣ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚିଲିକା ମଝିରେ ମା’ କାଳିଜାଇଙ୍କର ମନ୍ଦିର ଅବସ୍ଥିତ । ତେବେ ମା’ ଙ୍କୁ ଦର୍ଶନ କରିବା ନିମନ୍ତେ ଏଠାକୁ ପ୍ରତିଦିନ ଅନେକ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥାଏ । ତେବେ ସେହିପରି କିଛି ଭକ୍ତ ମଧ୍ୟ ମା’ କାଳିଜାଇଙ୍କର ଦର୍ଶନ ନିମନ୍ତେ ମନ ବଳାଇ ଥିଲେ । ସେଥିପାଇଁ ଡଙ୍ଗା ସାହାଜ୍ଯରେ ବସି ନଦୀ ମଝିରେ ଥିବା ମା କାଳିଜାଇଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ତେବେ ହଟାତ ନଦୀ ମଝିରେ ଡଙ୍ଗାଟି ଅଟକି ଯାଇଥିଲା ।

ତେବେ ସୂଚନା ମୁତାବକ ଡଙ୍ଗାରେ ଲାଗିଥିବା ମୋଟରଟି ନଦୀ ମଝିରେ ହଟାତ ଭାବରେ ବନ୍ଦ ହୋଇଯାଇଥିଲା । ତାପରେ ଯେତେବେଳେ ଆହୁଲା ମାରିବାକୁ ଚେଷ୍ଟା କରିଥିଲେ। ସେତେବେଳେ କାତ ମଧ୍ୟ ପାଇନଥିଲା । ତେବେ ସେହି ଡଙ୍ଗାରେ ବସିଥିବ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ପାଇଁ ଏଓ ଓଡ୍ରାଫ ଟିମ ଡଙ୍ଗା ସାହାଜ୍ଯରେ ଉଦ୍ଧାର କରିବା ପାଇଁ ଯାଇଥିଲେ । ତେବେ ସେହି ଓଡ୍ରାଫ ଟିମର ଡଙ୍ଗା ମଧ୍ୟ ସେଠାରେ ଯାଇ ଫସିଯାଇଥିଲା ।

ତେବେ ପାଣି ମଧ୍ୟରେ ଘନ କୁହୁଡି କାରଣରୁ ଡଙ୍ଗା ନିଜର ସଠିକ ଦିଗରେ ଗତି କରିବାକୁ ମଧ୍ୟ ଅସୁବିଧା ହେଉଥିଲା । ତେବେ ଡଙ୍ଗାରେ ପ୍ରାୟ ୨୫ ରୁ ଉର୍ଦ୍ଧ ଲୋକ ବସିଯାଇଥିବାର ସୂଚନା ମିଳୁଅଛି । ତେବେ ହଟାତ ଚିଲିକା ଗଭୀର ନୀଳ ପାଣିରେ ମଧ୍ୟ ଭାଗରେ ଡଙ୍ଗା ଅଟକି ଯାଇ ଫସି ରହିଥିବା କାରଣ ଯୋଗୁ ଯାତ୍ରୀ ମାନେ ବହୁତ ଭୟଭୀତ ହୋଇଯାଇଛନ୍ତି । ଏହା ସହିତ ସମସ୍ତେ ମା’ କାଳିଜାଇକୁ ସୁମରଣା କରିବାକୁ ଲାଗିଛନ୍ତି ।

ତେବେ ସମସ୍ତଙ୍କ ମୁହଁରେ କେବଳ ସେହି ଗୋଟିଏ କଥା ମା’ କାଳିଜାଇ ଆମ ମାନଙ୍କୁ ରକ୍ଷା କର । ତେବେ ଏହାର କିଛି ଦିନ ପୂର୍ବରୁ ମଧ୍ୟ ଚିଲିକା ପାଣି ମଝିରେ ଡଙ୍ଗା ଅଟକି ଯାଇଥିଲା । ତାପରେ ସେମାନଙ୍କୁ ଆଉ ଏକ ଡଙ୍ଗା ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ତେବେ ଏପରି ଚିଲିକା ନଦୀ ମଝିରେ ବାରମ୍ବାର ଡଙ୍ଗା ଫସି ରହିବାର କଣ ହୋଇପାରେ ? ତେବେ ଏହା ଡଙ୍ଗାର ଯାନ୍ତ୍ରିକ ତ୍ରୁଟି କାରଣରୁ ବାରମ୍ବାର ଏପରି ଅଭାବନୀୟ ସ୍ଥିତି ଘଟୁଛି ।

ନା ଚିଲିକା ନଦୀର ଗଭୀର ପାଣି ମଝିରେ କୌଣସି ଦେବୀ ଶକ୍ତିର ପ୍ରଭାବ ରହୁଛି । ତାହା ବହୁ ଲୋକଙ୍କ ମନରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ? ତେବେ ମାନ୍ୟତା ମା’ କାଳିଜାଇଙ୍କୁ ଦର୍ଶନ କରିବା ପାଇଁ ଡଙ୍ଗାରେ ବସିବା ପୂର୍ବରୁ ମନକୁ ସଂପୂର୍ଣ୍ଣ ଭାବରେ ପବିତ୍ର କରି ମା’ ଙ୍କୁ ସୁମରଣା କରି ବସିବା ଉଚିତ ବୋଲି ସେଠାକାର ପୂଜକ ମାନଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *