କହିଲେ ଦେଖି… ଫଟୋରେ କେଉଁଠି ଲୁଚିଛି ବିଲେଇ , 99 % ଲୋକ ହୋଇଛନ୍ତି ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏକ ଫଟୋ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଦେଖି ଆପଣ କହିବେ ଯେ ଏଥିରେ ବିଲେଇ କେଉଁଠାରେ ଲୁଚି ରହିଛି । ସୋ-ସି-ଆ-ଲ ମି-ଡି-ଆରେ ଏହିଭଳି କିଛି ନା କିଛି ଫଟୋ ଭା-ଇ-ରା-ଲ ହୋଇଥିବାର ନଜର ଆସିଥାଏ, ଏଥି ମଧ୍ୟରୁ କିଛି ଫଟୋଚିତ୍ର ଏଭଳି ରହିଥାଏ ଯାହା ଲୋକଙ୍କ ମନୋରଞ୍ଜନ କରିଥାଏ ତ ଆଉ କିଛି ଏଭଳି ରହିଥାଏ ଯାହା ଲୋକଙ୍କୁ ଭାବୁକ କରିଦେଇଥାଏ ।

ଏଭଳି କିଛି ଫଟୋଚିତ୍ର ମଧ୍ୟ ଆସିଥାଏ ଯାହା କାରଣରୁ ଲୋକ ମାନେ ବଢେଇ ଚଢେଇ ନିଜର ମତାମତ ଦେଇଥାନ୍ତି ଏବଂ ଏହାଦ୍ଵାରା ଏହା ବହୁତ ଭାବରେ ଭା-ଇ-ରା-ଲ ହେବାକୁ ଲାଗିଯାଇଥାଏ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ଏକ ଫଟୋଚିତ୍ର ବହୁଳ ଭାବରେ ଚର୍ଚା ର ବିଷୟ ପାଲଟିଛି, ଏହି ଫଟୋରେ ଏକ ବିଲେଇ ଲୁଚି ରହିଅଛି ।

ଏହି ଫଟୋରେ ବିଲେଇ କୁ ଲୁଚା ଯାଇଅଛି । ପ୍ରକୃତରେ ବିଲେଇ କେଉଁଠାରେ ଅଛି ? କେତେକ ଲୋକେ ଏହି ଫଟୋରେ ଲୁଚି ରହିଥିବା ବିଲେଇ କୁ ଅତି ସହଜରେ ଖୋଜିନେଲେ କିନ୍ତୁ ଅଧିକାଂଶ ଲୋକେ ବିଲେଇ କୁ ଖୋଜି ପାରିଲେ ନାହିଁ । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଫଟୋ କୁ ଦେଖିବା ପରେ ଅଧିକାଂଶ ଲୋକଙ୍କ ମୁଣ୍ଡ ଚକ୍କର କାଟିବାରେ ଲାଗିଛି ।

ଲୋକେ ନିଜ ମସ୍ତିସ୍କ କୁ ଦୃତ ଗତିରେ ଦୌଡାଇବାରେ ବ୍ୟସ୍ତ ମାତ୍ର ଅଧିକାଂଶ ଲୋକ ଏଥି ମଧ୍ୟରୁ ବିଲେଇ କେଉଁଠି ଅଛି ଜାଣିପାରୁନାହାଁନ୍ତି । ଏହି ଫଟୋଚିତ୍ର ରେ ଲୋକଙ୍କର ବହୁତ କମେଣ୍ଟ ଆସିବାରେ ଲାଗିଛି । ଆଉ ସମସ୍ତେ ବିଲେଇ କୁ ଖୋଜିବାରେ ଲାଗିପଡିଛନ୍ତି । ଏହି ଫଟୋଚିତ୍ର କୁ ସୋ-ସି-ଆ-ଲ ମି-ଡି-ଆରେ buitengebieden ନାମ ଦିଆଯାଇଅଛି । ଏବଂ ଏହାକୁ 6 ହଜାରରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି ।

ସବୁ ଲୋକ ଏହି ଫଟୋରେ ଲୁଚିଥିବା ବିଲେଇ କୁ ଖୋଜୁଛନ୍ତି । କେତେକ ଲୋକେ କମେଣ୍ଟ କରି ଏହା କହିଛନ୍ତି ଯେ ତାଙ୍କୁ ଫଟୋରେ ବିଲେଇ ସଂପୂର୍ଣ୍ଣ ଭାବରେ ନଜର ଆସୁଅଛି । ଅଧିକାଂଶ ଲୋକେ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ତରଫରୁ ସମସ୍ତ ପ୍ରକାରର ପ୍ରୟାସ କରିଦେଲେ, ନିଜ ଆଖିକୁ ମଧ୍ୟ ମଳି ମଳି ଦେଖିଲେ କିନ୍ତୁ ତାଙ୍କୁ ଏହି ଫଟୋରେ ବିଲେଇ କେଉଁଠାରେ ମଧ୍ୟ ନଜର ଆସୁନାହିଁ ।

ଲୋକେ ଏହି ଫଟୋରେ ବହୁତ ମଜାଦାର ମଜାଦାର କମେଣ୍ଟ କରୁଥିବାର ନଜର ଆସିଛନ୍ତି । ଆପଣ ମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିଲେଇ କୁ ଦେଖି ପାରିଲେ ନାହିଁ ନା ? ତେବେ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏକ ସହାୟତା କରୁଛୁ ଆପଣ ଏହି ଫଟୋ କୁ ଜୁମ କରି ନିଅନ୍ତୁ ଏବଂ ଡାହାଣ ପାର୍ଶ୍ଵରେ ଖିଡିକି ମଧ୍ୟରେ ବିଲେଇ ବସିଥିବାର ନଜର ଆସିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *