କାହାର ନାମ ଭାବି ବାଛନ୍ତି ଗୋଟେ ଫୁଲ ବାଛନ୍ତୁ, ଆପଣଙ୍କ ଓ ତାଙ୍କ ମଧ୍ୟରେ ଆଗାମୀ 7 ଦିନରେ କଣ ହେବାକୁ ଯାଉଛି-LOVE QUIZ

ବନ୍ଧୁଗଣ ଆପଣଙ୍କ ଲଭର୍ସ ଓ ଆପଣଙ୍କ ମଧ୍ୟରେ ଆଗାମୀ 7 ଦିନରେ କଣ ହେବାକୁ ଯାଉଛି । ଏହା ଜାଣିବା ପାଇଁ 2ଟି ଗୋଲାପ ଚିତ୍ର ମଧ୍ୟ ରୁ କୌଣସି ଗୋଟେ ବାଛନ୍ତୁ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣ ଏହି 2ଟି ଗୋଲାପ ମଧ୍ୟରୁ ଯେ କୌଣସି ଜଣଙ୍କର ନାମ ଭାବି ବାଛନ୍ତୁ । ଆପଣଙ୍କ ଜୀବନରେ ଯିଏ ବି ମହତ୍ଵ ରଖୁଛନ୍ତି ଆପଣ ତାଙ୍କ ପାଇଁ ଏହି ନମ୍ବର ଗୁଡିକ ବାଛି ପାରିବେ । ବିଶ୍ଵାସା ରଖିକି ଆପଣ ଏହି ନମ୍ବର ବାଛନ୍ତୁ । ଅପାନଙ୍କୁ ଆପଣଙ୍କର ଉତ୍ତର ନିଶ୍ଚୟ ମିଳିଯିବ । ଏବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ନାଲି ରଙ୍ଗର ଗୋଲାପ ବାଛିଛନ୍ତି ତେବେ ଆପଣ ଦୁହେଁ ଚାହୁଁ ଛନ୍ତି ସବୁ କିଛି ଠିକ ହୋଇଯାଉ । ଆପଣଙ୍କ ସାଥି ମଧ୍ୟ ସମ୍ପର୍କ କୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ ଭାବନା ବହୁତ ଭଲ ରହିଛି । ଆପଣ ଦୁହେଁ ବୁଝୁଛନ୍ତି ସମୟ ଠିକ ନାହିଁ । ଏମିତି କିଛି ଅଛି ଯାହା ଆପଣଙ୍କ ହାତରେ ନାହିଁ । ଦୁହିଙ୍କୁ କଷ୍ଟ ଅନୁଭବ ହେଉଛି ।

ସେ ଆପଣଙ୍କ ସହ କଥା ହେବାକୁ ସମୟ ବିତାଇବାକୁ ଚାହୁଁ ଛନ୍ତି କିନ୍ତୁ କରିପାରୁ ନାହାନ୍ତି । ଆପଣ ମଧ୍ୟ ଏମିତି କିଛି ଚାହୁଁ ଛନ୍ତି । ଆପଣ ପରିବାରର ରୀତିନୀତି ଅନୁଯାୟୀ ଚାଲୁଛନ୍ତି । ସେଥିପାଇଁ ସେ ଆପଣଙ୍କ ସହ ସମୟ ବିତାଇବାକୁ ଚାହୁଁ ନାହାନ୍ତି । ଆପଣ ଦୁହିଙ୍କ ସମ୍ପର୍କ ମଧ୍ୟରେ ଅନେକ ଲୋକ ଜାଣି ନାହାନ୍ତି । ଆଗାମୀ ସମୟରେ ଆପଣ ଯାହା ଚାହୁଁ ଛନ୍ତି ତାହା ନିଶ୍ଚୟ ହେବ । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ କଥାବାର୍ତ୍ତା ବହୁତ ଜଲ୍ଦି ହେବ । ଆପଣଙ୍କ କାରଣରୁ ତାଙ୍କ ପରିବାରରେ ସମସ୍ଯା ହୋଇପାରେ । ସେ ଆପଣଙ୍କ ଠାରୁ ସମୟ ଚାହୁଁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ହଳଦିଆ ରଙ୍ଗର ଗୋଲାପ ବାଛିଛନ୍ତି ତେବେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ପରିବାର ଏଥିପାଇଁ ଦାୟୀ ହୋଇପାରନ୍ତି । ହୋଇପାରେ ଯଦି ଆପଣଙ୍କର ମ୍ୟାରେଜ ହୋଇ ସାରିଛି ଆଉ ଆପଣ ଝଗଡା କରି ନିଜ ସାଥିଙ୍କ ଠାରୁ ଦୂରେଇ ଯାଇଛନ୍ତି । ତେବେ ଆଗାମୀ 7 ଦିନରେ ଆପଣ ଦୁହେଁ ଏକାଠି ହେବେ ।

ଆପଣ ତାଙ୍କ ସହ ଦେଖା କରିବାକୁ ଛଉନ ଛନ୍ତି କିନ୍ତୁ କୌଣସି କାରଣରୁ ଏମିତି ହୋଇପାରୁ ନାହିଁ । ଆପଣଙ୍କୁ ସେ ସମୟ ଦେଉ ନାହାନ୍ତି କିନ୍ତୁ ଦେବାକୁ ଚାହୁଁଛନ୍ତି । କାମରେ ସେ ବ୍ୟସ୍ତରେ ଅଛନ୍ତି । ଯାହା ପାଇଁ ସେ ସମୟ ବାହାର କରିପାରୁ ନାହାନ୍ତି । ଆପଣ ତାଙ୍କୁ କିଛି ସମୟ ଦିଅନ୍ତୁ । ସେ ଯାହା ବି କରୁଛନ୍ତି ଆପଣଙ୍କ ପାଇଁ ଓ ଭବିଷ୍ୟତ ପାଇଁ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *