‘କଚ୍ଚା ବାଦାମ’ ପରେ ଏବେ ଖୁବ ଭାଇରାଲ ହେଉଛି ‘ଲେମ୍ବୁ ପାଣି’ ଗୀତ…ଦେଖନ୍ତୁ ଏହି ଭିଡିଓ…

ବନ୍ଧୁଗଣ ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ ଯାହା ସମସ୍ତଙ୍କୁ ଖୁସି ଦେଇଥାଏ । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆରେ ଫେମସ ହୋଇ ପାରୁଛନ୍ତି । ଆଉ ଏମିତି କି ଭାଇରାଲ ହୋଇଥିବା ଲୋକଟି କେବେ କେବେ ସେଲିବ୍ରେଟି ବି ହୋଇଯାନ୍ତି ।

ଏ ଯେମିତି ବାଦାମ ବିକାଳି ଭୁବନ ବାଦ୍ୟକର ନିଜସ୍ୱ ଶୈଳୀରେ ଗୀତ ଗାଇ ସେଲିବ୍ରେଟି ପାଲଟି ଯାଇଛନ୍ତି । ଭୁବ ବାଦ୍ୟକରଙ୍କ କାଚା ବାଦାମ ଗୀତଟି ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ କାଚା ବାଦାମ ପରେ ଏବେ ସାମ୍ନାକୁ ଆସିଛି ଲେମ୍ବୁ ପାଣି । ଭାଇରାଲ ହେଉଥିବା ଏହି ଭିଡିଓକୁ ଟିକେ ଭଲରେ ଦେଖନ୍ତୁ । ଏହି ଭିଡିଓରେ ଜଣେ ବ୍ୟକ୍ତି ସୋଢା ବିକ୍ରି କରୁଛନ୍ତି ।

ଏମିତିରେ ସୋଢା ତ ସମସ୍ତଙ୍କୁ ଭଲ ଲାଗେ । ହେଲେ ସରଦାରଙ୍କର ସୋଢା ବନେଇବା ଓ ବିକିବା ପ୍ରଣାଳୀକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ବାଟରେ ଯାଉଥିବା ଲୋକ ବି ଏହି ସୋଢା ବିକାଳିଙ୍କ ଦୋକାନ ଦେଇ ଯାଉଥିଲେ ଛିଡା ହୋଇ ଦେଖୁଛନ୍ତି । ଯେଉଁ ଭଳି ଭାବରେ ସେ ସୋଢା ଫିଟାଉ ଛନ୍ତି ଓ ସେଥିରେ ଲେମ୍ବୁ ମସଲା ମିସାଉ ଛନ୍ତି ତାହା ସମସ୍ତଙ୍କ ମନ ଜିତି ନେଉଛି ।

ଏହି ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ଯେ, ସରଦାର ଜଣକ ପ୍ରଥମେ ଲେମ୍ବୁ ଚୁପୁଡି ସେଥିରେ ପାଣି ବାହାର କରି ଏକ ଗ୍ଳାସରେ ଢାଳୁ ଛନ୍ତି । ଆଉ କହୁଛନ୍ତି ମୁଁ ବାକି ଲେମ୍ବୁ ପଛରେ ପକାଇବି । ଏହା ପରେ ଖୁବ ଷ୍ଟାଇଲର ସହ ଦୁଇଟି ବୋତଲର ସୋଢାକୁ ସେ ଢାଳୁ ଛନ୍ତି । ଏହା ପରେ ସେ ଗ୍ଳାସରେ କିଛି ମସଲା ଢାଳୁ ଛନ୍ତି । ଆଉ ସେଥିରେ ଲେମ୍ବୁ ଚିପୁଡି ଏକ କୋଲ୍ଡ ଡ୍ରିଙ୍କ ପ୍ରସ୍ତୁତ କରୁଛନ୍ତି ।

ତାହା ପାଟିକୁ ସ୍ଵାଦିଆ ଲାଗୁ କି ନଲାଗୁ ହେଲେ ତାଙ୍କ ତରିକାଟି ସମସ୍ତଙ୍କ ମନ ଜିତି ନେଉଛି । ଏହି ସରଦାରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କାଚା ବାଦାମ ପରେ ଏବେ ଲେମ୍ବୁ ପାଣି ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *