ବନ୍ଧା ହେଲେ ଫେସବୁକ ସୁନ୍ଦରୀ, କାହାକୁ ଡାକ୍ତର ତ କାହାକୁ ବ୍ୟୁଟିସିଆନ ରୂପରେ ଲୋକଙ୍କୁ ଏମିତି ଲଗାଉଥିଲେ ଚୂନା, ଯାହାଙ୍କ ପୁରା କାରନାମା ଶୁଣି ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବନ୍ଧୁଗଣ ବ-ନ୍ଧା ହେଲେ ଫେ-ସ-ବୁ-କ କ୍ଵିନ । ଫେ-କ ଆ-କା-ଉ-ଣ୍ଟ ଖୋଲି ଯୁବକଙ୍କୁ ଠ-କୁ- ଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ କଥା ହେଉଥିଲେ ପରେ ବିବାହ ପ୍ରତିଶ୍ରୁତି ଦେଇ ଲୁ-ଟୁ ଥିଲେ ହଜାର ହଜାର ଟଙ୍କା । ଏହି ଯୁବତୀ ଜଣକଙ୍କ ନାମ ହେଉଛି ପ୍ରିୟାଙ୍କା ପ୍ରିୟଦର୍ଶନୀ ପରିଡା । ପ୍ରିୟାଙ୍କାଙ୍କୁ ଗି-ର-ଫ କରିଛି ସହିଦନଗର ଥାନା ପୋଲିସ । ପ୍ରିୟାଙ୍କାଙ୍କ ଘର ବାଣପୁର ନିକଟରେ ଥିବା ରାଞ୍ଚୁଣୀ ଗାଁରେ ରହିଥିବାର ଜଣା ପଡିଛି ।

ନିଜକୁ ଡାକ୍ତର ଇଞ୍ଜିନିୟର କହି ସେ ଯୁବକ ମାନଙ୍କୁ ପ୍ରେମ ଜା-ଲ-ରେ ଫ-ସା-ଉ ଥିଲେ । ଟଙ୍କା ନେବା ପରେ ସେ ନିଜ ଆ-କା-ଉ-ଣ୍ଟ-କୁ ବନ୍ଦ କରି ଦେଉଥିଲେ ଓ ବିଭିନ୍ନ ପ୍ରକାରର ବାହାନା କରି ଭି-ଡି-ଓ କ-ଲ୍ ଉଠାଉ ନଥିଲେ । ମାଷ୍ଟର ମାଇଣ୍ଡ ପ୍ରିୟାଙ୍କାଙ୍କୁ ଗି-ର-ଫ କରିବା ସହ ତାଙ୍କ ପାଖରୁ ୬୦ ହଜାର ଟଙ୍କା, ମୋବାଇଲ ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ ଓ ଚେକ ବୁକ ଜବତ ହୋଇଛି ।

ବନ୍ଧୁଗଣ ସବୁଠାରୁ ବଡ କଥା ହେଉଛି ପ୍ରିୟାଙ୍କା ନୟାପଲିର ଏକ ଯୁବକଙ୍କ ଠାରୁ ଫେ-ସ-ବୁ-କ ମାଧ୍ୟମରେ କଥା ହୋଇ ୬ ଲକ୍ଷ ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ସେ ଟଙ୍କା ନଦେବାରୁ ଯୁବକ ଜଣକ ସହିଦନଗର ଥାନାରେ ଯୁବତୀଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ । ଏହା ପରେ ପୋଲିସ ପ୍ରିୟାଙ୍କାଙ୍କୁ ଗି-ର-ଫ କରି ଆଜି କୋର୍ଟ ଚା-ଲ-ଣ କରିଛି ।

ପ୍ରିୟାଙ୍କା ନିଜ ଫେ-ସ- ବୁ-କ ଆ-କା-ଉ-ଣ୍ଟ-ରେ ଅନ୍ୟ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଯୁବକ ମାନଙ୍କୁ ଠ-କେ-ଇ-ର ଶି-କା-ର କରୁଥିଲେ ଓ ତାଙ୍କ ଠାରୁ ଟଙ୍କା ଆଣୁ ଥିଲେ । ବର୍ତ୍ତମାନ ପୋଲିସକୁ ମଧ୍ୟ ଏକ ବଡ ସଫଳତା ମିଳିଛି କାରଣ ଆଜି କାଲିର ଦୁନିଆରେ ସା-ଇ-ବ-ର କ୍ରା-ଇ-ମ ବହୁତ ଅଧିକ ବଢି ଯାଇଛି ।

ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । କିଛି ଲୋକ ଏହାର ସଦୁପଯୋଗ କରୁଛନ୍ତି ତ କିଛି ଲୋକ ଏହାର ଦୁରୁପଯୋଗ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *