ସିରିଏଲ ରାମୟଣ ସୁଟିଙ୍ଗ ସେଟ ରେ ସୁଟିଙ୍ଗ ସାରିବା ପରେ ପୁରା ଦିନ ବସି କାନ୍ଦୁଥିଲେ ରାବଣ (Arvind Trivedi) ଓ କିଛି ଖାଉ ବି ନଥିଲେ ! କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ହିନ୍ଦୀ ଟେଲିଭିଜନ ଜଗତରେ ପୁଣି ଶୋକର ଛାୟା ଖେଳି ଯାଇଛି । ଆପଣ ମାନେ ସମସ୍ତେ ୮୦ ଦଶକର ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ରାମାନନ୍ଦ ସାଗରଙ୍କ ଏହି ‘ରାମାୟଣ’ ବହୁତ ଲୋକପ୍ରିୟତା ହାସଲ କରିଛି । ଏହି ଧାରାବାହିକଟି ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ ଥିଲା ଓ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କ ଭୂମିକା ବହୁତ ସୁନ୍ଦର ଥିଲା ।

ହେଲେ ସମୟ ସହିତ ଏହି କଳାକାର ମାନେ ବି ବଦଳି ଯାଇଛନ୍ତି । କେତେ ଜଣ ଏହି ଦୁନିଆରେ ଅଛନ୍ତି ତ କେତେ ଜଣ ନାହାନ୍ତି । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ଯେ ‘ରାମାୟଣ’ ସିରିଏଲର ରାବଣ ଆଉ ଏହି ଦୁନିଆରେ ନାହାନ୍ତି । ରାବଣ ଭୂମିକା ପଦର୍ଶନ କରିଥିବା କଳାକାରଙ୍କ ନାମ ହେଉଛି ଅରବିନ୍ଦ ତ୍ରିବେଦୀ । ଅରବିନ୍ଦ ଏହି ଧାରାବାହିକରେ ରାବଣର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ଥିଲେ ।

ରାମାୟଣ ବ୍ୟତୀତ ଅରବିନ୍ଦ ୨୫୦ ରୁ ଅଧିକ ଗୁଜୁରାତି ଟିଭି ସିରିଏଲରେ କାମ କରିଛନ୍ତି । ପରଦାରେ ସେ ରାବଣ ଭୂମିକାରେ ନଜର ଆସିଥିଲେ ମଧ୍ୟ ବାସ୍ତବରେ ସେ ରାମଙ୍କ ଭକ୍ତ । ପ୍ରଥମେ ଏହି ରାବଣ ଭୂମିକା ପାଇଁ ବଲିଉଡ ଅଭିନେତା ଅମରେଶ ପୁରୀଙ୍କୁ ସିଲେକ୍ଟ କରଯାଇଥିଲା । ହେଲେ ଅରିବିନ୍ଦଙ୍କୁ ଦେଖିଲା ପରେ ରାବଣ ପାଇଁ ତାଙ୍କୁ ହିଁ ସିଲେକ୍ଟ କରାଗଲା । ବନ୍ଧୁଗଣ ରାବଣ ଭୂମିକାରେ ରେଡି ହେବା ପାଇଁ ତାଙ୍କୁ ପାଞ୍ଚ ଘଣ୍ଟା ସମୟ ଲାଗୁଥିଲା ।

ଆଉ ତାଙ୍କ ମୁକୁଟର ଓଜନ ଥିଲା ୧୦ କିଲୋ । ସେ ବାସ୍ତବ ଜୀବରେ ରାମ ଓ ଶିବଙ୍କ ଭକ୍ତ ଥିଲେ ହେଲେ ସୁ-ଟି-ଙ୍ଗ ସମୟରେ ନିଜ ଭଗବାନଙ୍କୁ ଓଲୋଟା ପାଲଟା ଶବ୍ଦ କହିବା ତାଙ୍କ ମନରେ କଷ୍ଟ ଦେଉଥିଲା । ଏଥିପାଇଁ ସେ ପୁରା ଦିନ ଉପବାସ ରହୁଥିଲେ ଓ ସୁ-ଟି-ଙ୍ଗ ଶେଷ ହେବା ପରେ ସେ ରାମ ଏବଂ ଶିବଙ୍କୁ ପୂଜା କରୁଥିଲେ । ହେଲେ ସୁ-ଟି-ଙ୍ଗ ପରେ ସେ ବହୁତ କାନ୍ଦୁ ଥିଲେ କାରଣ ଭଗବାନଙ୍କ ବି-ରୋ-ଧ-ରେ ଏହି ସବୁ ଶବ୍ଦ ବ୍ୟବହାର କରିବା ତାଙ୍କୁ ବହୁତ କଷ୍ଟ ଦେଉଥିଲା ।

ହୁଏତ ଆଜି ଅରବିନ୍ଦ ଏହି ଦୁନିଆରେ ନାହାନ୍ତି ହେଲେ ତାଙ୍କର ରାବଣ ଭୂମିକାକୁ କେହିବି ନିଜ ମନରୁ କାଢି ପାରିବେ ନାହିଁ । ଗତ କାଲି ହା-ର୍ଟ ଆ-ଟା-କ କାରଣରୁ ୮୨ ବର୍ଷ ବୟସରେ ଅରବିନ୍ଦ ନିଜ ପ୍ରା-ଣ ହରାଇଥିଲେ । ଅରବିନ୍ଦଙ୍କ ମୃ-ତ୍ୟୁ ପରେ ହିନ୍ଦୀ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାମାୟଣ ଧାରାବାହିକରେ ରାବଣର ଭୂମିକା କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *